Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ତ୍ରୁଟି
ଦୋଷ ସ୍ବୀକାର କଲେ ବୋର୍ଡ ସଭାପତି
ମାଟ୍ରିକ ପରୀକ୍ଷାରେ ଆଜି ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ୫୦ ମାର୍କ ବଦଳରେ ୪୬ ମାର୍କର ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ। ‘ସି’ ସେଟରେ ୨ଟି ବର୍ଣ୍ଣନାତ୍ମକ ପ୍ରଶ୍ନରୁ ଗୋଟିଏ ରହିଛି। ଏହାକୁ ନେଇ ଛାତ୍ରଛାତ୍ରୀ ଓ!-->!-->!-->…
ସ୍ୱାମୀର ନିସ୍ତୁକ ମାଡ଼ରେ ସ୍ତ୍ରୀ ମୃତ
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଝରାଡିହ ଗ୍ରାମରେ ସ୍ୱାମୀର ମାଡ଼ରେ ସ୍ତ୍ରୀର ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ସ୍ବାମୀ ଫେରାର ଥିବାବେଳେ ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସଇତାନ ସ୍ବାମୀକୁ ଖୋଜୁଛି।
ରିଆମାଳ/ଭୁବନେଶ୍ୱର ୨୮-୦୨-୨୦୨୫!-->!-->!-->…
ବାସୁଦେବପୁରରେ ସଶସ୍ତ୍ର ଡକାୟତି
ମହିଳାଙ୍କୁ ଭୁଜାଲିରେ ହାଣି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ
ବାସୁଦେବପୁର/ଭୁବନେଶ୍ୱର ୨୭-୦୨-୨୦୨୫(ପିପିଏସ) : ଭଦ୍ରକ ଜ଼ିଲ୍ଲା ବାସୁଦେବପୁର ନାୟକାଣିଡିହିରେ ବିଳମ୍ବିତ ରାତିରେ ଘରେ ପଶି ସଶସ୍ତ୍ର ଡକାୟତି ହୋଇଥିବାର ଖବର ମିଳିଛି। ମହିଳାଙ୍କୁ ଭୁଜାଲିରେ ହାଣି!-->!-->!-->…
ଧୀରେଧୀରେ ସବୁ ବନ୍ଦ କରିଦେଲେ କି?
କାଡାଭରିକ୍, ଲିଭର୍ ପ୍ରତିରୋପଣ ବନ୍ଦ
କଟକ ୨୭-୦୨-୨୦୨୫(ପିପିଏସ) : କଟକ ବଡ଼ଡାକ୍ତରଖାନାରେ ବନ୍ଦ ହୋଇଗଲାଣି କି ବ୍ୟବସ୍ଥା? କାଡାଭରିକ୍ ପ୍ରତିରୋପଣ ବ୍ୟବସ୍ଥା ସାଢ଼େ ୩ମାସରୁ ଅଧିକ ସମୟ ହେଲା ହୋଇପାରିନି। ସେହିପରି ଲିଭର୍ ପ୍ରତିରୋପଣ ବ୍ୟବସ୍ଥା ବି ଏକପ୍ରକାର ଠପ୍।!-->!-->!-->…
ପୁଲିସକୁ ଛାଡ଼ୁନି ପ୍ରେମ ରୋଗ
ମହିଳା ହୋମଗାର୍ଡଙ୍କ ମୋବାଇଲ ଫୋନରେ ଆଇଆଇସିଙ୍କ ପୁଳାପୁଳା ପ୍ରେମାଳାପ ଚାଟିଂ
ଜଗତସିଂହପୁର ଜିଲ୍ଲା ପୁଲିସକୁ ମାଡ଼ି ବସିଛି ପ୍ରେମ ରୋଗ। ମହିଳା ହୋମଗାର୍ଡଙ୍କୁ ଆଇଆଇସି ତପନ ନାହାକଙ୍କ ପ୍ରେମ, ଶାରୀରିକ ସମ୍ପର୍କ, ପ୍ରତାରଣା ଖୁବ୍ ଚର୍ଚ୍ଚାରେ ରହି ଆସିଛି। ସାରା ରାଜ୍ୟରେ ଏହି ଘଟଣା!-->!-->!-->…
ଖୋର୍ଦ୍ଧାରେ ବିସ୍ଫୋରଣ: ତିନି ଗୁରୁତର, ଦୁଇ ଭୁବନେଶ୍ବର ସ୍ଥାନାନ୍ତରିତ
ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କୁମାରବସ୍ତିରେ ବିସ୍ପୋରଣ ଘଟି ତିନିଜଣ ଗୁରୁତର ହୋଇଥିବାର ଖବର ମିଳିଛି। ତାପସ ମଙ୍ଗରାଜଙ୍କ ଘରେ ଏହି ବିସ୍ପୋରଣ ଘଟିଥିବା ଜଣାଯାଇଛି।
ଭୁବନେଶ୍ୱର ୨୭-୦୨-୨୦୨୫(ପିପିଏସ) : ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କୁମାରବସ୍ତିରେ ବିସ୍ପୋରଣ!-->!-->!-->…
୨୦୦ ଜମାକାରୀଙ୍କଠୁ ୫ କୋଟି ହଡ଼ପ
ମାଷ୍ଟର୍ମାଇଣ୍ଡକୁ ହାଇଦ୍ରାବାଦରୁ ଗିରଫ କଲା ଇଓଡବ୍ଲ୍ୟୁ
୧୦ ମାସରେ ଦୁଇଗୁଣ ଅର୍ଥ ପାଇବା ଲୋଭରେ ୫ କୋଟି ଟଙ୍କାର ଠକାମିର ଶିକାର ହୋଇଛନ୍ତି ଜମାକାରୀ। ଠକେଇ ଟଙ୍କାରେ ମାଷ୍ଟର୍ମାଇଣ୍ଡ ଦୁବାଇ, ଥାଇଲାଣ୍ଡ, ଜର୍ମାନୀ ବୁଲି ମଉଜ କରୁଥିଲା।
ଭୁବନେଶ୍ୱର ୨୫-୦୨-୨୦୨୫ (ପିପିଏସ) : ୧୦!-->!-->!-->!-->!-->…
ଅଜବ ହେଲେ ବି ସତ: ପ୍ରସବ କଲେ ଦଶମ ଛାତ୍ରୀ
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଦଶମ ଶ୍ରେଣୀ ଛାତ୍ରୀ ଛୁଆ ଜନ୍ମ ଦେଇଛନ୍ତି। ଆଜି ଛାତ୍ରୀ ଜଣକ ଚିତ୍ରକୋଣ୍ଡା ମେଡିକାଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।
ଚିତ୍ରକୋଣ୍ଡା/ଭୁବନେଶ୍ୱର ୨୫-୦୨-୨୦୨୫ (ପିପିଏସ) : ମାଲକାନଗିରି!-->!-->!-->…
କୁଳପତି ଡିଜିଟାଲ ଆରେଷ୍ଟ୍ର ଶିକାର
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ ଠାରୁ ୧୪ ଲକ୍ଷ ଠକିନେଲେ ଠକ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି(ଭିସି) ପ୍ରଫେସର ଗୀତାଞ୍ଜଳି ଦାଶ ଡିଜିଟାଲ ଆରେଷ୍ଟ୍ ଠକେଇର ଶିକାର ହୋଇ ସାଇବର ଠକଙ୍କ ଦ୍ବାରା ୧୪ ଲକ୍ଷ ଟଙ୍କାରୁ ଅଧିକ ହରାଇଛନ୍ତି
ବ୍ରହ୍ମପୁର/ଭୁବନେଶ୍ୱର ୨୫-୦୨-୨୦୨୫!-->!-->!-->!-->!-->…
ମାଣିକପାଟଣାରେ ରକ୍ତାକ୍ତ ସଂଘର୍ଷ, ୭ ଗୁରୁତର
ଜାଗାବାଡ଼ି ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ
କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ
ଆଳି ଥାନା ଅଧୀନସ୍ଥ ମାଣିକପାଟଣା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟି ଉଭୟ ପକ୍ଷର ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିକିତ୍ସା ପାଇଁ ଆଳି!-->!-->!-->!-->!-->!-->!-->!-->!-->…