Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଆଶାରାମଙ୍କୁ ମିଳିଲା ୭ ଦିନର ପାରୋଲ : ପୁଲିସ ହେପାଜତରେ ଚିକିତ୍ସା ପାଇଁ ଯିବେ ମହାରାଷ୍ଟ୍ର
ଯୋଧପୁର/ଭୁବନେଶ୍ୱର,୧୩/୮/୨୪(ପିପିଏସ) : ଯୌନ ନିର୍ଯାତନା ଅଭିଯୋଗରେ ଯୋଧପୁର ସେଣ୍ଟ୍ରାଲ ଜେଲରେ ଦଣ୍ଡ ଭୋଗୁଥିବା ବିବାଦୀୟ ଧର୍ମଗୁରୁ ଆଶାରାମଙ୍କୁ କୋର୍ଟ ୭ ଦିନିଆ ପାରୋଲ ପ୍ରଦାନ କରିଛନ୍ତି। ରାଜସ୍ଥାନ ହାଇକୋର୍ଟ ଆଶାରାମଙ୍କୁ ଚିକିତ୍ସା ପାଇଁ ପାରୋଲ ପ୍ରଦାନ କରିଛନ୍ତି। ଆଶାରାମଙ୍କ!-->…
ଅବକାରୀ ସ୍କାନରରେ ବେଆଇନ୍ ମଦ ଦୋକାନ
ଭୁବନେଶ୍ୱର,୧୩/୮/୨୪(ପିପିଏସ) : ରାଜଧାନୀରେ ଚାଲିଥିବା ବେଆଇନ୍ ମଦ ଦୋକାନ ଉପରେ ରହିବ କଡ଼ା ନଜର । ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିବା ଠିପି ଖୋଲା ମଦ ଦୋକାନ ଏବେ ସ୍କାନରେ ଅଛନ୍ତି। ମଦ ଦୋକାନଗୁଡିକ ଉପରେ ନଜର ରଖିବାକୁ ଜିଲ୍ଲା ଅବକାରୀ ଅଧୀକ୍ଷକ ନିର୍ଦ୍ଦେଶ ଜାରି କରିଛନ୍ତି।!-->…
ମହିଳା ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗ : ସମ୍ପର୍କୀୟଙ୍କ ମାଡ଼ରେ ଗୁରୁତର ଡାକ୍ତର ଆଇସିୟୁରେ ଭର୍ତ୍ତି
କଟକ,୧୩/୮/୨୪(ପିପିଏସ) : କଟକସ୍ଥିତ ଏସସିବି ମେଡିକାଲରୁ ମଙ୍ଗଳବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୨ ଜଣ ରୋଗୀଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କାର୍ଡିଓଲୋଜୀ ବିଭାଗର ଜଣେ ଡାକ୍ତର ଦୁଷ୍କର୍ମ କରିଥିବା ନେଇ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ ହୋଇଛି ।!-->…
ଆରଜି ମେଡିକାଲ କଲେଜର ଦୁଷ୍କର୍ମ ଓ ହତ୍ୟା ମାମଲା: ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ କୋଲକାତା ହାଇକୋର୍ଟ
କୋଲକାତା/ଭୁବନେଶ୍ୱର: ୧୩-୦୮-୨୪(ପିପିଏସ ): କୋଲକାତାର ଆରଜି ମେଡିକାଲ କଲେଜର ଜଣେ ପ୍ରଶିକ୍ଷଣର୍ଥୀ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ। ତୁରନ୍ତ ସମସ୍ତ କାଗଜପତ୍ର ସିବିଆଇକୁ ହସ୍ତାନ୍ତର କରିବାକୁ ହାଇକୋର୍ଟ ରାଜ୍ୟ ପୁଲିସକୁ!-->…
ହତ୍ୟାକାଣ୍ଡ ପଛରେ କିଏ ? : ଖୋଲିବ ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଗୁମର
ଭୁବନେଶ୍ୱର,୧୩/୮/୨୪(ପିପିଏସ) : ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ପୁଣି ଖୋଲିବାକୁ ଯାଉଛନ୍ତି ଭାଜପା ସରକାର। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏ ନେଇ ଜାତୀୟ ଗଣମାଧ୍ୟମକୁସାକ୍ଷାତକାର ବେଳେ ସୂଚନା ଦେଇଛନ୍ତି। ଆଇନ ମନ୍ତ୍ରୀ କହିଛନ୍ତି, ଖୁବ୍ଶୀଘ୍ର ଏହି ମାମଲା ରିଓପନ୍ କରାଯିବ।!-->…
ବନ୍ଧାହେଲେ ତାରା ପ୍ରସାଦ : କଳାଧନ ଦେଖାଇଲା ଜେଲ୍ କୁ ରାସ୍ତା
*ସୌଖୀନ ଦାମୀ କାର୍ ଚଢ଼ୁଥିଲେ*ରଖିଥିଲେ ବିପୁଳ ସୁନା ଅଳଙ୍କାର*ଦାମୀ ଆପାର୍ଟମେଣ୍ଟରେ ଫ୍ଲାଟ୍ ସାଙ୍ଗକୁ ଏକାଧିକ ପ୍ଲଟ୍*୩୭୦ ଗ୍ରାମ ହୀରା ସହିତ ୭ ଦେଶର ବିଦେଶୀ ମୁଦ୍ରାଭୁବନେଶ୍ୱର,୧୩/୮/୨୪(ପିପିଏସ) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ପୂର୍ତ୍ତ ବିଭାଗର!-->…
କ୍ୟାମେରା ଦେଲା ସୂଚନା : ୩ ଶିକାରୀ ଗିରଫ
ମୟୁରଭଞ୍ଜ,୧୩/୮/୨୪(ପିପିଏସ) : ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ବେଆଇନ ଭାବରେ ଶିକାର କରିବା ଅଭିଯୋଗରେ ୩ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ l ଶିମିଳିପାଳର ଅଭୟାରଣ୍ୟର ପିଠାବଟା ରେଞ୍ଜରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି ଶିକାରୀଙ୍କ ଫଟୋ l ଏହି ଫଟୋ କୁ ଆଧାର କରି,!-->…
ପୂଜା ଖେଡକରଙ୍କୁ ଆଶ୍ଵସ୍ତି; ଗିରଫଦାରୀ ଉପରେ ଲାଗିଲା ରୋକ୍
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ଜାଲିଆତି ଓ ବେଆଇନ ଭାବେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ତଥା ଦିବ୍ୟାଙ୍ଗ କୋଟାର ଲାଭ ଉଠାଇଥିବା ଅଭିଯୁକ୍ତ ପୂର୍ବତନ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ବଡ଼ ଆଶ୍ଵସ୍ତି ମିଳିଛି । ଅଗଷ୍ଟ ୨୧ ପର୍ଯ୍ୟନ୍ତ ତାଙ୍କ ଗିରଫଦାରୀ ଉପରେ ରୋକ୍!-->…
ଆଉଜଣେ କୁବେର ଯନ୍ତ୍ରୀ : ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ
ଭୁବନେଶ୍ୱର,୧୨/୮/୨୪(ପିପିଏସ) : ଜିଲାନ୍ସ ଜାଲରେ ଆଉ ଜଣେ କୁବେର ଯନ୍ତ୍ରୀ । R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ ବେଳେ ମିଳିଛି ବିପୁଳ ସମ୍ପତ୍ତି। ତାଙ୍କ ଭୁବନେଶ୍ବର ଘରୁ ମିଳିଛି ପୁଳା ପୁଳା ସୁନା, ହୀରା ଓ ରୂପା ଗହଣା। ବିଭିନ୍ନ!-->…
ନଭି ମୁମ୍ବାଇରୁ ଗିରଫ ହେଲେ ୫ ବାଂଲାଦେଶୀ ଅନୁପ୍ରବେଶକାରୀ
ନଭି ମୁମ୍ବାଇ/ଭୁବନେଶ୍ୱର,୧୨/୮/୨୪(ପିପିଏସ) : ବାଂଲାଦେଶର ଗମ୍ଭୀର ପରିସ୍ଥିତିକୁ ନେଇ, ନଭି ମୁମ୍ବାଇରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନଭି ମୁମ୍ବାଇ ପୁଲିସ ୫ ଜଣ ବାଂଲାଦେଶୀଙ୍କୁ ଗିରଫ କରିଛି। ନଭି ମୁମ୍ବାଇର କୋପରଖାଇରାନେ ଅଞ୍ଚଳର ଏକ କୋଠାରୁ ସେମାନଙ୍କୁ ଗିରଫ କରାଯାଇଛି।!-->…