Browsing Category

ଅପରାଧ

୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ

ଭଦ୍ରକ/ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ପୁଲିସ ଉପରକୁ ପଥରମାଡ଼ କରିଥିଲେ। ଫଳରେ ୨ ପୁଲିସ ଅଧିକାରୀ ଆହତ ହୋଇଥିଲେ। ଘଟଣାସ୍ଥଳକୁ ଯାଇଥିବା

ଭରତପୁର ଥାନା ମାମଲା: ସତ କାଢ଼ିବ ସାଇଣ୍ଟିଫିକ୍‌ ଟେଷ୍ଟ

ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ସତରେ ସେଦିନ ରାତିରେ ଭରତପୁର ଥାନାରେ ଘଟିଥିଲା କ’ଣ? ରାତି ଅଧରେ ଅଭିଯୋଗ କରିବାକୁ ଆସିଥିବା ଜଣେ ଯୁବତୀ ଓ ସାଙ୍ଗରେ ଥିବା ଭାରତୀୟ ସେନାର କ୍ୟାପ୍‌ଟେନ୍‌ଙ୍କୁ ପୁଲିସ ନିର୍ଯାତନା ଦେଲା ଏବଂ ପୀଡ଼ିତାଙ୍କୁ କୋର୍ଟ ଚାଲାଣ କରିଥିଲା। କ୍ୟାପ୍‌ଟେନ୍‌ଙ୍କୁ

ଛିନତାଇ କରୁଥିବା ୪ଜଣଙ୍କୁ କାବୁ କଲା କମିଶନରେଟ ପୁଲିସ

ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : କମିଶନରେଟ ପୁଲିସ ପଞ୍ଝରେ ଚେନ ଲୁଟେରା ଗ୍ୟାଙ୍ଗ। କଟକ ଓ ଭୁବନେଶ୍ବରରୁ ଚେନ ଛିନତାଇ କରୁଥିବା ୪ଜଣଙ୍କୁ କାବୁ କଲା ସ୍ପେଶାଲ୍ ସ୍କ୍ବାଡ। ସୁରତରୁ ଆସି ଓଡ଼ିଶାରେ ଲୁଟ କରୁଥିଲେ ଲୁଟେରା। ପଲ୍ସର୍ ବାଇକ୍ ରେ ଆସି ଯୁବତୀ ଓ ମହିଳାଙ୍କୁ ଟାର୍ଗେଟ କରୁଥିଲେ

ମହିଳା ପୁଲିସଙ୍କୁ ନିର୍ଯାତନା ମାମଲା

ଥାନାରୁ ହଟିଲେ ଥାନା ଅଧିକାରୀ ରାଉରକେଲା/ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ଥାନାରେ କାର୍ଯ୍ୟରତ ମହିଳାପୁଲିସ କର୍ମଚାରୀ ଅସୁକ୍ଷିତ। ବନ୍ଧମୁଣ୍ଡା ଥାନାରୁ ଏମିତି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମହିଳା ପୁଲିସ କର୍ମଚାରୀଙ୍କୁ ନିର୍ଯାତନା ଓ ଅସଦାଚରଣ କରିବା ଥାନାଅଧିକାରୀଙ୍କୁ

ନଳା ଭିତରେ ଶ୍ରମିକଙ୍କୁ ମାରିଦେଲେ!

ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ବିଏମ୍‌ସିର ନଳା କାମ ଚାଲିଥିଲା। ଗାର୍ଡ ୱାଲ ପାଇଁ ଖୋଳୁଖୋଳୁ ନଳା କଡ଼ରେ ଥିବା ପାଚେରି ଭୁଶୁଡ଼ି ପଡ଼ିଲା। ପାଚେରି ତଳେ ରହିଗଲେ ଶ୍ରମିକ। ଉଦ୍ଧାର କଲାପରେ ହସ୍‌ପିଟାଲ୍‌ ନେଲେ। ହେଲେ ୨ଦିନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଆଖି ବୁଜିଲେ। ଠିକାଦାର ଓ

ସିଆରପିଏଫ୍‌ କ୍ୟାମ୍ପ ଉପରେ ନକ୍ସଲଙ୍କ ଆକ୍ରମଣ

ମାଲକାନଗିରି/ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ମାଲାକନଗିରି, ତେଲେଙ୍ଗାନା, ଛତିଶଗଡ଼ ଏବଂ ଆନ୍ଧ୍ର ପୁଲିସର ମାଓ ଦମନ ରଣନୀତିରେ ସଂଗଠନ ଏକ ପ୍ରକାର ଦୁର୍ବଳ ହେବାକୁ ଲାଗିଲାଣି। ତେବେ ଏହାର ପ୍ରଭାବ ଯେପରି ଲୋକଙ୍କ ଉପରେ ନପଡୁ ସେଥିପାଇଁ ନକ୍ସଲ ହତ୍ୟା ଓ ସୁରକ୍ଷାକର୍ମୀଙ୍କ କ୍ୟାମ୍ପ

ଓଡ଼ିଶାରେ ଲୁଚିଛି ହତ୍ୟାକାରୀ!

ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): କର୍ଣ୍ଣାଟକ ବେଙ୍ଗାଲୁରୁରେ ବହୁଚର୍ଚ୍ଚିତ ମହାଲକ୍ଷ୍ମୀଙ୍କ ହତ୍ୟା ଘଟଣାରେ ଗୁରୁତୁପୁର୍ଣ୍ଣ ସୂଚନା ଦେଇଛନ୍ତି କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର | ସେ ଆଜି କହିଛନ୍ତି ଯେ ୨୯ ବର୍ଷ ବୟସ୍କା ମହିଳାଙ୍କ ନିର୍ମମ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ

ଶହେ କୋଟି ମାଗିଲା ସ୍କୁଲ କବ୍‌ଜା କରିଥିବା ଯୁବକ!

ସୁନ୍ଦରଗଡ/ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): ଶହେ କୋଟି ମାଗିଲା ସ୍କୁଲ କବଜାକାରୀ । ସୁନ୍ଦରଗଡ଼ ମହୁଲପଦା ଥାନା ବଡ଼ଜଲ ସ୍କୁଲକୁ କବଜା କରି ଆତଙ୍କରାଜ ଚଳାଇଥିବା ଯୁବକ ଶେଷରେ ୮ରୁ ୧୦ ପୃଷ୍ଠା କାଗଜରେ ଦାବି ଲେଖି ଦଉଡ଼ିରେ କୋଠା ତଳକୁ ପକାଇଛି । ସେଥିରେ ମୋତେ ଶହେ କୋଟି ଦରକାର ବୋଲି

କନେଷ୍ଟବଳଙ୍କ ଦବଙ୍ଗଗିରି

ଦଶରଥପୁର/ଭୁବନେଶ୍ୱର,୨୩-୦୯-୨୦୨୪(ପିପିଏସ ): ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ରାମବାଗ ଫାଣ୍ଡି କନେଷ୍ଟବଳ ଜିତେନ୍ଦ୍ର ବିଶ୍ୱାଳଙ୍କ ଦବଙ୍ଗଗିରି। ରାତିଅଧରେ ନର୍ସଙ୍କର ମଙ୍ଗଳପୁର ଭଡ଼ାଘରେ ପଶି କଲେ ପ୍ରେମ ନିବେଦନ, ମାତ୍ର କଥା ନମାନିବାରୁ ଦେଲେ ନିସ୍ତୁକ ମାଡ଼ ମାରିଥିବାର ଅଭିଯୋଗ ହୋଇଛି।

ଭରତପୁର ଘଟଣାର ତଦନ୍ତରେ ହସ୍ତକ୍ଷେପ କରିବାକୁ ମନା କଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ

କଟକ,୨୩-୦୯-୨୦୨୪(ପିପିଏସ ): ଭରତପୁର ଘଟଣାର ତଦନ୍ତରେ ହସ୍ତକ୍ଷେପ କରିବାକୁ ମନା କଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଯେହେତୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ହୋଇସାରିଛି ଏବଂ କ୍ରାଇମବ୍ରାଞ୍ଚ୍ ମଧ୍ୟ ଏହାର ତଦନ୍ତ କରୁଛି। ତେଣୁ ତଦନ୍ତ ଘଟଣାରେ ହସ୍ତକ୍ଷେପ କରିବାକୁ ମନା କଲେ ଓଡ଼ିଶା