Browsing Category

ଜୀବନଚର୍ଯ୍ୟା

ଫେବ୍ରୁଆରି ୧୩ରୁ ବିଧାନସଭା ବ‌ଜେଟ୍ ଅଧିବେଶନ

 ୧୨ରେ ସର୍ବଦଳୀୟ ବୈଠକ ଭୁବନେଶ୍ୱର ୦୬-୦୨-୨୦୨୫(ପିପିଏସ ) : ଫେବ୍ରୁଆରି ୧୩ରୁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏନେଇ ଫେବ୍ରୁଆରି ୧୨ ତାରିଖରେ ବିଧାନସଭାର ସର୍ବଦଳୀୟ ବୈଠକ. ପୂର୍ବାହ୍ନ ୧୧ରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ଜମୁଛି ଖଣ୍ଡଗିରି ମେଳା

ଉପରେ ଭଜନ-କୀର୍ତ୍ତନ ‌ ତଳେ ମନୋରଞ୍ଜନ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳାରେ ଜନଗହଳି ବଢ଼ିବାରେ ଲାଗିଛି। ଏବେ ପାହାଡ଼ ଉପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଦିନବେଳା ହୋମଯଜ୍ଞ ଚାଲୁଥିବା ବେଳେ ସଞ୍ଜ ହେଲେ ଭଜନ କୀର୍ତ୍ତନରେ ପରିବେଶ ପ୍ରକମ୍ପିତ ହେଉଛି। ଭୁବନେଶ୍ୱର

ଫେବ୍ରୁଆରି ୧୦ରୁ ପୁଣି ଯାନବାହନ ଚେକିଂ, ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନେବ ପୁଲିସ

ଦୀର୍ଘ ଦିନର ବ୍ୟବଧାନ ପରେ ଦ୍ବୈତନଗରୀ ଯାନବାହନ ଯାଞ୍ଚ ହେବ। ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆସନ୍ତା ୧୦ ତାରିଖରୁ ପୁଣି ଥରେ ଗାଡ଼ି ଚେକିଂ କଡ଼ାକଡ଼ି ହେବ। ଭୁବନେଶ୍ୱର ୦୬-୦୨-୨୦୨୫(ପିପିଏସ ) : ଦୀର୍ଘ ଦିନର ବ୍ୟବଧାନ ପରେ

ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶାର ପ୍ରତି ଗାଁକୁ ବିକଶିତ କରାଯିବ: ମୁଖ୍ୟମନ୍ତ୍ରୀ

ରାଜନୀତି ଓ ବିକାଶ ଦୁଇଟି ପ୍ରସଙ୍ଗକୁ ଅଲଗା ରଖିବାକୁ ପଡ଼ିବ। ଫାଇଭ୍-ଟି ନାଁରେ ସଂପୂର୍ଣ୍ଣ ଭାବେ ଭୋଟ୍ ବ୍ୟାଙ୍କ ତିଆରି କରିବାକୁ ପୂର୍ବ ୨୪ ବର୍ଷର ସରକାର ଷଡ଼ଯନ୍ତ୍ର କରିଥିଲେ। ଏହା ଜରିଆରେ ବିକାଶ ନ କରି ହୀନମଣ୍ୟତାର ପ୍ରଦର୍ଶନ କରିଥିଲେ। ଭୁବନେଶ୍ୱର ୦୫-୦୨-୨୦୨୫(ପିପିଏସ ) :

ଗଣଶିକ୍ଷା ବିଭାଗ ଓ ସିକେ-୧୨ ଫାଉଣ୍ଡେସନ୍‌ ମଧ୍ୟରେ ବୁଝାମଣାପତ୍ର

ବିଦ୍ୟାଳୟରେ ବିଶ୍ୱସ୍ତରୀୟ ଶିକ୍ଷା ସମ୍ବଳ ଯୋଗାଇବ ଭୁବନେଶ୍ୱର ୦୪-୦୨-୨୦୨୫(ପିପିଏସ) : ରାଜ୍ୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ବିଦ୍ୟାଳୟଗୁଡ଼ିକୁ ବିଶ୍ୱସ୍ତରୀୟ ଶିକ୍ଷା ସମ୍ବଳ ଯୋଗାଇଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ କାର୍ଲିଫର୍ଣ୍ଣିଆର ‘ସିକେ-୧୨ ଫାଉଣ୍ଡେସନ’ ମଧ୍ୟରେ ଆଜି ଏକ

ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପବିତ୍ର ମାଘମାସ ମାଘସପ୍ତମୀ ତିଥିରେ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୪.୩୭ ମିନିଟରେ ଚନ୍ଦ୍ରଭାଗା ତୀର୍ଥପୁଷ୍କରିଣୀରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ବୁଡ଼ ପକାଇବା ଲାଗି ଗତକାଲିଠାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। କୋଣାର୍କ /ରାମଚଣ୍ଡୀ/ଭୁବନେଶ୍ୱର

ଆସନ୍ତାକାଲି ମାଘ ଶୁକ୍ଳ ଅଷ୍ଟମୀ ତିଥି: ଅପରାହ୍ନ ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ…

ଆସନ୍ତାକାଲି ମାଘ ଶୁକ୍ଳ ଅଷ୍ଟମୀ ତିଥି। ଏହି ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପୁରୀ/ଭୁବନେଶ୍ୱର

ଆଜିଠୁ ମହାକୁମ୍ଭମେଳା: ବେଦପାଠରେ କମ୍ପିବ ଖଣ୍ଡଗିରି ପାହାଡ଼

ଆସନ୍ତାକାଲି (ମଙ୍ଗଳବାର)ଠାରୁ ଖଣ୍ଡଗିରିଠାରେ ମହାକୁମ୍ଭମେଳା ଆରମ୍ଭ ହୋଇ ମାଘ ପୂର୍ଣ୍ଣମୀ (୧୨ତାରିଖ) ପର୍ଯ୍ୟନ୍ତ ଚାଲିବ। ଭାରତର ବିଭିନ୍ନ ସ୍ଥାନରୁ ଆସୁଥିବା ସାଧୁସନ୍ଥମାନଙ୍କ ଦ୍ୱାରା ସନାତନ ବୈଦିକ ଧର୍ମ ଭୁବନେଶ୍ୱର ୦୪-୦୨-୨୦୨୫(ପିପିଏସ) : ଆସନ୍ତାକାଲି (ମଙ୍ଗଳବାର)ଠାରୁ

ଏସ୍‌ସିବିରେ ହେବ ବୃହତ୍‌ ଟ୍ରମା ସେଣ୍ଟର

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଆଉ ଏକ ବଡ଼ ପଦକ୍ଷେପ ହାତକୁ ନେଇଛନ୍ତି। କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର୍ ପ୍ରତିଷ୍ଠା କରିବାକ ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ୱର

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ବିଏମସି କମିସନରଙ୍କ କଡ଼ା ଚେତାବନୀ

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ବିଏମସି କମିସନର ରାଜେଶ ପ୍ରଭାକର ପାଟିଲ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଐତିହ ପରମ୍ପରା ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଶ ପାଇଁ ନିର୍ଦେଶ ଦିଆଯାଇଛି। ସବୁ ଯାତ୍ରା କମିଟି ଏନେଇ ଅବଗତ ଅଛନ୍ତି। ଆଶା କରୁଛୁ ଗାଇଡଲାଇନ ଅନୁସାରେ ଯାତ୍ରା