Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ସମ୍ବର ଶିକାର କରି ଶିକାରୀ ଗିରଫ
କପ୍ତିପଦା/ଭୁବନେଶ୍ୱର,୧୪-୦୯-୨୦୨୪ (ପିପିଏସ) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜଙ୍ଗଲର ବିକାଶ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବନ୍ୟଜନ୍ତୁଙ୍କୁ ନିରାପଦରେ ରଖିବା ପାଇଁ ଜଙ୍ଗଲରେ ବୃକ୍ଷରୋପଣ, ପିଇବା ପାଇଁ ପାଣିର ବ୍ୟବସ୍ଥା, ଜଗୁଆଳି ମୁତୟନ!-->…
ଇଞ୍ଜିନିୟରିଂ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ : ରାଗିଂ ଅଭିଯୋଗ
ଭୁବନେଶ୍ୱର,୧୪-୦୯-୨୦୨୪ (ପିପିଏସ) : ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜର ଜଣେ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ଜଣଙ୍କ ହେଲେ ଝାରଖଣ୍ଡ ରାଞ୍ଚିର ଅଭିଷେକ ରବି। ଛାତ୍ର ଜଣଙ୍କ କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷର ଛାତ୍ର ବୋଲି ସୂଚନା ମିଳିଛି ।
ଗତକାଲି!-->!-->!-->…
ରାଜଧାନୀରେ ବାଲ୍ୟ ବିବାହ
ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ): ରାଜଧାନୀ ଭୁବନେଶ୍ୱରରେ ହେଉଥିଲା ବାଲ୍ୟ ବିବାହ। ଖବର ପାଇ ବାହା ବେଦୀ ପାଖରେ ପହଞ୍ଚିଲେ ଶିଶୁ ସୁରକ୍ଷା ଅଧିକାରୀ ଓ କମିଶନରେଟ୍ ପୁଲିସ୍। ବିବାହ ବନ୍ଦ କରିବା ସହିତ ବଧୂ ବେଶରେ ସଜେଇ ହୋଇଥିବା ନାବାଳିକାକୁ ଉଦ୍ଧାର କରିଛନ୍ତି। ପାଣ୍ଡରା ଜଗନ୍ନାଥ!-->…
ଦଣ୍ଡିତ ହେଲେ ଝାରସୁଗୁଡ଼ାର ପୂର୍ବତନ ଉପ-ଜିଲ୍ଲାପାଳ
ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ) : ଝାରସୁଗୁଡ଼ାର ଅବସରପ୍ରାପ୍ତ ପୂର୍ବତନ ଉପ-ଜିଲ୍ଲାପାଳ ପ୍ରଦୀପ କୁମାର ବାରିକଙ୍କୁ ୨ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ୱରର ଏକ ସ୍ୱତନ୍ତ୍ର କୋର୍ଟ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ରାୟ!-->…
ଭୁବନେଶ୍ୱର ବିମାନ ବନ୍ଦରରୁ ୨୦ କେଜି ସୁନା ଜବତ
ଭୁବନେଶ୍ୱର,୧୩-୦୯-୨୦୨୪ (ପିପିଏସ) : ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ଜବତ ହେଲା ୨୦ କେଜି ସୁନା । ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରୁ ସୁନା ଜବତ କରିଛି CT & GST। ଏହି ମାମଲାରେ କିଛି ବ୍ୟବସାୟୀଙ୍କୁ ପଚରାଉଚରା କରାଯାଇଛି।
୨୦କେଜି ସୁନାରୁ ୧୬କେଜି ସୁନାର ହିସାବ ଆପାତତ!-->!-->!-->…
ମାଲକାନଗିରିରେ ୪ ନକ୍ସଲଙ୍କ ଆତ୍ମସମର୍ପଣ : ୫ ଲକ୍ଷ ଟଙ୍କା ଲେଖାଏଁ ଥିଲା ପୁରସ୍କାର
ମାଲକାନଗିରି/ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ମାଓବାଦୀ ସଂଗଠନ ଏବେ ଦୁର୍ବଳ ହେବାକୁ ଲାଗିଲାଣି। ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ନକ୍ସଲ ଏବେ ଆଗଭର ହେଉଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଆଜି ଛତିଶଗଡର କାଂକେର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ!-->…
ଜବାହର ନବୋଦୟ ବିଦ୍ୟାଳୟରେ ନବମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ : ଥାନାରେ ଏତଲା
୬ଷ୍ଠ ଶ୍ରେଣୀରେ ପଢିବା ସମୟରୁ ରାଗିଂ ସହିତ ହେଉଥିଲା ମାଡ଼ ଓ ନିର୍ଯ୍ୟାତନା
ବାରମ୍ବାର ସ୍କୁଲ କର୍ତ୍ତୁପକ୍ଷଙ୍କୁ କରାଯାଇଥିଲା ଅଭିଯୋଗ
ଘଟଣାକୁ ଚପାଇ ଦେଉଥିଲେ ସ୍କୁଲ କର୍ତ୍ତୃପକ୍ଷ
ପ୍ରିନ୍ସିପାଲଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨-୦୯-୨୦୨୪!-->!-->!-->!-->!-->!-->!-->!-->!-->!-->!-->…
ବିଦ୍ୟୁତ ତାର ବିଛାଇ ହାତୀକୁ ମାରିଦେଲେ : ତଦନ୍ତ କରୁଛି ବନବିଭାଗ
ବାରିପଦା/ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଜାମଶୂଳି ଗାଁରେ ଗୁରୁବାର ଭୋର ବିଦ୍ୟୁତ ଆଘାତରେ ଏକ ମାଈହାତୀର ମୃତ୍ୟୁ ଘଟିଛି । ଖବରପାଇ ବନବିଭାଗର କର୍ମଚାରୀମାନେ ପହଂଚି ଘଟଣାର ତଦନ୍ତ କରିବା ସହିତ ଡାକ୍ତରୀ ଦଳ ଶବ ବ୍ୟବଚ୍ଛେଦ କରୁଛନ୍ତି ।
ସୂଚନା!-->!-->!-->…
ବନ୍ଧା ହେଲେ କୋଟିପତି ସହକାରୀ ଯନ୍ତ୍ରୀ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିଲା ଭିଜିଲାନ୍ସ ଚଢ଼ାଉ
ବ୍ରହ୍ମପୁର/ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ସହକାରୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ (ସିଭିଲ) ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ ।
ଗତକାଲି!-->!-->!-->!-->!-->…
ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ
ବ୍ରହ୍ମପୁର/ଭୁବନେଶ୍ୱର,୧୧-୦୯-୨୦୨୪ (ପିପିଏସ) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଜିଲ୍ଲା ଭଞ୍ଜନଗର ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି ।
ବ୍ରହ୍ମପୁର ଭିଜିଲାନ୍ସ ଏସ୍ପିଙ୍କ ପ୍ରତ୍ୟକ୍ଷ!-->!-->!-->…