Browsing Category

ଅପରାଧ

ବନ୍ଧୁକମୁନରେ ଲୁଟିନେଲେ ବସ୍ତା ବସ୍ତା କେନ୍ଦୁପତ୍ର

ଦଶପଲ୍ଲା ବନାଞ୍ଚଳ ସାକେଣୀ କେନ୍ଦୁପତ୍ର ଫଡ଼ିରେ ବଡ଼ ଧରଣର ଡକାୟତି ହୋଇଛି। ବନ୍ଧୁକ ଦେଖାଇ ମୁଖା ପିନ୍ଧା ୧୦ଜଣ ଯୁବକ ଲୁଟିନେଇଛନ୍ତି ବସ୍ତା ବସ୍ତା କେନ୍ଦୁପତ୍ର। ଦଶପଲ୍ଲା/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ସାକେଣୀ କେନ୍ଦୁପତ୍ର ଫଡ଼ିରେ ବଡ଼

ସମ୍ବଲପୁର ଓ ବରଗଡ଼ କାରାଗାରରେ ଅଚାନକ ଚଢ଼ାଉ

ସମ୍ବଲପୁର/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ଆଜି ସମ୍ବଲପୁର ଓ ବରଗଡ଼ କାରାଗାରରେ ଅଚାନକ ଚଢ଼ାଉ କରାଯାଉଛି। ଭୋର ପ୍ରାୟ ୪ଟାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢ଼ାଉ କରାଯାଇଛି। ସମ୍ବଲପୁର ମଣ୍ଡଳ କାରାଗାରରେ ପୁଲିସ ଫୋର୍ସ ସହ ସମ୍ବଲପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ସଦର ଏସଡିପିଓଙ୍କ

ଆନ୍ଦୋଳନକାରୀଙ୍କୁ ଗିରଫ ପାଇଁ ଚଢ଼ଉ ଜାରି

ଶାନ୍ତ ପଡ଼ୁଛି ଅଶାନ୍ତ ଭଦ୍ରକ ଭଦ୍ରକ/ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ଅଶାନ୍ତ ଭଦ୍ରକ ଓ ଧାମନଗର ଧୀରେ ଧୀରେ ଶାନ୍ତ ହେବାରେ ଲାଗିଛି। ଇଣ୍ଟରନେଟ୍‌ ସେବା ସ୍ବାଭାବିକ ହୋଇଛି। ଶାନ୍ତିରକ୍ଷା ପାଇଁ ବରିଷ୍ଠ ପୁଲିସ ଅଧିକାରୀମାନେ ବିଭିନ୍ନ ସଂଗଠନ ସହ ଆଲୋଚନା ଜାରି ରଖିଛନ୍ତି। ତେବେ,

ପୁଲିସ୍‌ ଷ୍ଟେସନ୍‌ ସମ୍ମୁଖରେ ଧାରଣାରେ ବସି ଗିରଫ ହେଲେ ରୁପା ଗାଙ୍ଗୁଲୀ

କୋଲକାତା/ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) :  ବାଂସଦ୍ରୋଣୀ ପୁଲିସ ଷ୍ଟେସନରେ ସାରା ରାତି ଧାରଣାରେ ବସିବା ପରେ ବିଜେପିର ବରି‌ଷ୍ଠ ନେତ୍ରୀ ତଥା ପୂର୍ବତନ ସାଂସଦ ରୁପା ଗାଙ୍ଗୁଲୀଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୁଲିସ୍‌। ଏକ ସଡ଼କ ଦୁର୍ଘଟଣା ମାମଲାରେ ଗିରଫ ହୋଇଥିବା ବିଜେପି ନେତାଙ୍କୁ

ଇଟାରେ ଛେଚି ମା’କୁ ହତ୍ୟା!

ଝାରସୁଗୁଡ଼ା/ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ଟଙ୍କା କେଇଟା ପାଇଁ ପୁଅ ସାଜିଲା ଦାନବ। ନିଜେ ନଖାଇ ପେଟକୁ ଦାନା ଯୋଗାଇଥିବା ମା’ର ସବୁ ବଳିଦାନକୁ ଭୁଲିଗଲା ପୁଅ। ଶେଷରେ ଇଟାରେ ‌ଛେଚି ମା’କୁ ହତ୍ୟା କଲା ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା

ନୂଆ ସିପିଙ୍କ ଆଗରେ ଅନେକ ଆହ୍ବାନ

କମିସନରେଟ୍‌ ପୁଲିସରେ ଅପରାଧୀଙ୍କ ସ୍ଥାନ ନାହିଁ। ଭୁବନେଶ୍ୱର ୦୧-୧୦-୨୦୨୪ (ପିପିଏସ) : କମିସନରେଟ୍‌ ପୁଲିସରେ ଅପରାଧୀଙ୍କ ସ୍ଥାନ ନାହିଁ। ରାସ୍ତାଘାଟରେ କମେଣ୍ଟ କରୁଥିବା ଅସାମାଜିକଙ୍କ ଠାରୁ ଆରମ୍ଭ କରି ବଡ଼ ଅପରାଧ ଘଟାଉଥିବା କୁଖ୍ୟାତ ଅପରାଧୀ, କାହାକୁ ଛଡ଼ାଯିବ ନାହିଁ। ପୁଲିସ

ତେଜିଲା ଭଦ୍ରକ ହିଂସା ରାଜନୀତି

ସାମ୍ପ୍ରଦାୟିକ ହିଂସାକୁ ନେଇ ତେଜିଲା ରାଜନୀତି । ଭଦ୍ରକ ଘଟଣାରେ ବିଜେଡିକୁ ବିଜେପିର କଡ଼ା ଟାର୍ଗେଟ୍ । ଭୁବନେଶ୍ୱର ୦୧-୧୦-୨୦୨୪ (ପିପିଏସ) : ସାଂପ୍ରଦାୟିକ ହିଂସାକୁ ନେଇ ପୁଣି ତେଜିଲା ରାଜନୀତି। ଭଦ୍ରକ ଘଟଣାକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି। ନୂଆ ସରକାରକୁ ଦୋଷ ଦେଲା ବିଜେଡି।

କୋଷ୍ଟାଲ ରେଗୁଲେସନ ଜୋନ ଆଇନ ଉଲଙ୍ଗନ

ସମୁଦ୍ରକୂଳରୁ ବାଲି ଉଠି ଚାଲିଛି ରାସ୍ତା ନିର୍ମାଣ କାର୍ଯ୍ୟ ପାରାଦୀପ,୩୦-୦୯-୨୦୨୪ (ପିପିଏସ) : ସରକାରୀ ନିୟମକୁ ଫୁ କରି ଉଡାଉଛନ୍ତି କଣ୍ଟ୍ରାକ୍ଟର,ରାସ୍ତା ନିର୍ମାଣ ପାଇଁ ଦିନ ଦ୍ବିପ୍ରହର ରେ ଖୁଲମଖୁଲା କରୁଛନ୍ତି ସିଆରଜେଡ ଉଲଂଘନ l ସମୁଦ୍ର କୂଳରୁ ଦୁଇଶହ ମିଟର ଭିତରେ ବାଲି ଖୋଲି

ଭରତପୁର କାଣ୍ଡ:ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ

ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ମାମଲାରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ। ତଦନ୍ତ କମିଶନ ଜଷ୍ଟିସ୍ ଚିତ୍ତରଞ୍ଜନ ଦାସ ପ୍ରଥମ ବୈଠକ କରିଛନ୍ତି। ଏଥିରେ ପୁଲିସ ଡିଜି ଓ ଗୃହ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକ ପରେ

ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ ୫ ପୁଲିସ ଅଧିକାରୀ

କଟକ/ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ଭରତପୁର ଥାନା ବିବାଦ ଘଟଣାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ ୫ ପୁଲିସ କର୍ମଚାରୀ | ଇନ୍ସପେକ୍ଟର ଦୀନକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟ ୪ ପୁଲିସ କର୍ମଚାରୀ ବି ଆଗୁଆ ଜାମିନ ଆବେଦନ କରିଛନ୍ତି | ଉଲ୍ଲେଖ ଥାଉ କି ଭରତପୁର ଥାନା