Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ରାଜ୍ୟରେ ଦୀର୍ଘତମ ଓ ସର୍ବବୃହତ୍ ଚଢ଼ାଉ ଅଭିଯାନ : ଅବକାରୀ ବିଭାଗଆଗକୁ ଅଭିଯାନ ଅଧିକ ଜୋରଦାର ହେବ : ଆଇନ ମନ୍ତ୍ରୀ
୧୪୪୩ ବେଆଇନ ମଦ ଭାଟିରେ ଚଢ଼ିଲା ବୁଲଡୋଜର
କେବଳ ରାଜଧାନୀରେ ୫୧
୧୯୫୭ ଜଣ ଗିରଫ, ୧୮୩ଟି ଗାଡ଼ି ଜବତ
ଭୁବନେଶ୍ୱର,୦୪-୦୯-୨୪(ପିପିଏସ) : ରାଜ୍ୟରୁ ବେଆଇନ ମଦ କାରବାରକୁ ମୂଳପୋଛ କରିବା ପାଇଁ ଆକ୍ସନ ମୋଡ଼ରେ ମୋହନ ସରକାର l ଗତ ଅଗଷ୍ଟ ୨୦ତାରିଖରୁ ରାଜ୍ୟରେ ଦୀର୍ଘତମ ଚଢ଼ାଉ ଅଭିଯାନ!-->!-->!-->!-->!-->!-->!-->!-->!-->…
ଜେଲ୍ ଏଡିଜିଙ୍କ ନାଁରେ ଫେକ୍ ଆକାଉଣ୍ଟ କରି ଟଙ୍କା ମାଗୁଛନ୍ତି ସାଇବର ଠକ
ଭୁବନେଶ୍ୱର,୦୩-୦୯-୨୪(ପିପିଏସ) : ମାତିଲେଣି ସାଇବର ଠକ । ଚାରିଆଡ଼େ କାୟା ବିସ୍ତାର କରୁଛନ୍ତି । କେତେବେଳେ ସାଧାରଣ ଲୋକଙ୍କୁ ତ କେତେବେଳେ ଆଇପିଏସ୍ ଅଫିସରଙ୍କୁ କରୁଛନ୍ତି ମୋହରା। ବରିଷ୍ଠ ଆଇପିଏସ୍ ଅଫିସରଙ୍କ ଫଟୋ ଲଗାଇ ଲୋକଙ୍କୁ ମାଗୁଛନ୍ତି ଠକ ।
ଏପରି ଏକ ଘଟଣା ରାଜଧାନୀ!-->!-->!-->…
ଯୌତୁକ ପାଇଁ ଆଉଏକ ବଧୂ ହତ୍ୟା ଅଭିଯୋଗ : ସ୍ୱାମୀ ଓ ଶାଶୁ ଅଟକ
ଦୁଇ ମାସ ତଳେ ନୂଆ ସଂସାରରେ ପାଦ ଥାପିଥିଲା ଝିଅ
ବୁକୁଫଟା କ୍ରନ୍ଦନ ସହିତ ମା’ର ଅଭିଯୋଗ
ଯୌତୁକ ପାଇଁ ଦେଉଥିଲେ ନିର୍ଯ୍ୟାତନା
ଶେଷରେ ମୋ' ଝିଅକୁ ମାରି ଟାଙ୍ଗି ଦେଇଛନ୍ତି
ବାଲେଶ୍ୱର/ଭୁବନେଶ୍ୱର,୦୩-୦୯-୨୪(ପିପିଏସ) : ଯୌତୁକ ଯୁଇରେ ଜଳିଗଲା ଆଉ ଏକ ନିରୀହ ଜୀବନ l ଦୁଇ ମାସ!-->!-->!-->!-->!-->!-->!-->!-->!-->!-->!-->…
ଶବ ସତ୍କାର କରିବାକୁ ନାକେଦମ ହେଲା ପ୍ରଶାସନ ଓ ପୋଲିସ : ଗାଁ ଲୋକେ ଦେଲେନାହିଁ ଅନୁମତି
ବ୍ୟବଚ୍ଛେଦ ପରେ ମୃତଦେହ ନେଲେନାହିଁ ପରିବାର ଲୋକେ
ଶବକୁ ଧରି ଗାଁ ରୁ ଗାଁ କୁ ବୁଲିଲା ପ୍ରଶାସନ ଓ ପୋଲିସ
ରବିବାର ସକାଳେ ମିଳିଥିଲା କ୍ଷତବିକ୍ଷତ ବସ୍ତ୍ର ବିହୀନ ମୃତଦେହ
ସମ୍ବଲପୁର/ଭୁବନେଶ୍ୱର,୦୩-୦୯-୨୪(ପିପିଏସ) : ସବା ସତ୍କାର ପାଇଁ ମୃତଦେହ ଧରି ଗାଁ ସାରା ବୁଲିଲା!-->!-->!-->!-->!-->!-->!-->!-->!-->…
ବନ୍ଧାହେଲେ ତାଳଚେର ଖଣି ଉପନିର୍ଦ୍ଦେଶକ
ଭୁବନେଶ୍ବର/୦୩-୦୯-୨୪(ପିପିଏସ ): ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି। ନିଜ ସଂପତ୍ତିର ସଠିକ ହିସାବ ଦେଇପାରିନଥିବାରୁ ତାଙ୍କୁ ଗିରଫ କରାଯାଇଛି। ଗତକାଲି ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା ଭିଜିଲାନ୍ସ!-->…
ଘରୁ ଘୋଷାଡ଼ି ଆଣି ମହିଳାଙ୍କୁ ହତ୍ୟା
କେନ୍ଦୁଝର/ଭୁବନେଶ୍ୱର,୨-୯-୨୪(ପିପିଏସ) : ହାଣ୍ଡିଆ ଆଣି ନ ଦେବାରୁ ମହିଳାଙ୍କୁ ଘରୁ ଘୋଷାଡ଼ି ଆଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ ନିଆଳିଝରଣ ଗାଁରେ । ମୃତ ମହିଳା ଜଣଙ୍କ ହେଲେ ସାଲେକ ହେମ୍ବ୍ରମ।
!-->!-->…
ବିଚାରାଧୀନ କଏଦୀଙ୍କୁ ଗ୍ୟାଙ୍ଗଷ୍ଟାରଙ୍କ ଆକ୍ରମଣ ଘଟଣା : ତଦନ୍ତ କରିବେ କଟକ ଡିଭିଜନ୍ ଡିଆଇଜି
ଭୁବନେଶ୍ୱର,୨-୯-୨୪(ପିପିଏସ) : ରବିବାର ଦିନ ହୋଇଥିବା ଝାରପଡ଼ା ଜେଲରେ ବିଚାରାଧିନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ ଆକ୍ରମଣ ଘଟଣାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼ । ଜେଲ୍ ଭିତରେ କଏଦୀଙ୍କ ସୁରକ୍ଷାଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଜେଲ୍ର କିଛି ଅଧିକାରୀ ବି ଏଥିରେ ସାମିଲ!-->…
ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ : ୮ଟି ସ୍ଥାନରେ ଚଢ଼ାଉ
ଅନୁଗୁଳ/ଭୁବନେଶ୍ୱର,୨-୯-୨୪(ପିପିଏସ) : ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛି ଆଉଏକ ବଡ଼ ମାଛ । ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ଧରଣର ରେଡ୍ ଚାଲିଛି । ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଏହି ରେଡ୍ ଚାଲିଥିବା ଜଣାପଡ଼ିଛି । ଆୟ ବହିର୍ଭୂତ!-->…
ସତ ବାହାଘର ମିଛ ପୋଲିସ : ଖୋଲିଲା ନକଲି ଇନ୍ସପେକ୍ଟରଙ୍କ ପେଡ଼ି
ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଫେସବୁକରେ ପ୍ରେମ କରି ଫସିଲେ ଆଉଜଣେ ମହିଳା ମହିଳା । ନକଲି ପୋଲିସ ଇନ୍ସପେକ୍ଟରଙ୍କ ପ୍ରେମରେ ପଡ଼ି ବିବାହ କଲେ । ଏବେ ସତ କଥା ଜାଣିବା ପରେ ଆସି ପ୍ରକୃତ ପୋଲିସ ପାଖରେ କରିଛନ୍ତି ଅଭିଯୋଗ । ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଖଣ୍ଡଗିରି ଥାନା ଜଣେ!-->…
ମଣିପୁରରେ ପୁଣି ଫୁଟିଲା ଗୁଳି : ମା’ ମୃତ, ଝିଅ ଆହତ
ଇମ୍ଫାଲ/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସୃଷ୍ଟି ହିଂସା ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରେ ପୁଣି ଚାଲିଛି ଗୁଳି। ଆଜି ହିଂସାର ଫାଇଦା ନେଇ କିଛି ସନ୍ଦିଗ୍ଧ ବିଦ୍ରୋହୀ ଗୁଳି ମାଡ଼ କରିଛନ୍ତି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୧୨!-->…