Browsing Category

ଅପରାଧ

କୋଲକାତା ମେଡିକାଲ ଛାତ୍ରୀ ଦୁଷ୍କର୍ମ-ହତ୍ୟା ମାମଲା: ରାୟ ନେଇ ଖୁସି ନାହାନ୍ତି କଟକ ଛାତ୍ରଛାତ୍ରୀ

ଆରଜି କର ମେଡିକାଲ କଲେଜ ଓ ହସ୍‌ପିଟାଲର ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜି ପଶ୍ଚିମବଙ୍ଗର ସିଆଲଦା କୋର୍ଟରେ ରାୟ ପ୍ରକାଶ ପାଇଛି। ଦୋଷୀ ସଞ୍ଜୟ ରାୟଙ୍କୁ ମିଳିଥିବା ଦଣ୍ଡ ନେଇ କଟକ ଏସ୍‌ସିବି ମେଡିକାଲ କଲେଜର ଡାକ୍ତର ଛାତ୍ରଛାତ୍ରୀମାନେ ଖୁସି ନାହାନ୍ତି। କଟକ

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା: ମୁଖ୍ୟ ସାକ୍ଷୀଙ୍କ ସାର୍ଟ ରଙ୍ଗ ବଦଳିଗଲା

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ତଦନ୍ତରେ ରହିଥିବା ବିଭିନ୍ନ ଛିଦ୍ର ସବୁ ଗୋଟିଏ ପରେ ଗୋଟିଏ ପଦାକୁ ଆସିବାରେ ଲାଗିଛି। କ୍ରାଇମ୍‌ବ୍ରାଞ୍ଚ କାହିଁକି ସ୍ବର୍ଗତ ଦାସଙ୍କ ଗୁଳିବିଦ୍ଧ ସାର୍ଟ ଓ ରକ୍ତଲଗା ତଉଲିଆକୁ ଜବତ କଲାନାହିଁ

ମୁଖ୍ୟସ୍ରୋତରେ ସାମିଲ ହେଲେ ୬ ନକ୍ସଲ

ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସ ନିକଟରେ ୬ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସରକାରଙ୍କର ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହେବା ସହ ଘନ ଘନ ଚଢ଼ାଉରେ ଏମାନେ ଭୟଭୀତ ହୋଇ ଆତ୍ମସମର୍ପଣ କରିଛନ୍ତି। ମାଲକାନଗିରି/ଭୁବନେଶ୍ୱର ୨୦-୦୧-୨୦୨୫(ପିପିଏସ ) : ସୀମାନ୍ତ ଛତିଶଗଡ଼ର ସୁକମା

ନବ ଦାସ ହତ୍ୟା ମାମଲା: ମୁହଁ ଖୋଲିଲେ ଦେବେଶ

ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ରାଜନୈତିକ ବୟାନବାଜୀ ମଧ୍ୟ ଜାରି ରହିଛି। ପୂର୍ବତନ ବିଧାୟକ ଦୀପାଳି ଦାସ ତାଙ୍କ ବାପା ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଭୁବନେଶ୍ୱର

ନବୀନଙ୍କ ପରେ ଯିଏ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଥିଲେ, ସିଏ ହିଁ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ…

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପଛର ଖଳନାୟକମାନେ ସାମ୍ନାକୁ ଆସିବା ଦରକାର। ନବୀନଙ୍କ ପରେ ଯିଏ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଥିବା ବ୍ୟକ୍ତି ହିଁ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ, ତାହା ଆଜି ପ୍ରମାଣିତ ହେବାକୁ ଯାଉଛି। ଆଜି ଏଭଳି କହିଛନ୍ତି ବରଗଡ଼ ସାଂସଦ ପ୍ରଦୀପ

ଠକ ଦଂପତି ହଂସିତା ଓ ଅନୀଲଙ୍କୁ ନେଇ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ବହୁ ଚର୍ଚ୍ଚିତ ଠକ ଦଂପତି ହଂସିତା ଓ ଅନୀଲଙ୍କୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ହଂସିତାଙ୍କ ନାମରେ ଯୁବତୀ ଚାଲାଣ ନେଇ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି। ଏହି ଦଂପତିଙ୍କ ବିରୋଧରେ ଇମୋରାଲ ଟ୍ରାଫିକ ପ୍ରିଭେନସନ ଆକ୍ଟର ସେକ୍ସକନ ୫ ଲଗାଇ ଇନ୍‌ଫୋସିଟି ପୁଲିସ ମାମଲା ରୁଜୁ କରିଛି।

ଔପଦାରେ ଚାଞ୍ଚଲ୍ୟ: ଯୌତୁକ ଲାଗି ବଧୂହତ୍ୟା ଅଭିଯୋଗ

ଅଭିଯୁକ୍ତ ଶାଶୂ, ଶ୍ଵଶୁର, ସ୍ଵାମୀ ଓ ନଣନ୍ଦ ଫେରାର ବାଲେଶ୍ବର ଜିଲ୍ଲା ଔପଦା ଥାନା ବାଙ୍ଗୁରୁ ଗ୍ରାମର ଯୌତୁକ ପାଇଁ ଜଣେ ବଧୂଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତା ହେଉଛନ୍ତି ସଂପୃକ୍ତ ଗ୍ରାମର ବିପିନ ବିହାରୀ ପଣ୍ଡାଙ୍କ ପତ୍ନୀ ଆରତୀ। ସୋର/ଭୁବନେଶ୍ୱର

ସୈଫଙ୍କୁ ନେଇ ରାଜନୀତି ଆରମ୍ଭ

କଂଗ୍ରେସ-ଟିଏମସିକୁ କ୍ଷମା ମାଗିବାକୁ କହିଲା ବିଜେପି ମୁମ୍ବାଇ/ଭୁବନେଶ୍ୱର ୧୯-୦୧-୨୦୨୫(ପିପିଏସ ) : ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଥାନେ ୱେଷ୍ଟରୁ ମୁମ୍ବାଇ ପୁଲିସ ଗିରଫ କରିଛି। ରାତ୍ରି ପ୍ରାୟ ୨-୩ରେ ପୁଲିସ ଅଭିଯୁକ୍ତକୁ ଗିରଫ

ହାଇକୋର୍ଟରେ ଭିସୁଟ୍ ଛାତ୍ରୀଙ୍କ ମୃତ୍ୟୁ ମାମଲା

ଏସପିଙ୍କ ତତ୍ତ୍ବାବଧାନରେ ଯଥାଶୀଘ୍ର ତଦନ୍ତ ‌ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ କଟକ ୧୭-୦୧-୨୦୨୫(ପିପିଏସ) : ୨୦୨୩ରେ ଭିସୁଟ୍‌ ଛାତ୍ରୀ ଚିନ୍ମୟୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଏହି ଘଟଣାର ଯଥା ଶୀଘ୍ର ତଦନ୍ତ ସଂପୂର୍ଣ୍ଣ କରିବାକୁ

ମାଓ ସଂଗଠନର ଟେକନିକାଲ କମାଣ୍ଡରର ଆତ୍ମସମର୍ପଣ

କୋଣ୍ଡାଗାଓଁ ଜିଲ୍ଲା ପୁଲିସ ନିକଟରେ ମାଓ ସଂଗଠନର ଟେକନିକାଲ କମାଣ୍ଡର ଗିଞ୍ଜୁର ରାମ ଉସେଣ୍ଡି ଓରଫ କମଲଦାସ ଉସେଣ୍ଡି(୪୫) ଆତ୍ମସମର୍ପଣ କରିଛି। କମଲଦାସ ଉସେଣ୍ଡି ନାମରେ ସରକାର ୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ମାଲକାନଗିରି/ଭୁବନେଶ୍ୱର ୧୭-୦୧-୨୦୨୫(ପିପିଏସ) :