Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ରୋଷେୟା ନିଯୁକ୍ତିରେ ଅନିୟମିତତା।
ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ।
୪ ଦିନ ହେଲା ଗଛମୂଳେ ଶିଶୁ, ଖାଉଛନ୍ତି ବିସ୍ଫୁଟ ।
ଭୁବନେଶ୍ୱର ୩୦-୧୧-୨୦୨୪ (ପିପିଏସ ) : ରୋଷେୟା ନିଯୁକ୍ତିରେ ଅନିୟମିତତା କୁ ନେଇ ମାଲକାନଗିରି ଜିଲ୍ଳା ମାଥିଲି ବ୍ଲକ ଚାଉଳମେନ୍ଦି ପଞ୍ଚାୟତ ପଦରସାହି ରେ ଉତ୍ତେଜନା । ୪!-->!-->!-->!-->!-->!-->!-->…
କଲେଜ ରେ ତାଲା ପକାଇଲେ ଠିକାଦାର !
ଜଗତସିଂହପୁର ୩୦-୧୧-୨୦୨୪ (ପିପିଏସ ) : ଆଜି ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ଜଗତ ସିଂହପୁର ସ୍ବାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ ରେ ତାଲା ପଡ଼ିବା ଘଟଣା ବୁଦ୍ଧିଜୀବୀ ମହଲକୁ ବ୍ୟଥିତ କରିଥିବା ଚର୍ଚ୍ଚା ଜୋର ଧରିଛି।ଘଟଣାରୁ ଜଣା ପଡ଼ିଛି ଯେ କଜେଜରେ କ୍ରୀଡା ନିମନ୍ତେ ଉଦ୍ଦିଷ୍ଟ ଘର ର!-->…
ଭିଜିଲାନ୍ସ କୋର୍ଟରେ ୫ ପୂର୍ବତନ ସରପଞ୍ଚଙ୍କ ସମେତ ୧୪ ଜଣ ଦୋଷୀ ସାବ୍ୟସ୍ତ
ବେଆଇନ୍ କାରବାର ସହିତ ଜଡ଼ିତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ନେଉଛି।
ଭିଜିଲାନ୍ସ ବିଭାଗର ବିଭିନ୍ନ କୋର୍ଟରେ ଆଜି ୧୪ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ଏଥିରେ ୫ ଜଣ ପୂର୍ବତନ ସରପଞ୍ଚ ମଧ୍ୟ ସାମିଲ ଅଛନ୍ତି।
ଭୁବନେଶ୍ୱର!-->!-->!-->!-->!-->!-->!-->!-->!-->…
ଭୁବନେଶ୍ବର ବିମାନବନ୍ଦରରେ ଅଜଣା ବ୍ୟାଗ୍ ଠାବ, ସିଆଇଏସଏଫ୍ ଡଗ୍ ସ୍କ୍ବାଡର ତନାଘନା
ଭୁବନେଶ୍ୱର ୩୦-୧୧-୨୦୨୪ (ପିପିଏସ ) : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଅଜଣା ବ୍ୟାଗ୍ ଦେଖିବାକୁ ମିଳିଛି। ଟ୍ରଲିରେ ଏକ ନୀଳ ରଙ୍ଗର ବ୍ୟାଗ ଦେଖିବା ପରେ ସେଠାରେ ପହଞ୍ଚିଥିଲା ସିଆଇଏସଏଫର ଡଗ୍ ସ୍କ୍ୱାଡ୍ । ସନ୍ଧାନୀ କୁକୁର ଏହାକୁ ଜଗିଥିବାବେଳେ ଏହା କାହାର ସେ ଏନେଇ!-->…
ଭୁବନେଶ୍ବରକୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ଧମକ
ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଧମକ ଦେଇଛନ୍ତି।
ଭୁବନେଶ୍ବରରେ ଆୟୋଜିତ ହେବାକୁଥିବା ଡିଜିପି ସମ୍ମିଳନୀକୁ ଆତଙ୍କବାଦୀ ଧମକ ମିଳିଛି।
ଏକ ଭିଡିଓ ବାର୍ତ୍ତା ଜାରି କରି ସେ ଧମକ ଦେଇଛନ୍ତି। ସମ୍ମିଳନୀ ପଣ୍ଡ କରିବାକୁ ଭିଡିଓ ବାର୍ତ୍ତାରେ ସେ ଧମକ ଦେଇଛନ୍ତି
ଭୁବନେଶ୍ୱର!-->!-->!-->!-->!-->!-->!-->…
ଭିମସାର ପରିସରରୁ ଶିଶୁପୁତ୍ର ଚୋରି ଘଟଣା: ୪ଟି ଟିମ୍ ଗଠିତ
ବୁର୍ଲା ଭିମସାର ପରିସରରୁ ଶିଶୁପୁତ୍ର ଚୋରି ଘଟଣାକୁ ନେଇ ତତ୍ପର ହୋଇଉଠିଛି ପ୍ରଶାସନ। ୪ଟି ଟିମ୍ ଗଠନ କରାଯାଇ ଚୋରିକରିଥିବା ମହିଳାଙ୍କୁ ଧରିବା ଲାଗି ଜୋରଦାର ପ୍ରଚେଷ୍ଟା ଚାଲିଛି। ଏନେଇ ବିଭିନ୍ନ ଜିଲ୍ଲା ପୁଲିସକୁ ଆଲର୍ଟ କରାଯାଇଛି। ଉକ୍ତ ମହିଳାଙ୍କ ଫଟୋ ବି ପୁଲିସ ପାଖକୁ ପଠାଯାଇଛି।
!-->!-->…
ବାଂଲାଦେଶୀ ନାବାଳିକା ଘଟଣା: ରାଜଧାନୀରୁ ତୃତୀୟ ଅଭିଯୁକ୍ତକୁ ଗିରଫ
ଭୁବନେଶ୍ୱର ୨୬-୧୧-୨୦୨୪ (ପିପିଏସ) : ବାଂଲାଦେଶୀ ନାବାଳିକା ଘଟଣାରେ ରାଜଧାନୀରୁ ଆଉଜଣେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ହେଲା ଅବଦୁଲ ସୟଦ ସୁଲେମାନ। ତାର ଘର ଭୁବନେଶ୍ବରର ଝାରପଡ଼ା ଅଞ୍ଚଳରେ। ସେ ହିଁ ମୁଖ୍ୟତଃ ଏହି ରାକେଟକୁ ଚଳାଉଥିଲା। ତାଙ୍କ ଠାରୁ କିଂ ପିନ ଗୋପୀର କିଛି!-->…
ନିୟମ ଉଲ୍ଲଂଘନ ମହଙ୍ଗା ପଡ଼ିଲା: ସିଲ୍ ହେଲା ବାର୍
ଭୁବନେଶ୍ୱର ୨୪-୧୧-୨୦୨୪ (ପିପିଏସ) : ରାଜଧାନୀ ଭୁବନେଶ୍ବରରେ ଅନେକଗୁଡ଼ିଏ ବାର୍ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ପରିଚାଳିତ ହେଉଥିବା ଅଭିଯୋଗ ହେଉଛି। ପ୍ରଶାସନ ପକ୍ଷରୁ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ତଥାପି କିଛି ମାଲିକ ସରକାରୀ ଗାଇଡ଼ଡଲାଇନ୍କୁ ଅଣଦେଖା କରୁଥିବା!-->…
କଟକରୁ ନାବାଳିକା ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣା, ସଜାଗ ପୁଲିସ
କଟକ/ଭୁବନେଶ୍ୱର ୨୪-୧୧-୨୦୨୪ (ପିପିଏସ) : ବାଂଲାଦେଶରୁ ଓଡ଼ିଶା ଆଣି ନାବାଳିକା ଓ ଯୁବତୀଙ୍କୁ ଅନୈତିକ କାର୍ଯ୍ୟରେ ନିୟୋଜନ କରାଯିବା ଘଟଣାକୁ ନେଇ କମିସନରେଟ୍ ପୁଲିସ ସଜାଗ ଅଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପିନାକ ମିଶ୍ର। ଏଣେ କଟକ ଡିସିପି ଜଗମୋହନ ମୀନା କହିଛନ୍ତି ଯେ!-->…
ବାଂଲାଦେଶୀ ନାବାଳିକା ଉଦ୍ଧାର ମାମଲାରେ ମହିଳା ସମେତ ୨ ଜଣ ଅଟକ
କଟକ ସହରରୁ ବାଲାଂଦେଶୀ ନାବାଳିକା ଉଦ୍ଧାର ମାମଲାରେ ପୁଲିସ ଆକ୍ସନ ମୁଡ଼ରେ ରହିଛି। ନାବାଳିକାକୁ ଉଦ୍ଧାର ପରେ ଏହି ଘଟଣା ସହିତ ସଂପୃକ୍ତି ରଖିଥିବା ଅଭିଯୋଗରେ ଜଣେ ମହିଳାଙ୍କ ସମତେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
କଟକ,୨୪-୧୧-୨୦୨୪ (ପିପିଏସ) : ଜଣେ ବାଂଲାଦେଶୀ!-->!-->!-->!-->!-->…