Browsing Category

ଅପରାଧ

ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ:ଜଣେ ମାଓବାଦୀ ମୃତ 

 ବାଲିଗୁଡ଼ା,୨୫-୧୦-୨୦୨୪(ପିପିଏସ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତର ଶେଷାରଗାଁ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ମୃତୁ୍ୟବରଣ କରିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ

ଯୋଗାଣ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ।

ଭାପୁର,୨୫-୧୦-୨୦୨୪(ପିପିଏସ) : ବାତ୍ୟା ' ଦାନା ' କୁ ନେଇ ସାଧାରଣ ଜନତା ଯେତିକି ଆତଙ୍କିତ ହୋଇଥିଲେ ସେତିକି ନିତ୍ୟ ବ୍ୟବହାର୍ଯ୍ୟ ଖାଉଟି ସାମଗ୍ରୀର ଦରଦାମ୍ ବୃଦ୍ଧି ଦେଖି ମଧ୍ୟବିତ୍ତ ପରିବାର ତଥା ଗରିବ ଶ୍ରେଣୀ ର ପରିବାର କଷ୍ଟରେ ଜୀବନଯାପନ କରୁଛନ୍ତି। ଅସାଧୁ ବ୍ୟବସାୟୀ ମାନେ ଆଳୁ,

ବାଲ୍ୟ ବିବାହ ରୋକିବା ପ୍ରସଙ୍ଗରେ ବୈଠକ

ସମ୍ବଲପୁର/ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : ସମ୍ବଲପୁରର ଧନୁପାଲି ସ୍ଥିତ ଆଦର୍ଶ ଅନୁଷ୍ଠାନର କାର୍ଯ୍ୟାଳୟ ଠାରେ ବାଲ୍ୟ ବିବାହ ରୋକିବା ପ୍ରସଙ୍ଗରେ ଗୁରୁତ୍ୱପୁର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଶ୍ରମ ଅଧିକାରୀ ଶତୃଜିତ ସାହୁ, ଜିଲା ସମାଜ ମଙ୍ଗଳ ଅଧିକାରୀ, ବରିଷ୍ଠ

ଅଖା ଭିତରେ ମହିଳାଙ୍କ ମୃତଦେହ

ଝାରସୁଗୁଡ଼ା/ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : ରେଳ ୱାଗନ ଭିତରୁ ଅଖାବସ୍ତାରେ ଭର୍ତି ଥିବା ମହିଳାଙ୍କ ଶବ ଉଦ୍ଧାର l ଝାରସୁଗୁଡ଼ା ଜିଲ୍ଲା ସ୍ଥିତ ଏମସିଏଲ ଲଖନପୁର ଖଣିକ୍ଷେତ୍ରର ବିଓସିଏମ ସାଇଡିଙ୍ଗ ନମ୍ବର ୩କୁ କୋଇଲା ନେବା ପାଇଁ ଆସିଥିବା ରେଳ ଗାଡ଼ିର ୱାଗନରୁ ଅଖା ବସ୍ତାରେ

ପାଣି ଘେରରେ ଥାଇ ବି ପାନୀୟ ଜଳର ଉତ୍କଟ ସମସ୍ୟା

ଉଠାଜଳସେଚନ ବିଭାଗକୁ ୩୯୦ଟି ପ୍ରକଳ୍ପ ପାଇଁ ୬୩ କୋଟି ୮୩ ଲକ୍ଷ ଟଂକା ପାଇଥିବା ବେଳେ ଏଥିରୁ ୩୪ କୋଟି ୬୪ ଲକ୍ଷ ଟଂକା ଖର୍ଚ୍ଚ ହୋଇସାରିଲାଣି। ଜିଲ୍ଲା ଶିକ୍ଷା ବଭାଗକୁ ୭୫୮ଟି କାର୍ଯ୍ୟ ପାଇଁ ୪୯ କୋଟି ୨ ଲକ୍ଷ ଟଂକା ଏଷ୍ଟିମେଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୨ କୋଟି ୧୫ ଲକ୍ଷ ଟଂକା

ଜମ୍ମୁ-କଶ୍ମୀରରେ ନୂତନ ଆତଙ୍କବାଦୀ ସଂଗଠନର ପର୍ଦ୍ଦାଫାସ

ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀ ମଙ୍ଗଳବାର ଦିନ ଏକ ନୂଆ ଆତଙ୍କବାଦୀ ସଂଗଠନର ପର୍ଦ୍ଦାଫାସ କରିଛନ୍ତି। ଅନୁମାନ କରାଯାଉଛି ଯେ ଏହି ସଂଗଠନ ହେଉଛି ନିଷିଦ୍ଧ ସଂଗଠନ ଲସ୍କର-ଏ-ତୋଏବାର ଏକ ଅଂଶ।  ଶ୍ରୀନଗର/ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : ଜମ୍ମୁ-କଶ୍ମୀରରେ ସୁରକ୍ଷା

ବିମାନ କମ୍ପାନି ପରେ ଏବେ ସିଆର୍‌ପିଏଫ୍‌ ସ୍କୁଲ୍‌ଗୁଡ଼ିକୁ ମିଳୁଛି ବୋମା ଧମକ

ଗତ କିଛି ଦିନ ମଧ୍ୟରେ ଭାରତୀୟ ବିମାନଗୁଡ଼ିକୁ ବୋମା ଧମକ ମିଳୁଥିବା କଥା ଆପଣ ଜାଣନ୍ତି। ନିକଟରେ ଦିଲ୍ଲୀର ଦୁଇଟି ଏବଂ ହାଇଦ୍ରାବାଦରେ ଗୋଟିଏ ସମେତ ଦେଶର ଅନେକ ସିଆର୍‌ପିଏଫ୍‌ ବିଦ୍ୟାଳୟକୁ ‌ବି ବୋମା ଧମକ ମିଳିଛି। ନୂଆଦିଲ୍ଲୀ/ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : ଗତ କିଛି

ସଲ୍‌ମାନଙ୍କ ଘର ସାମ୍ନାରେ ଗୁଳି କରିଥିବା ଅଭିଯୁକ୍ତର ଜାମିନ୍‌ ଆବେଦନ ଖାରଜ

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବାନ୍ଦ୍ରାସ୍ଥିତ 'ଗାଲାକ୍ସି ଆପାର୍ଟମେଣ୍ଟ' ବାହାରେ ଗୁଳି ଚଳାଇଥିବା ଅଭିଯୁକ୍ତ ଭିକି ଗୁପ୍ତାଙ୍କ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ମୁମ୍ବାଇ/ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ

ସ୍ପା ଓ ମହିଳା କର୍ମଚାରୀଙ୍କ ତଥ୍ୟ ରଖିବ ପୁଲିସ

ବଡ଼ଗଡ଼ ଥାନା ରବି ଟକିଜ୍‌ ଛକ ଅଞ୍ଚଳର ଡାଇମଣ୍ଡ୍‌ ସେଲୁନ ଆଣ୍ଡ ସ୍ପା ମାମଲାକୁ ନେଇ ଖୋଳତାଡ଼ ଜାରି ରହିଛି। ଜଣେ ନାବାଳିକାଙ୍କୁ ଏଠାରେ ଅର୍ଥ ଲୋଭ ଦେଖାଇ ଯୌନ ନିର୍ଯାତନା ଦିଆଯାଉଥିଲା ବୋଲି ପ୍ରମାଣ ମିଳିବା ପରେ ସ୍ପା ପରିଚାଳନା କରୁଥିବା ଜଣେ ଯୁବତୀ ପ୍ରତିଭା ରାଣୀ ରାଉତ

ମଦ ବେପାରୀଠୁ ଲାଞ୍ଚ ନେଇ ଧରାପଡ଼ିଲେ ଖଣ୍ଡପଡ଼ା ଥାନା ଏସଆଇ

ମଦ ବେପାରୀଠୁ ଲାଞ୍ଚ ନେଇ ଧରାପଡ଼ିଲେ ଖଣ୍ଡପଡ଼ା ଥାନା ଏସଆଇ ଏସ୍‌କେ ରେହମାନ।  ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଖଣ୍ଡପଡ଼ା ଥାନା ଏଏସ ଏସ୍‌କେ ରେହମାନଙ୍କୁ ଧରିଛି ନୟାଗଡ଼ ଏବଂ ଭୁବନେଶ୍ୱର ଭିଜିଲାନ୍ସ ଟିମ୍‌। କଟକ/ଖଣ୍ଡପଡ଼ା,୨୧-୧୦-୨୦୨୪(ପିପିଏସ) : ମଦ ବେପାରୀଠୁ ଲାଞ୍ଚ