Browsing Category

ଅପରାଧ

କୁକୁଡ଼ା ବ୍ୟବସାୟକୁ କେନ୍ଦ୍ରକରି ଗୁଳିମାଡ଼ ଘଟଣା : ମୁଖ୍ୟ ଅଭିଯୁକ୍ତ ସମେତ ୪ଗିରଫ

ଝାରସୁଗୁଡ଼ା/ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : କୁକୁଡ଼ା ବ୍ୟବସାୟକୁ କେନ୍ଦ୍ର କରି ସମ୍ପର୍କୀୟ ଭାଇକୁ ଗୁଳି କରି ହତ୍ୟା ଘଟଣାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏନେଇ ପୁଲିସ ଏସପି ସ୍ମିତ ପରମାର ପୁରୁଷୋତ୍ତମ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କଠାରୁ ଏକ ଦେଶୀ

ବ୍ୟବସାୟକୁ କେନ୍ଦ୍ର କରି ହତ୍ୟା ୪ ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ା/ଭୁବନେଶ୍ୱର ୨୮-୦୮-୨୪(ପିପିଏସ): କୁକୁଡ଼ା ବ୍ୟବସାୟକୁ କେନ୍ଦ୍ର କରି ସମ୍ପର୍କୀୟ ଭାଇକୁ ଗୁଳି କରି ହତ୍ୟା ଘଟଣାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏନେଇ ପୁଲିସ ଏସପି ସ୍ମିତ ପରମାର ପୁରୁଷୋତ୍ତମ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କଠାରୁ ଏକ ଦେଶୀ

ଭିଜିଲାନ୍ସ ପଞ୍ଝାରେ CHSE ରେକର୍ଡ ସପ୍ଲାୟର୍ : ୩ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା CHSE ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ପୁରେନ୍ଦ୍ରଙ୍କ ଭୁବନେଶ୍ୱରର

ମାଗଣା ମଦ କୁ ନେଇ ନିଶାଡୀଙ୍କ ମହାଭାରତ, ଦୁଇ ଗିରଫ

ଭୁବନେଶ୍ବର/୨୮-୦୮-୨୪(ପିପିଏସ): ମାଗଣା ମଦ ନ ଦେବାରୁ ଦୋକାନୀଙ୍କ ମୁଣ୍ଡରେ ନିଶାଡୀ ମଦ ବୋତଲ ଭାଙ୍ଗିବା ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ। ଫିଲ୍ମ ଷ୍ଟାଇଲରେ ଦୋକାନରେ ଉନ୍ମତ୍ତ କାଣ୍ଡ ଘଟାଉଥିବା ଦୁଇ ଅଭିଯୁକ୍ତ ସନ୍ତୋଷ ଓ କାଲାରାମଙ୍କୁ

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ୯ ଜଣକୁ ଆଜୀବନ କାରାଦଣ୍ଡ

କଟକ/୨୮-୦୮-୨୪(ପିପିଏସ): ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାର ଆଜି ରାୟ ପ୍ରକାଶ ପାଇଛି। ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର ଏଡିଜେ ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

ସାମାନ୍ୟ ବଚସା ନେଲା ଉଗ୍ରରୂପ : କୁକୁଡ଼ା ଫାର୍ମ ମାଲିକଙ୍କୁ ଗୁଳି କରି ହତ୍ୟା

ଝାରସୁଗୁଡା/ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : କୁକୁଡ଼ା ଫାର୍ମ ମାଲିକଙ୍କୁ ଗୁଳି କରି ହତ୍ୟା କରିବା ପରେ ମୃତଦେହକୁ ନଦୀରେ ଫିଙ୍ଗି ଦେଲେ । ଝାରସୁଗୁଡ଼ା ସଦର ଥାନା ବେହେରାପାଟରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ସାହାଜାହାନ ଖାଁ । ସାହାଜାହାନ ଘର ଝାରସୁଗୁଡା ସହର ସ୍ଥିତ

ବାଘକୁ ମାରି ମାଂସ ଖାଇଲେ : ଗିରଫ ହେଲେ ୩ ଶିକାରୀ

ସମ୍ବଲପୁର/ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : କଲରାପତରିଆ ବାଘକୁ ଶିକାର କରି ମାଂସକୁ ରୋଷେଇ କରି ଖାଇଲେ ଶିକାରୀ । ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡରେ। ଏହି ଘଟଣାରେ ବନ କର୍ମଚାରୀ ୩ ଜଣ ଶିକାରୀକୁ ଗିରଫ କରିଛନ୍ତି । ଷୋମବାର ରାତିରେ ବନ ବିଭାଗର

ଲୁଟେରା ଗ୍ୟାଙ୍ଗକୁ ଧରିବାରେ ପୋଲିସର ସଫଳତା, ୮୩ ମୋବାଇଲ ଜବତ : ୪ ନାବାଳକ ସମେତ ୭ ଗିରଫ

ରାଉରକେଲା/ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : ରାଜଗାଙ୍ଗପୁର ଥାନା ଅଞ୍ଚଳ ରୁ ମୋବାଇଲ ସହିତ ବିଭିନ୍ନ ସାମଗ୍ରୀ ଚୋରି କରୁଥିବା ଚୋର ଗ୍ୟାଙ୍ଗକୁ ପୋଲିସ ଧରିବାରେ ସଫଳ ହୋଇଛି l ଏଥିସହିତ ଚୋରି ମୋବାଇଲ ଗୁଡିକ କୁ ଜବତ କରିଛି l ରାଜଗାଙ୍ଗପୁର ପୋଲିସ ୬ଟି ଚୋରି ମାମଲା ରୁଜୁ କରିବା ପରେ

ପାଣ୍ଡିଆନଙ୍କ ଶଳା କହି ଲକ୍ଷାଧିକ ଟଙ୍କା ଠକେଇ : ଜଣେ ଗିରଫ

ଫେରାର ୨ ଜଣଙ୍କ ମଧ୍ୟରେ ଅଛନ୍ତି ବିଜେଡି ନେତ୍ରୀ କେନ୍ଦ୍ରାପଡ଼ାରୁ ମାଲକାନଗିରି ପର୍ଯ୍ୟନ୍ତ ଲମ୍ବିଛି ଚେର ଭିକେ ପାଣ୍ଡିଆନଙ୍କ ଶଳା ପରିଚୟ ଦେଇ ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ। କେନ୍ଦ୍ରାପଡ଼ାରୁ ମାଲକାନଗିରି ପର୍ଯ୍ୟନ୍ତ ଲମ୍ବିଛି ଏହି ଠକେଇର ଚେର।

ଆଇନ ମନ୍ତ୍ରୀ କହିଲେ, ସାର୍ବଜନୀନ ହେବ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ତଦନ୍ତ ରିପୋର୍ଟ

ଭୁବନେଶ୍ବର,୨୬ -୦୮-୨୪ (ପିପିଏସ) : ହିନ୍ଦୁ ଧର୍ମଗୁରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ବିଚାର ବିଭାଗୀୟ ତଦନ୍ତ କମିଶନ ରିପୋର୍ଟକୁ ରାଜ୍ୟ ସରକାର ଖୁବଶୀଘ୍ର ସାର୍ବଜନୀନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା ହୋଇସାରିଛି ଓ ନିଷ୍ପତ୍ତି ଖୁବଶୀଘ୍ର ନିଆଯିବ ବୋଲି ଆଜି