Browsing Category

ମନୋରଞ୍ଜନ

ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପବିତ୍ର ମାଘମାସ ମାଘସପ୍ତମୀ ତିଥିରେ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୪.୩୭ ମିନିଟରେ ଚନ୍ଦ୍ରଭାଗା ତୀର୍ଥପୁଷ୍କରିଣୀରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ବୁଡ଼ ପକାଇବା ଲାଗି ଗତକାଲିଠାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। କୋଣାର୍କ /ରାମଚଣ୍ଡୀ/ଭୁବନେଶ୍ୱର

ଆଜିଠୁ ମହାକୁମ୍ଭମେଳା: ବେଦପାଠରେ କମ୍ପିବ ଖଣ୍ଡଗିରି ପାହାଡ଼

ଆସନ୍ତାକାଲି (ମଙ୍ଗଳବାର)ଠାରୁ ଖଣ୍ଡଗିରିଠାରେ ମହାକୁମ୍ଭମେଳା ଆରମ୍ଭ ହୋଇ ମାଘ ପୂର୍ଣ୍ଣମୀ (୧୨ତାରିଖ) ପର୍ଯ୍ୟନ୍ତ ଚାଲିବ। ଭାରତର ବିଭିନ୍ନ ସ୍ଥାନରୁ ଆସୁଥିବା ସାଧୁସନ୍ଥମାନଙ୍କ ଦ୍ୱାରା ସନାତନ ବୈଦିକ ଧର୍ମ ଭୁବନେଶ୍ୱର ୦୪-୦୨-୨୦୨୫(ପିପିଏସ) : ଆସନ୍ତାକାଲି (ମଙ୍ଗଳବାର)ଠାରୁ

କହନା ଏ ଫୁଲ କହନା…ଗୀତର ସ୍ରଷ୍ଟା ସଂଗ୍ରାମ ମହାନ୍ତିଙ୍କ ପରଲୋକ

ଆଉ ନାହାନ୍ତି ଏଇ ଝୁମା ଝୁମା ଗୋଲାପି ବେଳାରେ.. ଓ କହନା ଏ ଫୁଲ କହନା ଭଳି  ଶ୍ରୁତିମଧୁର ଗୀତର ଗୀତିକାର ସଂଗ୍ରାମ ମହାନ୍ତି। ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ସେ ନିଜର ଭଞ୍ଜପୁର ସ୍ଥିତ ବାସଭବନରେ ଶେଷ ନିଶ୍ବ।ସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା।

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ବିଏମସି କମିସନରଙ୍କ କଡ଼ା ଚେତାବନୀ

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ବିଏମସି କମିସନର ରାଜେଶ ପ୍ରଭାକର ପାଟିଲ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଐତିହ ପରମ୍ପରା ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଶ ପାଇଁ ନିର୍ଦେଶ ଦିଆଯାଇଛି। ସବୁ ଯାତ୍ରା କମିଟି ଏନେଇ ଅବଗତ ଅଛନ୍ତି। ଆଶା କରୁଛୁ ଗାଇଡଲାଇନ ଅନୁସାରେ ଯାତ୍ରା

ଅଶ୍ଳୀଳ ନୃତ୍ୟ ରୋକିବ ବାବୁଙ୍କ ଠେଙ୍ଗା ବାହିନୀ

ଏକାମ୍ର ବିଧାୟକ ବାବୁ ସିଂ ଭୁବନେଶ୍ୱରର ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ବିରୋଧରେ ଏକ 'ଠେଙ୍ଗା ଅଭିଯାନ' ଆରମ୍ଭ କରିଛନ୍ତି। ଏହି ଅଭିଯାନ ଅନ୍ତର୍ଗତ ସେ ମହିଳାଙ୍କର ସ୍ୱତନ୍ତ୍ର ଦଳ ଗଠନ କରିଛନ୍ତି। ଯାହାକୁ ସେ 'ଠେଙ୍ଗା ବାହିନୀ' ନାମରେ ନାମିତ କରିଛନ୍ତି ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀଙ୍କ ପୂର୍ତ୍ତ ବିଭାଗ ସମୀକ୍ଷା: ନୂଆ ରୂପ ନେବ ତାରିଣୀ ମନ୍ଦିର

କେନ୍ଦୁଝର ମା’ ତାରିଣୀ ମନ୍ଦିରର ବିକାଶ ସହ ଚାରିପାର୍ଶ୍ୱର ସୌନ୍ଦର୍ଯ୍ୟୀକରଣ ହେବ। ଏଥିପାଇଁ ୨୧୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ବ୍ୟତୀତ ବଡବିଲ୍ ପାଇଁ ଏକ ରିଙ୍ଗ୍ ରୋଡ୍ ନିର୍ମାଣ ହେବ। ଭୁବନେଶ୍ୱର ୦୧-୦୨-୨୦୨୫(ପିପିଏସ ) : କେନ୍ଦୁଝର ମା’ ତାରିଣୀ ମନ୍ଦିରର ବିକାଶ ସହ

ମୟୂରଭଞ୍ଜରେ ପ୍ରତିଷ୍ଠା ହେବ ‘ଛଉ ଏକାଡେମୀ ଓ ସାଂସ୍କୃତିକ ଗବେଷଣା କେନ୍ଦ୍ର: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋନହ ଚରଣ ମାଝୀ ମୟୂରଭଞ୍ଜ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ଅବସରରେ ସେ ମୟୂରଭଞ୍ଜର ମହାନୁଭବ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜନ୍ମ ତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭୁବନେଶ୍ୱର ୦୧-୦୨-୨୦୨୫(ପିପିଏସ ) : ମୁଖ୍ୟମନ୍ତ୍ରୀ ମୋନହ

ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ପାଇଁ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ବାରବାଟୀରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଜେ ବାରବାଟୀ ଷ୍ଟାଡିୟମ୍ ଯାଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଷ୍ଟାଡିୟମରେ କ୍ରିକେଟ୍ ଖେଳିଥିଲେ। କଟକ

ସୋନିଆଙ୍କ ବୟାନକୁ କଡ଼ା ନିନ୍ଦା କଲେ ମୋହନ

‘ସୋନିଆ ଗାନ୍ଧୀଙ୍କ ଆଚରଣ ଓଡ଼ିଶାର ପୂରା ସାନ୍ତାଳୀ ଜନଜାତିକୁ ଅପମାନ’ ଭୁବନେଶ୍ୱର ୩୧-୦୧-୨୦୨୫(ପିପିଏସ ) : କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଓ ତାଙ୍କର ପୁଅ ତଥା ସାଂସଦ ରାହୁଲ ଗାନ୍ଧୀ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଦେଇଥିବା ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ମୋହନ

ମୋହନଙ୍କୁ ପ୍ରଶଂସା କଲେ ଜୟଶଙ୍କର

କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟଶଙ୍କର କହିଥିଲେ, ପ୍ରବାସୀ ଭାରତୀୟ ଦିବସ ହେଉଛି ପାରିବାରିକ ପୁନର୍ମିଳନ ଭଳି। ଓଡିଶାର କଳା ଓ ସଂସ୍କୃତି ଅନନ୍ୟ। ଓଡିଶା ରାଜ୍ୟର କଳା ଓ ସଂସ୍କୃତି ସାରା ଦେଶରେ ପରିଚିତି ହାସଲ କରିଛି। ନୂଆଦିଲ୍ଲୀ/ଭୁବନେଶ୍ୱର ୩୧-୦୧-୨୦୨୫(ପିପିଏସ ) : ମୁଖ୍ୟମନ୍ତ୍ରୀ ମୋହନ