Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ସାଂସଦ ସୁପ୍ରିୟା ସୁଲେଙ୍କ ଫୋନ୍ ହ୍ବାଟସ୍ ଆପ୍ ହ୍ୟାକ୍
ମୁମ୍ବାଇ/ଭୁବନେଶ୍ୱର : ୧୧-୦୮-୨୪(ପିପିଏସ ) ଲୋକସଭା ସାଂସଦ ସୁପ୍ରିୟା ସୁଲେଙ୍କ ଫୋନ୍ ଏବଂ ହ୍ବାଟସ୍ ଆପ୍ ହ୍ୟାକ୍ ହୋଇଛି। ସେ ତାଙ୍କର ଏକ୍ସ ହ୍ୟାଣ୍ଡେଲରେ ସାଙ୍ଗ ଏବଂ ଦଳୀୟ ନେତାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ମୋତେ କଲ୍ କିମ୍ବା ମେସେଜ୍ କରନ୍ତୁ ନାହିଁ ।ସାଇବର ସେଲକୁ ଏହି ବିଷୟରେ ସୂଚନା!-->…
ଜଣେ ମାଫିଆ ଗୁରୁତର ୨ ପୋଲିସ କର୍ମଚାରୀ ଆହତ: ୩ ପିକ୍ଅପ୍ ଭ୍ୟାନ ଜବତ ୫ ଅଟକ
କେନ୍ଦୁଝର,୧ ୧/୮ (ପିପିଏସ) : କେନ୍ଦୁଝରରେ ଗୋରୁ ମାଫିଆ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ । ପୋଲିସ ଉପରକୁ ଗୁଳିମାଡ଼ କଲେ ଗୋରୁମାଫିଆ। ଜଣେ ଗୋରୁ ଚାଲାଣକାରୀ ଗୁରୁତର ହୋଇଥିବାବେଳେ ୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ରବିବାର ଭୋର ସମୟରେ ବେଆଇନ ଗୋରୁ ଚାଲାଣ ନେଇ ପୋଲିସ ଖବର ପାଇ!-->…
ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ : ଜଙ୍ଗଲରୁ ମିଳିଲା ମଣିଷ ଖପୁରୀ
ଗଞ୍ଜାମ,୧୧/୮(ପିପିଏସ) : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଦ୍ମପୁର ପଞ୍ଚାୟତ ବୃନ୍ଦାବନପୁର ଗାଁ ଜଙ୍ଗଲରୁ ମଣିଷ ଖପୁରୀ, ହାଡ଼ ସାଇକେଲ ଜବତ ହୋଇଛି। ଜଙ୍ଗଲରେ ମଣିଷ ଖପୁରୀ ଓ ହାଡ଼ ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ଏ ନେଇ!-->…
ପୁଲିସ୍ – ଗୋରୁ ମାଫିଆ ମୁହାଁମୁହିଁ : ଜଣେ ଗୁରୁତର ୨ ଅଭିଯୁକ୍ତ ଫେରାର
କେନ୍ଦୁଝର,11/9(ପିପିଏସ) : ପୁଲିସ୍ ଉପରକୁ ଗୋରୁ ମାଫିଆଙ୍କ ଗୁଳିମାଡ। କେନ୍ଦୁଝର ପଣ୍ଡାପଡା ଥାନା ଅଞ୍ଚଳରେ ପୁଲିସ୍ ଓ ଗୋରୁ ମାଫିଆ ମୁହାଁମୁହିଁ ହୋଇଛନ୍ତି। ଗୋରୁ ଗାଡିକୁ ଅଟକାଇବାବେଳେ ଦୁର୍ବୃତ୍ତମାନେ ଗୁଳିମାଡ କରିଛନ୍ତି । ପୁଲିସ୍ ର ପାଲଟା ଗୁଳିରେ ଜଣେ ଗୋରୁ ମାଫିଆ ଗୁରୁତର ହୋଇଛି।!-->…
ପ୍ରେମିକର ଘରେ ନିଆଁ ଲଗାଇଲା ପ୍ରେମିକା
ବାସୁଦେବପୁର :୧୦-୦୮-୨୪(ପି.ଟି.ଭି) ବାସୁଦେବପୁର ଥାନା ଅଧିନ ପଦ୍ମପୁର ପଞ୍ଚାୟତ ରୁକଣାଦେଇପୁର ଗ୍ରାମର ସୁଦର୍ଶନ ମହାପାତ୍ରଙ୍କ ପୁଅ ପ୍ରଭାତ ଭଦ୍ରକ ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଇ ଆସୁଥିଲା। ବିବାହର ପ୍ରତିଶ୍ରୁତିକୁ ନେଇ ପ୍ରେମିକର ଆର୍ଥିକ ଦୁରାବସ୍ଥା ସମୟରେ ପ୍ରେମିକା ଜଣକ ଆର୍ଥିକ!-->…
ବିଏମଡବ୍ଲୁ ହିଟ୍-ରନ୍ ମାମଲା : ଆସିଲା ଫରେନସିକ୍ ରିପୋର୍ଟ; ମଦ୍ୟପାନ କରିନଥିଲେ ଅଭିଯୁକ୍ତ
ମୁମ୍ବାଇ: ବିଳାସପୂର୍ଣ୍ଣ ବିଏମଡବ୍ଲୁ ସେଡାନ ଚଳାଇବା ବେଳେ ମୁମ୍ବାଇର ୱର୍ଲିରେ ହୋଇଥିବା ହିଟ୍-ରନ୍ ମାମଲାରେ ୨୩ ବର୍ଷୀୟ ଅଭିଯୁକ୍ତଙ୍କ ଫରେନସିକ୍ ରିପୋର୍ଟ ହସ୍ତଗତ ହୋଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଭୟଙ୍କର ଦୁର୍ଘଟଣା ସମୟରେ ସେ ଆଦୌ ମଦ୍ୟପାନ କରିନଥିଲେ। ଯଦିଓ ପୂର୍ବରୁ ପୁଲିସ୍!-->…
ହତ୍ୟା ପୂର୍ବରୁ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ : ଜଣେ ଗିରଫ
କୋଲକାତା ମେଡିକାଲ କଲେଜରେ ଘଟିଥିଲା ଲୋମଟାଙ୍କୁରା ଘଟଣା
କୋଲକାତା: ପଶ୍ଚିମବଙ୍ଗର ଆର.ଜେ କର ମେଡିକାଲ କଲେଜ ଓ ହସ୍ପିଟାଲରେ ଶିକ୍ଷାନବିସ ଡାକ୍ତର (ଟ୍ରେନି ଡାକ୍ତର)ଙ୍କ ସହ ଘଟିଥିବା ଲୋମଟାଙ୍କୁରା ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ମହିଳା ଡାକ୍ତରଙ୍କୁ ପ୍ରଥମେ ଦୁଷ୍କର୍ମ କରି ଅତି!-->!-->!-->…
ଚବିଶ ଘଣ୍ଟା ମଧ୍ୟରେ ହତ୍ୟାକାରୀକୁ ଧରିଲା ପୋଲିସ : ସିସିଟିଭି ରୁ ମିଳିଲା ସୁରାଗ
ନୟାଗଡ଼,୯/୮: ନୟାଗଡ ଜିଲ୍ଲା ଶରଣକୁଳ ଥାନା ହରିପୁର ଗାଁର ରାଜକିଶୋର ବରାଡ଼ଙ୍କୁ ପଥରରେ ଛେଚି ହତ୍ୟା ମାମଲାର ପର୍ଦାଫାଶ କରିଛି ପୁଲିସ l ଘଟଣା ଘଟିବାର ଚବିଶ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଗିରଫ ହୋଇଛି l ଗିରଫ ଅଭିଯୁକ୍ତ ଜଣକ ହେଲା ଶରଣକୁଳ ଅଞ୍ଚଳର ଜିତେନ୍ଦ୍ର କୁମାର ମହାପାତ୍ର। ଗତ ବୁଧବାର!-->…