Browsing Category

ଅପରାଧ

କେନ୍ଦୁଝର କାରାଗାରରୁ କଏଦୀ ଚମ୍ପଟ

କେନ୍ଦୁଝର/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ଦୀର୍ଘଦିନରୁ ସୁଯୋଗ ଖୋଜୁଥିଲା କଏଦୀ। ଗତକାଲି ଏହି ଅବସର ମିଳିବା ପରେ ଜେଲର ବିରାଟ କାନ୍ଥ ଡ଼େଇଁ ଖସିଯାଇଛି। କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରରୁ କଅଦୀ ଚମ୍ପଟ ହେବା ନେଇ ଥାନାରେ ଅଭିଯୋଗ ହୋଇଛିl କଏଦୀର ନାମ ହେଲା ପରେଶ ମୁଣ୍ଡା।

ଟେଣ୍ଡରରେ ସୀମିତ ମଶାଣି

ରାସ୍ତା କଡ଼ରେ କୁଢ଼କୁଢ଼ କୁକୁରଙ୍କ ଶବ Bijay kumar panda ଭୁବନେଶ୍ୱର ୨୮-୧୨-୨୦୨୪(ପିପିଏସ) : ଗୋଟିଏ କି ଦୁଇଟି ନୁହେଁ, ବରଂ କୁଢ଼କୁଢ଼ କୁକୁରଙ୍କ ଶବ। କିଛି ପଚି ଗଲାଣି, ଆଉ କିଛି ସଦ୍ୟ। ସାରା ଅଞ୍ଚଳ ଦୁର୍ଗନ୍ଧରେ ଭର୍ତ୍ତି। କେଉଁ ଜନଗହଳିରୁ ଦୂରରେ ନୁହେଁ, ବରଂ

ଟଙ୍କା ଠକେଇ

ଗାଜିଆବାଦ୍‌ରୁ ମା’-ପୁଅଙ୍କୁ ବାନ୍ଧିଲା ଓଡ଼ିଶା ସାଇବର ପୁଲିସ ଭୁବନେଶ୍ୱର ୨୮-୧୨-୨୦୨୪(ପିପିଏସ) : ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଓଡ଼ିଶା ସାଇବର ଥାନା ପୁଲିସ ମା’-ପୁଅଙ୍କୁ ଉତ୍ତରପ୍ରଦେଶର ଗାଜିଆବାଦ୍‌ରୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ନୀଲମ ଅଗ୍ରୱାଲ ଓ ତାଙ୍କର ପୁଅ ବଂଶ

ରାଜଧାନୀରେ ବାବାଙ୍କ ମଠକୁ ବୋମାମାଡ

ଭୁବନେଶ୍ୱର ୨୭-୧୨-୨୦୨୪ (ପିପିଏସ) : ଶ୍ରୀଲିଙ୍ଗରାଜ ଥାନା ଅଧୀନ ଖରାଖିଆ ବୈଦ୍ୟନାଥସାହିସ୍ଥିତ ତ୍ରିଦଣ୍ଡୀ ଗୌଡ଼ୀୟ ମଠ ଉପରକୁ ସୋମବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ବୋମାମାଡ଼ରେ ମଠର ରୋଷେୟା ବାବା ସୁବଳ ସଖା ତ୍ରିଦଣ୍ଡୀ ମହାରାଜ(୬୨) ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ

ଆଖିରେ ହାଣି ପୁରୁଷଙ୍କୁ ନିଜ ଆଡକୁ ଆକୃଷ୍ଟ କରୁଥିଲା ସିରିୟଲ କିଲର

ଶାଢି ପିନ୍ଧିବା ସହ ନେଉଥିଲେ ମେକଅପ | ଆଖିରେ କଜଳ ସାଙ୍ଗକୁ ଓଠରେ ଲଗାଉଥିଲେ ଲାଲ ଲିପଷ୍ଟିକ | ବୋଲଡ଼ ଲୁକରେ ଯୁବକଙ୍କୁ ଲିଫ୍ଟ ଦେଉଥିଲେ ଆଉ ଲୁଟୁଥିଲେ | ଯିଏ ପ୍ରତିବାଦ କଲା, ନେଇଯାଉଥିଲେ ଜୀବନ | ଚଣ୍ଡୀଗଡ଼/ଭୁବନେଶ୍ୱର ୨୭-୧୨-୨୦୨୪ (ପିପିଏସ) : ଶାଢି ପିନ୍ଧିବା ସହ ନେଉଥିଲେ

ଭିଜିଲାନସ୍ ଜାଲରେ ରାଜସ୍ବ ନିରୀକ୍ଷକ; ସ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ

ଆରଆଇ ସୁରେନ୍ଦ୍ର ତନ୍ତୀଙ୍କ ପତ୍ନୀ ନବରଙ୍ଗପୁର ଠାରେ ‌ଏଗ୍ରୀଗୋଲଡ୍ ନାମକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ଏଜେଣ୍ଟ ସାଜିଥିଲେ। ଅଂଚଳରେ  ଗ୍ରାମର କିଛି ମହିଳା ଓପୁରୁଷଙ୍କ ଠାରୁ ଦିନିକିଆ ୨୦ଟଙ୍କା ଓ ଏକକାଳୀନ ୫୦୦ରୁ ୬୦୦ଟଙ୍କା ଲେଖାଏଁ ଜମା ରାଶି ଆଦାୟ କରିଥିଲେ। କୋରାପୁଟ/ଭୁବନେଶ୍ୱର

କମିସନରେଟ୍‌ ପୁଲିସର ଅନୁରୋଧ: ନୂଆବର୍ଷ ପାଳନ କରନ୍ତୁ, ହେଲେ ମଦ୍ୟପାନକୁ ନାଁ

ଭୁବନେଶ୍ୱର ୨୭-୧୨-୨୦୨୪ (ପିପିଏସ) : କ୍ୟାଲେଣ୍ଡର ବର୍ଷ-୨୦୨୪ ସରିବାକୁ ଯାଉଥିବା ବେଳେ ନୂଆବର୍ଷ-୨୦୨୫ ଚାରିଦିନ ପରେ ଆସିବ। ନୂଆବର୍ଷକୁ ନେଇ ଯୁବପିଢ଼ି ବେଶ ଉତ୍ସାହିତ ଥିବା ବେଳେ ବ୍ୟବସାୟୀମାନେ ମଧ୍ୟ ଭଲ ରୋଜଗାର କରିବାକୁ ଆଶା ରଖିଛନ୍ତି। ତେବେ ନୂଆବର୍ଷ ଶାନ୍ତିର ସହିତ ଅତିକ୍ରମ କରୁ

ବ୍ରହ୍ମପୁତ୍ରରେ ଡ୍ୟାମ୍ ନିର୍ମାଣ କରିବ ଚୀନ୍: ଭାରତ ବନ୍ୟାରେ ବୁଡ଼ିବା ଆଶଙ୍କା

ଭାରତ ତଥା ଅନ୍ୟ ପଡ଼ୋଶୀ ଦେଶର ବିରୋଧକୁ ଅଣଦେଖା କରି ଚୀନ୍ ବ୍ରହ୍ମପୁତ୍ର ନଦୀରେ ବିଶ୍ୱର ବୃହତ୍ତମ ଡ୍ୟାମ୍ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ଚୀନ୍ ଏଥିପାଇଁ ୧୩୭ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ଯାଉଛି। ଏହି ଡ୍ୟାମ୍ ଭାରତ ଏବଂ ବାଂଲାଦେଶ ପାଇଁ ଏକ ବଡ଼ ବିପଦ ହୋଇପାରେ ବୋଲି

କୋମାରେ ‘ଡାହାଣୀ ନିରୋଧ’ ଆଇନ

ମାମଲା ସଂଖ୍ୟା ବଢ଼ୁଛି, ୫ବର୍ଷରେ ଗଡ଼ିଲାଣି ୪୪ ମୁଣ୍ଡ ଭୁବନେଶ୍ୱର ୨୪-୧୨-୨୦୨୪ (ପିପିଏସ) : ମୋବାଇଲ ଓ ଇଣ୍ଟରନେଟ ଯୁଗରେ ଆଜି ବି ଓଡ଼ିଶାରେ ‘ଡାହାଣୀ’ ନାମକ ଅନ୍ଧବିଶ୍ବାସ ଦୂର ହୋଇନି। କୌଣସି ନା କୌଣସି କାରଣ ପାଇଁ ଜଣେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ହତ୍ୟା କରାଯାଉଛି। ଆଉ

ଜବରଦଖଲରେ ଭରି ହୋଇଗଲାଣି ଭୁବନେଶ୍ବର

ଭୁବନେଶ୍ୱର ୨୨-୧୨-୨୦୨୪ (ପିପିଏସ) : ଜବରଦଖଲରେ ଭର୍ତ୍ତି ଭୁବନେଶ୍ବର। ସରକାରୀ ଜାଗାରେ ନିର୍ମାଣ ହୋଇଛି ବହୁତଳ ପ୍ରାସାଦ। ଯିଏ ଯେଉଁଠି ପାରୁଛି ଘର ତିଆରି କରୁଛି। ପ୍ରଥମେ ବାଡ଼ ଘେରାଇ ବାଉଁଶ ପଲା, ପରେ କଂକ୍ରିଟ୍‌ ନିର୍ମାଣ। ସହର ଛାତି ଉପରେ ମୂଲ୍ୟବାନ୍‌ ଜମି ହଡ଼ପ କରିବାରେ ଏହା ଏକ