Browsing Category

ଅପରାଧ

ଘୁଷୁରିକୁ ଜିଅନ୍ତା ଖାଇବା ଘଟଣା: ଜଣେ ଗିରଫ

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍‌ର ରାଳବ ଗାଁରେ ନାଟକ ମଞ୍ଚ ଉପରେ ଘୁଷୁରିକୁ ଜିଅନ୍ତା ଖାଇବା ଘଟଣାରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଖଲ୍ଲିକୋଟ ଅଞ୍ଚଳ ବିମ୍ବାଧର ଗୌଡ଼କୁ ଗିରଫ କରାଯାଇଛି। ନାଟକ ପାଇଁ ବିମ୍ବାଧର ଘୁଷୁରି ଯୋଗାଇଥିବା ଅଭିଯୋଗ ହୋଇଥିଲା

ଧମକପୂର୍ଣ୍ଣ ଇ-ମେଲ ମାମଲା: ଗୁଗୁଲକୁ ଚିଠି ଲେଖିଲେ କ୍ରାଇମବ୍ରାଞ୍ଚ ଏସଟିଏଫ୍

ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁର ଧମକପୂର୍ଣ୍ଣ ଇ-ମେଲ ଘଟଣାରେ ଗୁଗୁଲକୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଚିଠି ଲେଖିଛନ୍ତି। କେଉଁ ଆଇପି ଆଡ୍ରେସରୁ ପନ୍ନୁର ଇ-ମେଲରୁ ଅଡିଓ ଆସିଥିଲା ସେନେଇ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ଭୁବନେଶ୍ୱର ୦୨-୧୨-୨୦୨୪(ପିପିଏସ) :

୩ ବର୍ଷରେ ୧୨୫ କୋଟି ଲୁଟିଛନ୍ତି ସାଇବର ଲୁଟେରା: ମୁଖ୍ୟମନ୍ତ୍ରୀ

ରାଜ୍ୟରେ ସାଇବର ଲୁଟେରା ମାତିଛନ୍ତି। ସଚେତନତା ଅଭାବରୁ ଲୋକେ ସାଇବର ଠକେଇର ଶିକାର ହେଉଛନ୍ତି। ଗତ ୩ ବର୍ଷ ମଧ୍ୟରେ ସାଇବର ଲୁଟେରା ୧୨୫ କୋଟି ଲୁଟି ନେଇଛନ୍ତି। ଏନେଇ ୬ ହଜାର ୩୬୮ଟି ମାମଲା ରୁଜୁ ହୋଇଛି ଭୁବନେଶ୍ୱର ୦୨-୧୨-୨୦୨୪(ପିପିଏସ) : ରାଜ୍ୟରେ ସାଇବର ଲୁଟେରା ମାତିଛନ୍ତି।

ବିଧବାଙ୍କୁ ଠକିଲେ ବ୍ୟାଙ୍କ ଅଧିକାରୀ: ଲୁଟିନେଲେ ୨ କୋଟି ୩୦ ଲକ୍ଷ

କଟକ ବାଦାମବାଡ଼ିରେ ଜଣେ ବିଧବା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨ କୋଟି ୩୦ ଲକ୍ଷ ଟଙ୍କା ହଡ଼ପ ହୋଇଛି। ବ୍ୟାଙ୍କର ରିଲେସନସିପ୍ ମ୍ୟାନେଜର ମହିଳାଙ୍କ ଦସ୍ତଖତ ନେଇ ତାଙ୍କ ଆକାଉଣ୍ଟରୁ ଏହି ଟଙ୍କା ହଡ଼ପ କରିଛନ୍ତି। କଟକ,୦୧-୧୨-୨୦୨୪ (ପିପିଏସ ) : କଟକ ବାଦାମବାଡ଼ିରେ ଜଣେ ବିଧବା

ପନ୍ନୁ ଡର… ରାତି ସାରା ଧରପଗଡ଼

ଡିଜିପି ସମ୍ମିଳନୀ ସମୟରେ ଆକ୍ରମଣ ପାଇଁ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକକୁ ଆଖିଆଗରେ ରଖି ଆଜି ସହରରେ ରାତିଅଧିଆ ଯାଞ୍ଚକୁ ଅତି କଡ଼ାକଡ଼ି କରାଯାଇଛି। ରାଜଧାନୀର ୨୦ରୁ ଅଧିକ ସମ୍ବେଦନଶୀଳ ସ୍ଥାନରେ କଡ଼ା ଚେକିଂ ହେଉଛି। ଭୁବନେଶ୍ୱର ୦୧-୧୨-୨୦୨୪ (ପିପିଏସ ) : ଡିଜିପି ସମ୍ମିଳନୀ

ଆଶାକର୍ମୀଙ୍କୁ ବୀଭତ୍ସ ହତ୍ୟା

ନିଖୋଜ ଥିଲେ ଆଶାକର୍ମୀ, ପୋଖରୀରୁ ଉଦ୍ଧାର ହେଲା କ୍ଷତବିକ୍ଷତ ମୃତଦେହ ସୁନ୍ଦରଗଡ଼/ଭୁବନେଶ୍ୱର ୦୧-୧୨-୨୦୨୪ (ପିପିଏସ ) : ଭସ୍ମା ଥାନା ଅଧୀନ କୁଡ଼ାବଗା ପତ୍ରାପାଲି ଗାଁରେ ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ଧରି ନିଖୋଜ ଥିବା ଆଶାକର୍ମୀ ସୁଭାଷିନୀ ନାଏକଙ୍କର ମୃତଦେହ କ୍ଷତବିକ୍ଷତ

ପୁଅ-ବୋହୂଙ୍କୁ ବାପା ଜାଳିଦେବା ଘଟଣା : ଚାଲିଗଲା ବୋହୂଙ୍କ ଜୀବନ

ପୁଅ-ବୋହୂଙ୍କୁ ବାପା ଜାଳିଦେବା ଘଟଣାରେ ଗୁରୁତର ବୋହୂ ଆଖି ବୁଜିଛନ୍ତ। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂ ସସ୍ମିତା ରାଉତ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ଏଣେ ପୁଅ ମୃତ୍ୟୁ ସହ ସଂଘର୍ଷ କରୁଥିବା କୁହାଯାଉଛି। କଟକ ୦୧-୧୨-୨୦୨୪ (ପିପିଏସ ) : ପୁଅ-ବୋହୂଙ୍କୁ

ରୋଷେୟା ନିଯୁକ୍ତିରେ ଅନିୟମିତତା।

ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ। ୪ ଦିନ ହେଲା ଗଛମୂଳେ ଶିଶୁ, ଖାଉଛନ୍ତି ବିସ୍ଫୁଟ । ଭୁବନେଶ୍ୱର ୩୦-୧୧-୨୦୨୪ (ପିପିଏସ ) : ରୋଷେୟା ନିଯୁକ୍ତିରେ ଅନିୟମିତତା କୁ ନେଇ ମାଲକାନଗିରି ଜିଲ୍ଳା ମାଥିଲି ବ୍ଲକ ଚାଉଳମେନ୍ଦି ପଞ୍ଚାୟତ ପଦରସାହି ରେ ଉତ୍ତେଜନା । ୪

କଲେଜ ରେ ତାଲା ପକାଇଲେ ଠିକାଦାର  !

ଜଗତସିଂହପୁର ୩୦-୧୧-୨୦୨୪ (ପିପିଏସ ) : ଆଜି ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ଜଗତ ସିଂହପୁର ସ୍ବାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ ରେ ତାଲା ପଡ଼ିବା ଘଟଣା ବୁଦ୍ଧିଜୀବୀ ମହଲକୁ ବ୍ୟଥିତ କରିଥିବା ଚର୍ଚ୍ଚା ଜୋର ଧରିଛି।ଘଟଣାରୁ ଜଣା ପଡ଼ିଛି ଯେ କଜେଜରେ କ୍ରୀଡା ନିମନ୍ତେ ଉଦ୍ଦିଷ୍ଟ ଘର ର

ଭିଜିଲାନ୍ସ କୋର୍ଟରେ ୫ ପୂର୍ବତନ ସରପଞ୍ଚଙ୍କ ସମେତ ୧୪ ଜଣ ଦୋଷୀ ସାବ୍ୟସ୍ତ

ବେଆଇନ୍ କାରବାର ସହିତ ଜଡ଼ିତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ନେଉଛି। ଭିଜିଲାନ୍ସ ବିଭାଗର ବିଭିନ୍ନ କୋର୍ଟରେ ଆଜି ୧୪ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥିରେ ୫ ଜଣ ପୂର୍ବତନ ସରପଞ୍ଚ ମଧ୍ୟ ସାମିଲ ଅଛନ୍ତି।  ଭୁବନେଶ୍ୱର