Browsing Category

ମନୋରଞ୍ଜନ

ଏଥର ଐତିହାସିକ ବାଲିଯାତ୍ରା ଜାରି ରହିବ ୮ ଦିନ

ଐତିହାସିକ ବାଲିଯାତ୍ରା ପାଇଁ କଟକ ଜିଲ୍ଲା ପ୍ରଶାସନ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆସନ୍ତା ନଭେମ୍ବର ୧୫ରୁ ମହାନଦୀପଠାରେ ବାଲିଯାତ୍ରା ଆରମ୍ଭ ହେବ। ଏହି ଯାତ୍ରା ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। କଟକ/୦୫-୦୯-୨୦୨୪(ପିପିଏସ ): ଐତିହାସିକ ବାଲିଯାତ୍ରା ପାଇଁ କଟକ

ସୁଧୁରୁ ନାହାଁନ୍ତି କଙ୍ଗନା : ଫିଲ୍ମ “ଏମରଜେନ୍ସି” କୁ ନେଇ କହିଦେଲେ ଏମିତି କଥା !

ନୂଆଦିଲ୍ଲୀ/ଭୁବନେଶ୍ୱର,୦୩-୦୯-୨୪(ପିପିଏସ) : କଙ୍ଗନାଙ୍କ ଫିଲ୍ମ "ଏମରଜେନ୍ସି" ରିଲିଜ୍‌ ଉପରେ ରୋକ୍‌ ଲଗାଇଛନ୍ତି ସେନ୍ସର ବୋର୍ଡ। ତେବେ ନିଷେଧାଦେଶ ଉପରେ ରାଗିଯାଇ ଏମପି ତଥା ଅଭିନେତ୍ରୀ କଙ୍ଗନା ରଣାୱତ ନିଜ ଅସନ୍ତାଷ ଝାଡିବା ସହ ଭାଜପାକୁ ମଧ୍ୟ ସିଧା ଶୁଣେଇ ଦେଇଛନ୍ତି । ଏକ

ମଧୁସୂଦନ ଲ’ବିଶ୍ୱବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ଉଦ୍‌ଯାପିତ

କଟକ/୦୩-୦୯-୨୦୨୪(ପିପିଏସ):ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ନୂତନ ଭାବେ ଯୋଗଦାନ କରିଥିବା ପାଞ୍ଚବର୍ଷୀୟ ଆଇନ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ତାଳଚେରର ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟ ଓ ପବିତ୍ର ମୋହନ ବୈଷୟିକ

ଦୁର୍ଗାପୂଜାରେ ମଦମୁକ୍ତ ଭସାଣି, ଡିଜେମୁକ୍ତ ରୋଷଣି

କଟକ/୦୩-୦୯-୨୦୨୪(ପିପିଏସ ): ଚଳିତ ଦୁର୍ଗାପୂଜା ପାଇଁ ରାଜଧାନୀ ଭୁବନେଶ୍ଵର ଏବଂ କଟକରେ କମିଶନରେଟ ପୁଲିସ ପକ୍ଷରୁ ଏବେଠାରୁ ପଦକ୍ଷେପ ଆରମ୍ଭ ହୋଇଛି। ଦୁର୍ଗାପୂଜା ଅବସରରେ ମଦମୁକ୍ତ ଭସାଣି ଏବଂ ଡିଜେମୁକ୍ତ ରୋଷଣିକୁ ଗୁରୁତ୍ଵ ଦେଇଛି କମିଶନରେଟ ପୁଲିସ। ଦୁର୍ଗାପୂଜା ଭସାଣିରେ

ଦୀର୍ଘ ୩୦ବର୍ଷ ପରେ ‘କୁଲି’ ସିନେମାରେ ଏକାଠି ନଜର ଆସିବେ ଅମୀର ଖାନ ଏବଂ ରଜନୀକାନ୍ତ

ଏହି ଦୁଇ ସୁପରଷ୍ଟାର ଶେଷ ଥର ପାଇଁ ୧୯୯୫ ଚଳଚ୍ଚିତ୍ର 'ଆତଙ୍କ ହିଁ ଆତଙ୍କ'ରେ ଏକାଠି କାମ କରିଥିଲେ। ମୁମ୍ବାଇ/ଭୁବନେଶ୍ୱର ୨୮-୦୮-୨୪(ପିପିଏସ): ବଲିଉଡର ଆମୀର ଖାନ ଏବଂ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ରଜନୀକାନ୍ତ ପୁଣି ଥରେ ବଡ ପରଦାରେ ଏକାଠି କାମ କରିବାକୁ ପ୍ରସ୍ତୁତ ଅଛନ୍ତି।

ଜନ୍ମାଷ୍ଟମୀରେ ୫୦୦ କୋଟି ବେପାର: ଦେଶରେ ୨୫ ହଜାର କୋଟି

ଭୁବନେଶ୍ବର/ନୂଆଦିଲ୍ଲୀ/୨୮-୦୮-୨୪(ପିପିଏସ): ଚଳିତ ବର୍ଷ ଜନ୍ମାଷ୍ଟମୀକୁ ବଡ଼ ଉତ୍ସାହ ଓ ଉଲ୍ଲାସର ସହ ପାଳନ କରାଯାଇଛି। ଏହି ଉତ୍ସବକୁ ମିଷ୍ଟାନ୍ନ, ପିଠା, ପୋଷାକ ଆଦି ଜରିଆରେ ପାଳନ କରାଯାଉଥିବାରୁ ସେହି ବ୍ୟବସାୟୀମାନେ ବିଶେଷ ଭାବେ ଲାଭବାନ ହୋଇଛନ୍ତି। ଭାରତୀୟ ବ୍ୟବସାୟୀ ମହାସଂଘ

‘ରାମାୟଣ’ଫିଲ୍ମରେ ରାମ ଭୂମିକାରେ ରଣବୀର, ଲକ୍ଷ୍ମଣ ପାଇଁ ରାଜି ହେଉନାହାଁନ୍ତି କଳାକାର !

ମୁମ୍ବାଇ/ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : ନିର୍ଦ୍ଦେଶକ ନିତେଶ ତିଓ୍ବାରୀଙ୍କ ‘ରାମାୟଣ’ ଏବେ ବଲିଉଡର ସବୁଠାରୁ ବଡ ପ୍ରକଳ୍ପ ଯାହାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଏପର୍ଯ୍ୟନ୍ତ ଫିଲ୍ମର ଅଫିସିଆଲ ଘୋଷଣା ହୋଇନି କିନ୍ତୁ ଅଲଗା ଅଲଗା ରିପୋର୍ଟ ଓ ସେଟରୁ ଲିକ୍ ହୋଇଥିବା ଫଟୋରୁ ଏହା

ଦୁନିଆ ଦେଖିବ ୟୁଭିଙ୍କ ବାୟୋପିକ୍‌

ମୁମ୍ବାଇ /ଭୁବନେଶ୍ୱର,୨୦-୮-୨୪(ପିପିଏସ): ତାରକା କ୍ରିକେଟର ତଥା କର୍କଟ ଭଳି ରୋଗକୁ ପରାସ୍ତ କରିଥିବା ଯୁବରାଜ ସିଂହଙ୍କ କାହାଣୀ ଏବେ ବଡ଼ ପରଦାକୁ ଆସିବ। ତାଙ୍କ ବାୟୋପିକ୍‌ ଘୋଷଣା କରାଯାଇଛି। ଏହି ବାୟୋପିକ୍‌କୁ ଟି-ସିରିଜ୍‌ ବ୍ୟାନରରେ ନିର୍ମାଣ କରାଯିବ। ଭୂଷଣ କୁମାର ଓ ରବି ଭଗଚାନ୍ଦକା

କେନ୍ଦ୍ର ମନ୍ତ୍ରୀଙ୍କୁ ଫେରାଦ ହେଲେ ସରପଞ୍ଚ

ଟିଟିଲାଗଡ଼/ଭୁବନେଶ୍ୱର ୧୮-୦୮-୨୪(ପିପିଏସ): ଗଣତାନ୍ତ୍ରିକ ପଦ୍ଧତିରେ ସାଂସଦ, ବିଧାୟକଙ୍କ ଭଳି ଜନତାଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହେଉଥିବା ସରପଞ୍ଚ ନିଜ ପଦ ରକ୍ଷା ପାଇଁ ମୁଣ୍ଡିଆ ମାରିବାକୁ ପଡୁଛି l ବଲାଙ୍ଗୀର ଜିଲା ତୁରେକେଲା ବ୍ଲକରେ ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା

କମାଲ କଲା ‘ସ୍ତ୍ରୀ-୨’

କମାଲ କଲା ‘ସ୍ତ୍ରୀ-୨’ ୨ଦିନ‌ରେ ୧୦୦କୋଟିରୁ ଅଧିକ ଟଙ୍କା ଆୟ କଲା ଫିଲ୍ମ ମୁମ୍ବାଇ /ଭୁବନେଶ୍ୱର ୧୭-୦୮-୨୪ (ପିପିଏସ ):  ଅଗଷ୍ଟ ୧୫ରେ ପ୍ରେକ୍ଷାଳୟରେ ତିନୋଟି ବଡ ଚଳଚ୍ଚିତ୍ର ‘ସ୍ତ୍ରୀ-୨’, ‘ଖେଲ ଖେଲ ମେଁ’ ଏବଂ ‘ବେଦା’ ରିଲିଜ୍ ହୋଇଥିଲା। ସମସ୍ତ ତିନୋଟି ଚଳଚ୍ଚିତ୍ରରେ ବଲିଉଡର ବଡ଼