Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ଜେଲ୍ ଅଧୀକ୍ଷକଙ୍କୁ ବାନ୍ଧିଲା ଭିଜିଲାନ୍ସ
୨୦୦୧ ରେ ଆସିଷ୍ଟାଣ୍ଟ ଭାବେ ଆରମ୍ଭ କରିଥିଲେ ଚାକିରି
ଭୁବନେଶର ଝାରପଡ଼ାରେ ୧.୬୪ କୋଟି ଟଙ୍କାର ୪ମହଲା କୋଠା
ବଲାଙ୍ଗୀରରେ ୨ଟି ପ୍ଲଟ - ଢେଙ୍କାନାଳ ମହିଷାପାଟରେ ପ୍ଲଟ
୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର,ବ୍ୟାଙ୍କ ଓ ପୋଷ୍ଟାଲ ଡିପୋଜିଟ ୬.୨୪ ଲକ୍ଷ
କେନ୍ଦୁଝର/ଭୁବନେଶ୍ୱର!-->!-->!-->!-->!-->!-->!-->!-->!-->!-->!-->…
ଜେଲ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
କେନ୍ଦୁଝର/ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ଅଧୀକ୍ଷକ ସତ୍ୟପ୍ରକାଶ ସ୍ୱାଇଁଙ୍କ କେନ୍ଦୁଝର ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ। ଭୁବନେଶ୍ୱରରୁ ଏକ ଟିମ ସହ କେନ୍ଦୁଝର ଭିଜିଲାନ୍ସ ସହାୟତାରେ ଚଢ଼ାଉ ଜାରି!-->!-->!-->…
ଧରାହେଲେ ୭ ବାଇକ୍ ଚୋର
କୋଇଡ଼ା/ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): ପାର୍ବଣ ପୂର୍ବରୁ କୋଇଡ଼ା ଓ କେ ବଲାଙ୍ଗ ପୁଲିସକୁ ମିଳିଛି ବଡ଼ ସଫଳତା। ଗାଡ଼ି ଚୋରି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୁଲିସ୍। ପୁଲିସ୍ ସାତ ଜଣ ବାଇକ୍ ଲୁଟେରାଙ୍କୁ ଗିରଫ କରିବା ସହ ତିରିଶଟି ବାଇକ୍ ଜବତ୍ କରିଛି। ଗିରଫ ସାତ ଜଣଙ୍କ!-->!-->!-->…
କଟୁରୀ ଚୋଟରେ ପୁଲିସ କର୍ମଚାରୀ ଗୁରୁତର, ଅଭିଯୁକ୍ତ ଫେରାର
କଟୁରୀ ଚୋଟରେ ବିଞ୍ଝାରପୁର ପୁଲିସ କର୍ମଚାରୀ ଗୁରୁତର
ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି
ଯାଜପୁର/ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): କଟୁରୀ ଚୋଟରେ ବିଞ୍ଝାରପୁର ଥାନାର ୨ ପୁଲିସ କର୍ମଚାରୀ ଗୁରୁତର। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।!-->!-->!-->!-->!-->!-->!-->…
ଆମ୍ବୁଲାନ୍ସରେ ବି ସୁରକ୍ଷିତ ନାହାନ୍ତି ମହିଳା
ଉତ୍ତରପ୍ରଦେଶ/ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ଯୌନ ନିର୍ଯାତନକୁ ବିରୋଧ କଲେ ମହିଳା । ଅକ୍ସିଜେନ ମାସ୍କ କାଢ଼ି ସ୍ବାମୀକୁ ମାରିଦେଲା ଅମ୍ବୁଲାନ୍ସ ଚାଳକ । ଉତ୍ତରପ୍ରଦେଶର ଗାଜିପୁରରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା। ଅର୍ଥାଭାବରୁ ମହିଳା ନିଜ ସ୍ବାମୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ!-->!-->!-->…
ଦଶ ମାସର ଶିଶୁ କୁ ଛାଡି ମା ଫେରାର:ବାପା ଥାନାର ଦ୍ୱାରସ୍ତ..
ଟିଟିଲାଗଡ଼//ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ଦଶ ମାସର ଶିଶୁ, ଦେଖିବାକୁ ଯେତେ ସୁନ୍ଦର, ସେମିତି ଡଉଳ ଡାଉଲ ବି.. ମାର କ୍ଷୀର ବି ଛାଡ଼ିନାହିଁ.. ହେଲେ ମା ଯେ ନିଷ୍ଠୁର ହେବ, ତାହା ଏ କୁନି ଶିଶୁ ଟି କେମିତି ଜାଣିବ..ନିଜ ପିଲା ପାଇଁ ମା ଟିଏ କେତେ କଣ ସହି ଯାଉଛି.. ନିଜ ଜୀବନ କୁ!-->!-->!-->…
ଗଣେଶ ପୂଜା ଚାନ୍ଦା ପାଇଁ ଲଙ୍କାକାଣ୍ଡ
ଘରେ ସମସ୍ତେ ଶୋଇଥିବା ସମୟରେ ଦୁର୍ବୃତ୍ତମାନେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି ।
ଫଳରେ ଦୁଇଟି ବାଇକ ସହ ବହୁ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି ।
ସମ୍ବଲପୁର/ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ଗଣେଶ ପୂଜା ଚାନ୍ଦା ନ ଦେବାକୁ ନେଇ ସମ୍ବଲପୁର ସହରରେ କିଛି ଦୁବୃର୍ତ୍ତ!-->!-->!-->!-->!-->!-->!-->…
ମହିଳାଙ୍କ ଭିଡିଓ ରେକର୍ଡିଂ କରି ଧରାପଡ଼ିଲେ ତାମିଲି ଯୁବକ
ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ଗ୍ରାହକ ସାଜି ହୋଟେଲ୍ରେ ରହୁଥିଲା। ବାଛିବାଛି ମହିଳା ଗ୍ରାହକଙ୍କ ପାଖ ରୁମ୍ ନେଉଥିଲା। କାଇଦାରେ ସ୍କାଏଲାଇଟ୍ ଦେଇ ମହିଳାଙ୍କ ବାଥ୍ରୁମ୍ରେ ଗୁପ୍ତ କ୍ୟାମେରା ଖଞ୍ଜି ଦେଉଥିଲା। ସେହି କ୍ୟାମେରାରେ ମହିଳାଙ୍କ ଗାଧୋଇବା ବେଳର ନଗ୍ନ ଦୃଶ୍ୟକୁ!-->!-->!-->…
ନାଳରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର: ପ୍ରେମ ବ୍ୟାପରକୁ ନେଇ ହତ୍ୟା ସନ୍ଦେହ!
ଧର୍ମଶାଳା/ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ଧର୍ମଶାଳା ଥାନା ରଥିଆ ଗାଁ ନିକଟ ଏକ କ୍ରସର ପାଖ ନାଳରୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ଅଭୟପୁର ଗ୍ରାମର ନରହରି ବେହେରାଙ୍କ ଏକମାତ୍ର ପୁଅ ରୁଦ୍ରପ୍ରସାଦ(୧୭) । ସେ ଜଣେ ଯୁକ୍ତ ଦୁଇ ଛାତ୍ର। ପ୍ରେମ!-->!-->!-->…
କେଜ୍ରିୱାଲ୍ଙ୍କ ଜାମିନ୍ ଆବେଦନକୁ ସିବିଆଇର ବିରୋଧ
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅଭିଯୁକ୍ତଙ୍କ ସହ ବିଚାର କରାଯିବା ଉଚିତ ନୁହେଁ ବୋଲି କହି ତାଙ୍କ ଜାମିନ୍କୁ ବିରୋଧ କଲା ସିବିଆଇ।
ନୂଆଦିଲ୍ଲୀ/ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲ୍ଙ୍କ ଜାମିନ୍ ଆବେଦନ ଉପରେ!-->!-->!-->!-->!-->…