Browsing Category

ଅପରାଧ

ଭରତପୁର ଥାନା ପ୍ରସଙ୍ଗ: ଏକାଠି ହେଲା ପୁଲିସ

ବିନା ଅନୁମତି‌ରେ ପୁଲିସ ଏଭଳି ଏକାଠି ହୋଇପାରିବେ ନାହିଁ: ସିପି ସଞ୍ଜୀବ ପଣ୍ଡା ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : ଆଜି ଅପରାହ୍ନରେ ରିଜର୍ଭ ପୁଲିସ ପଡ଼ିଆରେ ହାବିଲଦାରଙ୍କଠାରୁ ଏଡିସିପି ରୢାଙ୍କ୍‌ର ଶହଶହ ପୁଲିସ କର୍ମଚାରୀ ଏକାଠି ହୋଇଥିଲେ। ନିଲମ୍ବିତ ହୋଇଥିବା ପୁଲିସ ଅଧିକାରୀ

ରାଉରକେଲାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ରାଉରକେଲା/ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ପ୍ଲାଣ୍ଟ ସାଇଟ୍ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ତତ୍ପର ହୋଇ ଉଠିଛି। ଏହି ଗଣଦୁଷ୍କର୍ମ ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ

୪ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ୨ ଲାଞ୍ଚୁଆ ପୁଲିସ

ବାଲେଶ୍ୱର/ଭୁବନେଶ୍ୱର,୨୨-୯-୨୦୨୪ : ୪ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନାର ୨ ଜଣ ପୁଲିସ ଅଧିକାରୀ। ସେମାନେ ହେଉଛନ୍ତି ପ୍ରୋବେସନାରୀ ସବ୍‌-ଇନ୍ସପେକ୍ଟର (ପିଏସ୍‌ଆଇ) ରଘୁନାଥ ହାଁସନା ଓ ଏଏସ୍‌ଆଇ ଶିବ ପ୍ରସାଦ ଦଳେଇ। ଏକ

୭ ଯୁବକଙ୍କୁ ନେଇ ସୁନ୍ଦରପୁରରେ ସିନ୍ ରିକ୍ରିଏସନ୍ କଲା ଚନ୍ଦକା ପୁଲିସ

ଭୁବନେଶ୍ବର,୨୧-୦୯-୨୦୨୪ (ପିପିଏସ): ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ଘଟଣାରେ ୭ ଯୁବକଙ୍କୁ ନେଇ ସୁନ୍ଦରପୁରରେ ସିନ୍ ରିକ୍ରିଏସନ୍ କରିଛି ଚନ୍ଦକା ପୁଲିସ। ଏହି ଅଘଟଣ ବେଳେ ଥିବା ଆଉ ଫେରାର୍ ଥିବା ୩/୪ ଯୁବକଙ୍କୁ ପୁଲିସ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧାହେଲେ ମୁଖ୍ୟଯନ୍ତ୍ରୀ

ବାଲେଶ୍ୱର/ଭୁବନେଶ୍ୱର,୨୧-୦୯-୨୦୨୪(ପିପିଏସ) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ କୋଟିପତି ମୁଖ୍ୟଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ । ବାଲେଶ୍ୱର ରୁରାଲ୍‌ ୱାର୍କସ ମୁଖ୍ୟଯନ୍ତ୍ରୀ ଏନ୍‌ଭି ହରିହର ରାଓଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି। ଗତକାଲି ହରିହରଙ୍କ ପୈତୃକ

କଳଙ୍କ ଲଗାଇଲା ଆଦର୍ଶ ଥାନା

ଭୁବନେଶ୍ୱର,୨୦-୦୯-୨୦୨୪(ପିପିଏସ) : କମିସନରେଟ୍‌ ପୁଲିସ ଅଧିନ ଭରତପୁର ଥାନା ଘଟଣାରେ ମେଜରଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାକୁ ନେଇ ଏବେ ତେଜିଛି ରାଜନୀତି | ବିରୋଧୀ ରାଜ୍ୟ ସରକାରଙ୍କୁ କଡା ଟାର୍ଗେଟ କରିଥିବାବେଳେ ରାଜ୍ୟ ସରକାର କହିଛନ୍ତି ଯେ ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ

ଅପରାଧିକ ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ : ଗିରଫ ହୋଇ ପାରନ୍ତି ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ଓ ୪…

ଭୁବନେଶ୍ୱର,୨୦-୦୯-୨୦୨୪(ପିପିଏସ) : ଭୁବନେଶ୍ୱର ସ୍ଥିତ ଭରତପୁର ଥାନାରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଓ ଦୁର୍ବ୍ୟବହାର ମାମଲାରେ ନିଲମ୍ବିତ ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ର ଓ ଅନ୍ୟ ୪ଜଣ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହୋଇଛି । ମେଜରଙ୍କ

ଗଣେଷ ବିସର୍ଜନ ବେଳେ ଗୋଷ୍ଠୀ ସଂଘର୍ଷ : ଭୁଜାଲି ଚୋଟରେ ୨ ଆହତ

ବାରିପଦା/ଭୁବନେଶ୍ୱର,,୧୯-୦୯-୨୦୨୪(ପିପିଏସ) : ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଶୁନ ଗଡିଆ ଅଞ୍ଚଳରେ ଗଣେଷ ମୂର୍ତ୍ତି ବିସର୍ଜନ ବେଳେ ଗୋଷ୍ଠୀ ସଂଘର୍ଷ । ସାମାନ୍ୟ ବଚସାରୁ ଯୁକ୍ତିତର୍କ, ପରେ ବୁଲିଲା ଖଣ୍ଡା ଓ ଭୁଜାଲି l ଭୁଜାଲି ମାଡ଼ରେ ୨ ଜଣ ଆହତ ହୋଇଛନ୍ତି । ଆହତ ଯୁବକ ଦ୍ୱୟଙ୍କୁ

ରାମ୍‌କୋ କାରଖାନାର ଜମି କେଳେଙ୍କାରୀ: ଭୂମିହୀନଙ୍କ ସିଲିଂ ଜମି ଛଡ଼ାଇ ନେଇଛି କମ୍ପାନି

ଯାଜପୁର/ଭୁବନେଶ୍ୱର,୧୭-୦୯-୨୦୨୪(ପିପିଏସ) : ସରକାରୀ ଜମି ଜବରଦଖଲ ଉଚ୍ଛେଦ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ଗୁରୁତ୍ବ ଦେବା ଆରମ୍ଭ କରିଛନ୍ତି। କୋଟିକୋଟି ଟଙ୍କା ମୂଲ୍ୟର ଏକର ଏକର ସରକାରୀ ଜମି ସହିତ ପ୍ରଭୁ ଜଗନ୍ନାଥ ମନ୍ଦିର ଜମି ଓ ଭୂମିହୀନ ଦଳିତ ପରିବାରଗୁଡ଼ିକର ସିଲିଂ ଜମି ହରିଦାସପୁରରେ

ଲାଞ୍ଚ ନେଇ ଧରାପଡ଼ିଲେ ରାଜସ୍ବ ନିରୀକ୍ଷକ

ଢେଙ୍କାନାଳ/ଭୁବନେଶ୍ୱର,୧୭-୦୯-୨୦୨୪(ପିପିଏସ) : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଢେଙ୍କାନାଳ ସଦର ଆର୍‌ଆଇ ବରୁଣ ଜେନା । ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି l ତାଙ୍କ ସହିତ ବଳରାମ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ ।