Browsing Category

ଜୀବନଚର୍ଯ୍ୟା

ପ୍ରସ୍ତାବିତ ବନ୍ଦର କୁ ବିସ୍ଥାପିତ ଙ୍କ ତୀବ୍ର ବିରୋଧ 

: ସରିଲା ୩ୟ ପର୍ଯ୍ୟାୟ ଜନଶୁଣାଣି  : ଜୀବନ ଶେଷ ରକ୍ତବିନ୍ଦୁ ଯାଏଁ ଲଢ଼ିବୁ, ବନ୍ଦର ହେବ ନାହିଁ  : ଅସ୍ତରଙ୍ଗ ରେ ବନ୍ଦର ସ୍ବପ୍ନ ଭୁଲିଯାଅ ସରକାର  ଅସ୍ତରଙ୍ଗ/ଭୁବନେଶ୍ୱର ୨୩-୦୧-୨୦୨୫(ପିପିଏସ ) : ପୁରୀ ଜିଲ୍ଲା ଅସ୍ତରଙ୍ଗ ରେ ପ୍ରସ୍ତାବିତ ବନ୍ଦରକୁ ନେଇ ବିରୋଧ ସ୍ୱର

ବିରଳ ମହାଜାଗତିକ ଘଟଣା, ଗୋଟିଏ ଧାଡ଼ିରେ ୬ ଗ୍ରହ

ମହାକାଶରେ ଏକ ବିରଳ ଘଟଣା ଦେଖାଯାଇଛି । ସୌରଜଗତର ୬ଟି ଗ୍ରହକୁ ଏକା ସାଙ୍ଗରେ ଗୋଟିଏ ସରଳ ରେଖାରେ ଦେଖାଯାଇଛନ୍ତି, ଅର୍ଥାତ୍ ଛଅଟି ଗ୍ରହ ଗୋଟିଏ ରେଖାରେ ପରିକ୍ରମା କରୁଛନ୍ତି ।  ନୂଆଦିଲ୍ଲୀ /ଭୁବନେଶ୍ୱର ୨୧-୦୧-୨୦୨୫(ପିପିଏସ) : ମହାକାଶରେ ଏକ ବିରଳ ଘଟଣା ଦେଖାଯାଇଛି । ସୌରଜଗତର ୬ଟି

କୋଲକାତା ମେଡିକାଲ ଛାତ୍ରୀ ଦୁଷ୍କର୍ମ-ହତ୍ୟା ମାମଲା: ରାୟ ନେଇ ଖୁସି ନାହାନ୍ତି କଟକ ଛାତ୍ରଛାତ୍ରୀ

ଆରଜି କର ମେଡିକାଲ କଲେଜ ଓ ହସ୍‌ପିଟାଲର ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜି ପଶ୍ଚିମବଙ୍ଗର ସିଆଲଦା କୋର୍ଟରେ ରାୟ ପ୍ରକାଶ ପାଇଛି। ଦୋଷୀ ସଞ୍ଜୟ ରାୟଙ୍କୁ ମିଳିଥିବା ଦଣ୍ଡ ନେଇ କଟକ ଏସ୍‌ସିବି ମେଡିକାଲ କଲେଜର ଡାକ୍ତର ଛାତ୍ରଛାତ୍ରୀମାନେ ଖୁସି ନାହାନ୍ତି। କଟକ

ରାମାୟଣ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନର ପ୍ରଥମ ବାର୍ଷିକୀ ପାଳନ

ଭୁବନେଶ୍ୱର ୨୦-୦୧-୨୦୨୫(ପିପିଏସ) : ୨୦୨୪ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ସହିତ ଭାରତ ଏକଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରତ୍ୟକ୍ଷ କରିଥିଲା ଯାହା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଦଶନ୍ଧିର ଯାତ୍ରାର ସମାପ୍ତି ଥିଲା । ଏହି ଐତିହାସିକ ଘଟଣା କେବଳ ଏକ ବହୁ

ଅସ୍ତରଙ୍ଗ ରେ ଡଲଫିନ ଗଣନା 

:-୩ ଦିନ ବ୍ୟାପି ୪ଟି ଟିମ୍ ଗଣନା କରିବେ  ଅସ୍ତରଙ୍ଗ/ଭୁବନେଶ୍ୱର ୨୦-୦୧-୨୦୨୫(ପିପିଏସ ) : ତିନି ଦିନ ଧରି ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ନଦୀରେ ଓ ସମୁଦ୍ରରେ ବିରଳ ଡଲଫିନଙ୍କ ସଂଖ୍ୟା ବନବିଭାଗ ପକ୍ଷରୁ ଗଣନା ଜାରୀ ରହିବ। ନଦୀ ସମୁଦ୍ର ଘେରା ଅସ୍ତରଙ୍ଗ ଅଞ୍ଚଳ। ଏଠାରେ ପ୍ରବାବିତ

ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମିଳିବ ‘ଆୟୁଷ୍ମାନ’ କାର୍ଡ

ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆରମ୍ଭ ହେବ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଆୟୁଷ୍ମାନ ଭାରତ କାର୍ଡ ଛାପିବା ପାଇଁ ଜାତୀୟ ସ୍ବାସ୍ଥ୍ୟ ଏଜେନ୍‌ସି (ଏନ୍‌ଏଚ୍‌ଏ)ର ଭେଣ୍ଡରଙ୍କୁ ତାଲିକା ଦିଆସରିଛି।

ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ପୂର୍ବରୁ ଇକେୱାଇସି ଅପଡେଟ କରିଦିଅନ୍ତୁ: ପ୍ରଭାତୀ ପରିଡ଼ା

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ମାସ ଶେଷ ସୁଦ୍ଧା ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ଦିଆଯିବ। ଭୁବନେଶ୍ୱର ୧୭-୦୧-୨୦୨୫(ପିପିଏସ) : ସୁଭଦ୍ରାକୁ

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ରେଳ ଷ୍ଟେସନଠାରୁ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଢେଙ୍କାନାଳ ଜିଲ୍ଲାର ୮୦୦ ଜଣ ବରିଷ୍ଠ ନାଗରିକ ସିରିଡି ଓ ନାସିକ ଦର୍ଶନ ପାଇଁ ଆଜି ଯାତ୍ରା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ପାରମ୍ପରିକ ପୂଜା ସହିତ ପତକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ ।

ଏସ୍‌ସିବିରେ ଝୁଣ୍ଟୁଛି ମୋତିଆବିନ୍ଦୁ ଅସ୍ତ୍ରୋପଚାର

୫ ବର୍ଷ ହେଲା ଫେକୋ ମେସିନ୍‌, ଭିଜୁଆଲ ପେରିମିଟର୍‌ ଅଚଳ କଟକ ୧୬-୦୧-୨୦୨୫(ପିପିଏସ) : ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଚକ୍ଷୁ ବିଭାଗରେ ଏବେ ସ୍ବାଭାବିକ ଭାବେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ବି ସମ୍ଭବ ହେଉନି। ମୋତିଆବିନ୍ଦୁର ଅତ୍ୟାଧୁନିକ ଅସ୍ତ୍ରୋପଚାର ପାଇଁ ବ୍ୟବହାର ହେଉଥିବା

୮୦ ବର୍ଷରୁ ଅଧିକ ବୟସ୍କ, ଦିବ୍ୟାଙ୍ଗଙ୍କୁ ଭତ୍ତା ବଣ୍ଟାଗଲା

୪.୧୭ ଲକ୍ଷ ଦିବ୍ୟାଙ୍ଗଙ୍କୁ ମାସିକ - ୩୫୦୦ ରାଜ୍ୟର ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ୮୦ ପ୍ରତିଶତ ବା ତା’ଠାରୁ ଅଧିକ ଦିବ୍ୟାଙ୍ଗ ଏଣିକି ମାସକୁ ୩୫୦୦ ଟଙ୍କା ଭତ୍ତା ପାଇବେ। ବିଜେପି ସରକାରର ଏହି ମହତ୍ତ୍ବାକାଂକ୍ଷୀ ଯୋଜନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝରରେ