Browsing Category

ଜୀବନଚର୍ଯ୍ୟା

କୃମି ଔଷଧ ଖାଇ ୬ଛାତ୍ରୀ ଗୁରୁତର

କୃମି ଔଷଧ ଖାଇ ୬ ଜଣ ଛାତ୍ରୀ ଗୁରୁତର ହୋଇ ଚିକିତ୍ସା ପାଇଁ ସୋର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସୋମବାର ମଧ୍ୟାହ୍ନରେ କେଦାରପୁର ପଞ୍ଚାୟତ ଥାନେଶ୍ୱର ସ୍ଥିତ ବିଦ୍ୟାଳୟରେ ପିଲାମାନଙ୍କୁ କୃମି ଔଷଧ ଦିଆଯାଇଥିବା ବେଳେ କିଛି ସମୟ ପରେ ୬ଜଣ ଛାତ୍ରୀ ବାନ୍ତି କରିଥିଲେ.

ବିମାନବନ୍ଦରରୁ ଧରାପଡ଼ିଲା ଧୋକାବାଜ ପ୍ରେମିକ

ପେସାରେ ଦୁଇଜଣଯାକ ସଫ୍‌ଟୱେର୍‌ ଇଞ୍ଜିନିୟର୍‌। ମାଟ୍ରିମୋନି ସାଇଟ୍‌ରେ ପରସ୍ପରକୁ ଜାଣିଲେ। ଏହାପରେ ଫୋନ୍‌ରେ କଥାବାର୍ତ୍ତା। ଧୀରେଧୀରେ ମିଳାମିଶା ବଢ଼ିଲା। ଭାବିପତ୍ନୀ ତଥା ପ୍ରେମିକାଙ୍କୁ ଭେଟିବା ପାଇଁ ଯୁବକଜଣକ ବେଙ୍ଗାଲୁରୁରୁ ଧାଇଁ ଆସୁଥିଲେ ଭୁବନେଶ୍ବର। ଭୁବନେଶ୍ୱର

କନ୍ଧମାଳ ଜିଲ୍ଲାରେ ରୋଜଗାର ଶୂନ: ଯୁବପିଢ଼ି ଦାଦନ ମୁଁହା

କନ୍ଧମାଳରେ ବିକାଶର ନଗ୍ନ ଚିତ୍ର ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି। ଜିଲ୍ଲାରେ ସରକାରଙ୍କ ମନରେଗା ଯୋଜନା ଫେଲ୍ ହୋଇଛି। ଦାଦନ ପାଇଁ ପୋଷ୍ଟର ଗାଁ ଗାଁରେ ଲାଗିଛି। ଦାଦନ ଶ୍ରମିକଙ୍କୁ ନେଇ ପ୍ରତ୍ୟକ ସପ୍ତାହରେ ବସ୍ କେରଳ ଯାଉଛି ଘୁ.ଉଦୟଗିରି/ଭୁବନେଶ୍ୱର ୧୦-୦୨-୨୦୨୫(ପିପିଏସ ) :

ଯାଜପୁର ରୋଡରେ ଚାଞ୍ଚଲ୍ୟ: ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା

ଯାଜପୁର ରୋଡ ଥାନା ସୋବରା ଅଞ୍ଚଳରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଷ୍ଟୁଡିଓ ଭିତରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ। ଓମ ଡିଜିଟାଲ ଫିଲ୍ମ ଷ୍ଟୁଡିଓର ମାଲିକ ଦୀପକ କୁମାର ସାହୁଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଯାଜପୁର/ଭୁବବେଶ୍ୱର ୦୯-୦୨-୨୦୨୫(ପିପିଏସ) :

ନକ୍ସଲ ପ୍ରଭାବିତ ଅଞ୍ଚଳରେ ଜନସଂପର୍କ ଓ ମାଗଣା ସ୍ବାସ୍ଥ୍ୟ ଶିବିର

ସୀମାନ୍ତ ଛତିଶଗଡର ସୁକମା ରେଞ୍ଜ ସେକ୍ଟର ସିଆରପିଏଫ ଇନ୍ସପେକ୍ଟର ଜେନେରାଲ ରାଜେଶ ଅଗ୍ରୱାଲ ଏବଂ ଡେପୁଟି ଇନ୍ସପେକ୍ଟର ଜେନେରାଲ ଆନନ୍ଦ ସିଂ ରାଜପୁରୋହିତଙ୍କ ନେତୃତ୍ବରେ ନକ୍ସଳ ପ୍ରଭାବିତ ସୁକମାରେ ଜନସଂପର୍କ ଶିବିରର ଆୟୋଜନ ହୋଇଛି। ମାଲକାନଗିରି/ଭୁବବେଶ୍ୱର ୦୯-୦୨-୨୦୨୫(ପିପିଏସ) :

ଏଏସ୍‌ଆଇ ନିୟମକୁ ବେଖାତିର

 ଗୁମ୍ଫା ଭିତ‌ରେ ଶୌଚ, ରାତ୍ରିଯାପନ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା‌(ଏଏସ୍‌ଆଇ) ପକ୍ଷରୁ ଦେଶର ସ୍ମାରକୀଗୁଡ଼ିକର ସଂରକ୍ଷଣ ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଐତିହ୍ୟସ୍ଥଳରେ ରହିବା ବାରଣ କରାଯାଇଛି। ଏହି ନିୟମ ଅନୁଯାୟୀ, କାହାରିକୁ ଐତିହ୍ୟସ୍ଥଳ ପରିସରରେ ରାତ୍ରିଯାପନ

ସୋମବାରଠୁ ୟୁଜର୍ସ ଫି

ଟାର୍ଗେଟ୍‌ରେ ବାଣିଜ୍ୟିକ ପ୍ରତିଷ୍ଠାନ, ଗଠନ ହେଲା ୫ ଜଣିଆ ଟିମ୍‌, ରାଜସ୍ବ ଲକ୍ଷ୍ୟ ବାର୍ଷିକ ୨୫କୋଟି ଆବର୍ଜନା ପରିଚାଳନା ବିଏମ୍‌ସି ପାଇଁ ଆହ୍ବାନ ହୋଇ ଛିଡ଼ାହୋଇଛି। ମୋ ଖତରୁ ଆରମ୍ଭ କରି ବାୟୋମାଇନିଂ, ବାୟୋମିଥେନ୍‌ ଓ ୱେଷ୍ଟ-ଟୁ-ଏନର୍ଜି ବ୍ୟବସ୍ଥା ବିଏମ୍‌ସି ଆପଣେଇଛି।

ବାରବାଟୀ ଷ୍ଟାଡିୟମ୍‌ରେ ଅଭ୍ୟାସ କଲେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଖେଳାଳି

ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ଖେଳାଯିବ। ଏହା ପୂର୍ବରୁ ଆଜି ଭାରତୀୟ ଖେଳାଳିମାନେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ନେଟ୍‌ରେ ଅଭ୍ୟାସ କରିଛନ୍ତି। ଭୁବନେଶ୍ବର/କଟକ ୦୮-୦୨-୨୦୨୫(ପିପିଏସ ) : ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଦିନିକିଆ

ଶ୍ରୀଜିଉଙ୍କ ଦର୍ଶନ କଲେ ଭାରତୀୟ କ୍ରିକେଟର

୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବ ଭାରତ-ଇଂଲଣ୍ଡ ଦ୍ବିତୀୟ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ମ୍ୟାଚ୍। ଆଜି ସକାଳେ ଭାରତୀୟ କ୍ରିକେଟର ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଓ ୱାସିଂଟନ୍ ସୁନ୍ଦର ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ପୁରୀ/

୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ: ମୁଖ୍ୟମନ୍ତ୍ରୀ 

ରାଜ୍ୟ କ୍ୟାବିନେଟରେ ଏଗାରଟି ପ୍ରସ୍ତାବରେ ବାଜିଛି ମୋହର। ତୃଣମୂଳ ସ୍ତରରେ କ୍ରୀଡ଼ାଭିତ୍ତି ଭୂମି ବିକାଶ ପାଇଁ ୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।   ଭୁବନେଶ୍ୱର ୦୮-୦୨-୨୦୨୫(ପିପିଏସ ) : ରାଜ୍ୟ କ୍ୟାବିନେଟରେ