Sign in
Sign in
Recover your password.
A password will be e-mailed to you.
Browsing Category
ଜୀବନଚର୍ଯ୍ୟା
ଆରମ୍ଭ ହେଲା ‘ସୁଭଦ୍ରା ଶକ୍ତି ମେଳା’: ‘ସୁଭଦ୍ରା’ମାନେ ହେବେ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ
ସୁଭଦ୍ରା ମା’ମାନଙ୍କ ଅନ୍ତର୍ନିହିତ ଶକ୍ତିର ଜାଗରଣ ପାଇଁ ‘ସୁଭଦ୍ରା ଶକ୍ତି ମେଳା’ ଆୟୋଜିତ ହୋଇଛି। ଓଡ଼ିଶାର ମା’, ଭଉଣୀ ଏବଂ ଝିଅମାନଙ୍କର ପ୍ରତିଭା, ଦକ୍ଷତା ଓ ଉଦ୍ୟମର ନିଦର୍ଶନ। ପ୍ରତ୍ୟେକ ମହିଳା କିଭଳି ଦକ୍ଷ ଉଦ୍ୟୋଗୀ ହୋଇ ଆର୍ଥିକ ସ୍ୱତନ୍ତ୍ରତା
ଭୁବନେଶ୍ୱର ୨୩-୦୨-୨୦୨୫(ପିପିଏସ )!-->!-->!-->…
ମହାକୁମ୍ଭରେ ବୁଡ଼ ପକାଇଲେ ମୋହନ
ଓଡ଼ିଶା ତଥା ଦେଶର କଲ୍ୟାଣ ପାଇଁ ମା’ ଗଂଗାଙ୍କୁ ପ୍ରାର୍ଥନା କରିଛି: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ମହାକୁମ୍ଭରେ ଶ୍ରଦ୍ଧାର ବୁଡ଼ ପକାଇଛନ୍ତି। ଏଥି ସହିତ ତାଙ୍କର ପରିବାର ଲୋକେ ମଧ୍ୟ ମହାକୁମ୍ଭରେ ବୁଡ଼ ପକାଇଛନ୍ତି। ଏହି ଅବସରରେ ଶ୍ରୀ ମାଝୀ!-->!-->!-->…
ଆଉ ଏକ ମହାମାରୀ ଆସିବା ଆଶଙ୍କା: ଚୀନ୍ରେ ନୂଆ କରୋନା ଭାଇରସ ଚିହ୍ନଟ
ନୂଆ ବାଦୁଡ଼ି କରୋନା ଭାଇରସ୍ ନେଇ ଏକ ଅପଡେଟ୍ ଆସିଛି। ଏହା ଚୀନ୍ରେ ଆବିଷ୍କୃତ ହୋଇଛି। ଚୀନ୍ ଗବେଷକଙ୍କ ଏକ ଦଳ ଏହି ଭାଇରସ୍ର ନାମ ଏଚକେୟୁ-୫-କୋଭ୍-୨ ରଖିଛନ୍ତି। ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁଯାୟୀ, ଏହି ନୂତନ କରୋନା ଭାଇରସ ସାର୍ସ-କୋଭ୍-୨ ପରି ମଣିଷରୁ ମଣିଷକୁ ବ୍ୟାପିବାକୁ!-->…
ସଂଗମରେ ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ, ଅଯୋଧ୍ୟାରେ ରାମଲଲାଙ୍କୁ କରିବେ ଦର୍ଶନ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଂଗମରେ ବୁଡ଼ ପକାଇବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଠାରୁ ୩ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ରହିବେ। ଏହି ଗସ୍ତ କାଳରେ ସେ ସଂଗମରେ ବୁଡ଼ ପକାଇବେ।
ଭୁବନେଶ୍ୱର ୨୨-୦୨-୨୦୨୫(ପିପିଏସ) : ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ!-->!-->!-->…
କ୍ୟାପିଟାଲ୍ ହାଇସ୍କୁଲରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ବୁଲିଲେ ଗଣଶିକ୍ଷା ମନ୍ତ୍ରୀ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ପରୀକ୍ଷା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ!-->!-->!-->…
ସୋରରେ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯାତ୍ରୀ ସୁରକ୍ଷିତ, ରେଳ ଚଳାଚଳ ପ୍ରଭାବିତ
ସୋର/ଭୁବନେଶ୍ୱର ୨୨-୦୨-୨୦୨୫(ପିପିଏସ) : ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ସବିରା ରେଳ ଷ୍ଟେସନ ଠାରୁ ମାତ୍ର କିଛି ଦୂରରେ ବେଲସାବିରା ନିକଟରେ ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍ ଶନିବାର ଅପରାହ୍ଣରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନ୍ଟି!-->!-->!-->…
କମ୍ ପିଅ, କିନ୍ତୁ ଭଲ ପିଅ: ମାଣ୍ଡିଆରୁ ତିଆରି ହେବ ମଦ
ଓଡ଼ିଶାରେ ମାଣ୍ଡିଆରୁ ତିଆରି ହେବ ମଦ। ଏଥିପାଇଁ ଆଗ୍ରହୀ ମଦ ତିଆରି କମ୍ପାନୀକୁ ସବ୍ସିଡି ଯୋଗାଇଦେବେ ରାଜ୍ୟ ସରକାର। ୨୦୨୫-୨୬ ଅବକାରୀ ନୀତିକୁ ନେଇ ଆଜି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏଭଳି କିଛି ଯୋଜନା ହୋଇଛି।
ଭୁବନେଶ୍ୱର ୨୧-୦୨-୨୦୨୫ (ପିପିଏସ ) : ଓଡ଼ିଶାରେ!-->!-->!-->…
ଆସନ୍ତାକାଲିଠୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା
ମାର୍ଚ୍ଚ ୨ ଯାଏଁ ନଅ ଦିନ ଧରି ଚାଲିବ
ଭୁବନେଶ୍ୱର ୨୧-୦୨-୨୦୨୫ (ପିପିଏସ ) : ସୁଭଦ୍ରା ଯୋଜନା ପରେ ମହିଳାମାନଙ୍କ ପାଇଁ ସୁଭଦ୍ରା ଶକ୍ତି ମେଳାର ଆୟୋଜନ କରୁଛନ୍ତି ରାଜ୍ୟ ସରକାର। ଏହି ମେଳାରେ ମିଶନ ଶକ୍ତି ମାଆମାନେ ଯୋଗ ଦେବେ। ବର୍ତ୍ତମାନ ସୁଦ୍ଧା ଏହି ମେଳାର ନାମ ସୁଭଦ୍ରା ଶକ୍ତି!-->!-->!-->…
ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା: କମିଟି ସାମ୍ନାରେ ହାଜର ହେଲେ ଅଚ୍ୟୁତ ସାମନ୍ତ
କିଟ୍ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ନେପାଳ ଛାତ୍ରଛାତ୍ରୀଙ୍କ ସହ ଘଟିଥିବା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଆଜି କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଚ୍ଚସ୍ତରୀୟ କମିଟି ସାମ୍ନାରେ ହାଜର ହୋଇଛନ୍ତି |
!-->!-->!-->…
ଅକ୍ଷୟଙ୍କ ଏହି ଦୃଶ୍ୟକୁ ନେଇ ସୃଷ୍ଟି ହୋଇଛି ବିବାଦ
ଏହି କ୍ରମରେ ବଲିଉଡ ଅଭିନେତା ଅକ୍ଷୟ କୁମାର ମଙ୍ଗଳବାର ମହାଦେବଙ୍କ ଭକ୍ତମାନଙ୍କ ପାଇଁ 'ମହାକାଳ ଚଲୋ' ଗୀତ ଲଞ୍ଚ କରିଛନ୍ତି। ଏହି ଗୀତକୁ ଖୁବଅଳ୍ପ ସମୟ ମଧ୍ୟରେ ଲକ୍ଷଲକ୍ଷ ଲୋକ ଦେଖିସାରିଲେଣି।
ମୁମ୍ବାଇ/ଭୁବନେଶ୍ୱର ୧୯-୦୨-୨୦୨୫(ପିପିଏସ ) : ଧାର୍ମିକ ନଗରୀ ଉଜ୍ଜୟିନୀର ପ୍ରତ୍ୟେକ!-->!-->!-->…