Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
କଟକରେ ଡବଲ ମର୍ଡର ମାମଲା: ଅଭିଯୁକ୍ତ ୫ ବର୍ଷ ପରେ ଗିରଫ
କଟକର ବେଲେଶ୍ବରରେ ୨୦୧୯ ଡିସେମ୍ବରରେ ହୋଇଥିବା ଡବଲ ମର୍ଡର ମାମଲାରେ କମିସନରେଟ୍ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ସନ୍ତୋଷ ସିହ୍ନା। ଭୁବନେଶ୍ବର-କଟକ ପୁଲିସ କମିସନରେ ସୁରେଶ ଦେବଦତ୍ତ ଶୁକ୍ରବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
କଟକ ୧୪-୦୨-୨୦୨୫(ପିପିଏସ )!-->!-->!-->…
ଋଣ ନାଁରେ ଖାଇଗଲେ ଲକ୍ଷଲକ୍ଷ ଟଙ୍କା !
ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃର ବିଜିପୁର ଶାଖାରେ ମିଥ୍ୟା ନଥିପତ୍ର ପ୍ରସ୍ତୁତ କରି ୧ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ ପରେ ପୁଣି ଛତ୍ରପୁର ଶାଖା ରେ ୭୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ନେଇ ଛତ୍ରପୁର ଥାନାରେ ମାମଲା ରୁଜୁ ହୋଇଛି।
ଛତ୍ରପୁର/ଭୁବନେଶ୍ୱର!-->!-->!-->…
ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା: ପୁନଃ ତଦନ୍ତ ଆରମ୍ଭ
ବହୁଚର୍ଚ୍ଚିତ ସ୍ବର୍ଗତ ନବ ଦାସଙ୍କ ରୋଷେୟା ଲଲିତ ସାହୁଙ୍କ ମୃତ୍ୟୁ ମାମଲା କଡ଼ ଲେଉଟାଇଛି। ଲଲିତଙ୍କ ବାପା ବେଲାଲସେନ ସାହୁ ନ୍ୟାୟ ଦାବି କରି ପୁଲିସ୍କୁ ଚିଠି ଲେଖିବା ପରେ ଝାରସୁଗୁଡ଼ା ପୁଲିସ୍ ପୁନଃ ତଦନ୍ତ ଆରମ୍ଭ କରିଥିବା ନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ସୂଚନା ଦେଇଛନ୍ତି।
!-->!-->!-->…
ନିରଂଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲା: ବିଜୟୱାଡ଼ାରୁ ଧରାପଡ଼ିଲା ଚୋର
ପୂର୍ବତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକଙ୍କ ଘରୁ ହୋଇଥିବା ଚୋରି ମାମଲାରେ କମିସନରେଟ୍ ପୁଲିସକୁ ସଫଳତା ମିଳିଛି। ପ୍ରାୟ ସପ୍ତାହେ କାଳ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଡେରା ପକାଇବା ପରେ ଗତକାଲି ରାତିରେ ସ୍ଥାନୀୟ ପୁଲିସ ସହାୟତାରେ କମିସନରେଟ୍
ଭୁବନେଶ୍ୱର ୧୩-୦୨-୨୦୨୫(ପିପିଏସ) :!-->!-->!-->…
କନ୍ଧମାଳରେ ଲଜ୍ଜା: ସପ୍ତମ ଶ୍ରେଣୀର ଛାତ୍ରୀ ଗର୍ଭବତୀ
ଶିକ୍ଷା ଦୀକ୍ଷାର ଅଭାବ ନା ଅମାନୁଷିକତା
କନ୍ଧମାଳ ଜିଲ୍ଲାରେ ନାବାଳିକା ଗର୍ଭବତୀ ହେବା ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଶିକ୍ଷା କ୍ଷେତ୍ରରେ ଏହି ଅଞ୍ଚଳ ପଛୁଆ ଥିବାରୁ ଖରାପ ବ୍ୟକ୍ତିଙ୍କର ଜାଲରେ ଫସିଯାଇ କମ୍ ବୟସର ଝିଅମାନେ ଏହି ଅଭାବନୀୟ ପରିସ୍ଥିତିର ସାମ୍ନା!-->!-->!-->…
ବିଦ୍ୟୁତ ଉପଭୋକ୍ତା ମିଳିତ ମଞ୍ଚର ବିକ୍ଷୋଭ
କଟକ,୧୩-୦୨-୨୦୨୫(ପିପିଏସ) : ବିଦ୍ୟୁତ ଉପଭୋକ୍ତା ମିଳିତ ମଞ୍ଚ ପକ୍ଷରୁ ବାଦାମବାଡି ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ୍ ସମ୍ମଖରେ ବିକ୍ଷୋଭ କରାଯାଇଛି। ଶତାଧିକ ଉପଭୋକ୍ତା ଏକ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପଦର୍ଶନ କରିଥିଲେ। ଏହି ଗଣ ବିକ୍ଷୋଭରେ ବିଦ୍ୟୁତ ଉପଭୋକ୍ତା ମିଳିତ ମଞ୍ଚର!-->…
ଏଡିଇଓଙ୍କ ଘରେ ଭିଜିଲାନ୍ସ
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଚମ୍ପିଆ ପଂଚାୟତର ଆକାଉଣ୍ଟାଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟର (ଏଡିଇଓ) ଏସ୍. ପାର୍ଥସାରଥୀ ବିଶୋୟୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।
!-->!-->!-->!-->!-->…
ବନ୍ଧାହେଲେ ବିଦ୍ୟାଧର
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଭିଜିଲାନ୍ସ ଗିରଫ କରିଛି। ବିଦ୍ୟାଧର ପତିଙ୍କ ଘର, କାର୍ଯ୍ୟାଳୟ ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ତାଙ୍କ ନାଁରେ କୋଟିକୋଟି ଟଙ୍କାର ପ୍ଲଟ୍ ଓ ଫ୍ଲାଟ୍ ଥିବା ଜଣାଯାଇଛି।!-->…
ନବ ଦାସ ହତ୍ୟା: ଜନସ୍ବାର୍ଥ ମାମଲାକୁ ଗୁରୁତ୍ବର ସହ ଗ୍ରହଣ କଲେ ହାଇକୋର୍ଟ
ନବ ଦାସଙ୍କୁ ଗୁଳି ମାରି ହତ୍ୟା କରାଯିବା ଘଟଣା ସଂପର୍କିତ ଫୌଜଦାରୀ ମାମଲା ଓ ତଦନ୍ତର ସ୍ଥିତି ନେଇ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
କଟକ ୧୨-୦୨-୨୦୨୫ (ପିପିଏସ) : ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ପ୍ରସଙ୍ଗ!-->!-->!-->…
ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ
ଲକ୍ଷ୍ମୀପୁର ଥାନାରେ ୪ ଯୁବକ ଅଟକ
ଶନିବାର ରାତ୍ରିରେ ବିରିଗୁଡା ଗାଁରେ ଚାଲିଥିଲା ବୁଢୀ ଠାକୁରାଣୀ ଯାତ୍ରା ସମୟରେ ଜଣେ ନାବାଳିକା ସାଙ୍ଗ ସହ କଥା ହେଉଥିବା ସମୟରେ ୪ ଜଣ ଯୁବକ ସାଙ୍ଗଙ୍କୁ ଅତର୍କିତ ଆକ୍ରମଣ କରି ଝିଅକୁ ପାହାଡ଼ ଉପରକୁ ନେଇ ଗଣଦୁଷ୍କର୍ମ କରିଥିବା ନେଇ ଲକ୍ଷ୍ମୀପୁର!-->!-->!-->…