Browsing Category

ଅପରାଧ

ପ୍ରଦୀପ ପାଣିଗ୍ରାହୀଙ୍କୁ ଆଶ୍ବସ୍ତି

ଟାଟା କଂପାନିରେ ଚାକିରି ନାଁରେ ଠକେଇ ମାମଲା ବ୍ରହ୍ମପୁର/ଭୁବନେଶ୍ୱର ୦୭-୦୧-୨୦୨୫ (ପିପିଏସ ) : ବହୁଚର୍ଚ୍ଚିତ ଟାଟା କଂପାନିରେ ଚାକିରି ନାମରେ ଠକେଇ ମାମଲାରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଶ୍ବସ୍ତି ମିଳିଛି। ଏମ୍‌ପି/ଏମ୍‌ଏଲ୍‌ଏ ‌କୋର୍ଟରେ ସାଂସଦ ଶ୍ରୀ

କଡ଼ା ସୁରକ୍ଷା ବଳୟରେ ପ୍ରବାସୀ ଭାରତୀୟ ଦିବସ: ପୁଲିସ୍ ମାସ୍କଟ୍ ‘ହାଫି’ ଲୋକାର୍ପିତ

ଆସନ୍ତା ୮ ତାରିଖରେ ରାଜଧାନୀରେ ଆୟୋଜିତ ହେଉଛି ପ୍ରବାସୀ ଭାରତୀୟ ଦିବସ। ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ୧୦ ତାରିଖ ଉଦ୍‌ଯାପନୀ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ। ଭୁବନେଶ୍ୱର ୦୪-୦୧-୨୦୨୫ (ପିପିଏସ) : ଆସନ୍ତା ୮

ମହାପ୍ରସାଦ ନାଁରେ ଖଜା ବିକିପାରିବେନି:ଅରବିନ୍ଦ ପାଢ଼ୀ

ପୁରୀ/ଭୁବନେଶ୍ୱର ୦୪-୦୧-୨୦୨୫ (ପିପିଏସ) : ଏଣିକି ବ୍ୟବସାୟୀମାନେ ପୁରୀ ବଡ଼ଦାଣ୍ଡରେ ମହାପ୍ରସାଦ ନାଁରେ ଖଜା ବିକ୍ରି କରିପାରିବେ ନାହିଁ। ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ନାଁରେ ଖଜା ବିକିଲେ ସଂପୃକ୍ତ ବ୍ୟବସାୟୀମାନେ କାର୍ଯ୍ୟାନୁଷ୍ଠାନର ଶିକାର ହେବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

କଟକରେ ମୁମ୍ବାଇର ନକଲି ଇଲିସି

‘ଇଲିସି’ କହି ଦୁଇଗୁଣା ମୂଲ୍ୟରେ ‘ତୁମ୍ବା’ ବିକ୍ରି କଟକ,୦୩-୦୧-୨୦୨୫(ବି.ଏନ .ଓ ) : ନକଲି ଖାଦ୍ୟ ସାମଗ୍ରୀ କାରବାରକୁ ନେଇ ବଦନାମ ହୋଇଥିବା କଟକ ସହରରେ ଏବେ ସବୁଠାରୁ ଦାମିକିଆ ମାଛ ‘ଇଲିସି’ର ନକଲି କାରବାର ଗ୍ରାହକଙ୍କ ପାଇଁ ଉଦବେଗର କାରଣ ହୋଇଛି। ଅବିକଳ ଇଲିସି ମାଛ ଭଳି ଦେଖିବାକୁ

ଜନ୍ମମୃତ୍ୟୁ ପ୍ରମାଣପତ୍ର ପାଇଁ ୪ ହଜାର ଟଙ୍କା ଲାଞ୍ଚ

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସୁପରଭାଇଜର ଲକ୍ଷ୍ମୀ ନାରାୟଣ ମହାରଣା ଗୁରୁବାର ଜନ୍ମମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭବାନୀପାଟଣା/ଭୁବନେଶ୍ୱର

ସାହୁ ଭାଉଜଙ୍କ ଅଶ୍ଳୀଳ ନୃତ୍ୟ ପରିବେଷଣ ପରେ ଜାଗିଲା ମାଲକାନଗିରି ପୁଲିସ

ମାଲକାନଗିରି/ଭୁବନେଶ୍ୱର ୩୧-୧୨-୨୦୨୪(ପିପିଏସ) : ଯାତ୍ରା ମଞ୍ଚରେ ସାହୁ ଭାଉଜଙ୍କ ଅଶ୍ଳୀଳ ନୃତ୍ୟ ପରିବେଷଣ ସମୟରେ ମାଥିଲି ଥାନା ଆଇଆଇସିଙ୍କ ଉପସ୍ଥିତିକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିବା ପରେ ସଜାଗ ହୋଇଛି ମାଲକାନଗିରି ପୁଲିସ। ଗତକାଲି ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ ସମସ୍ତ

ମଣ୍ଡିରେ ପଶି ନିଜର ଖରାପ ଧାନକୁ ପାର କରିବାକୁ ଦଲାଲଙ୍କ ଉଦ୍ୟମ

ମାଲକାନଗିରି/ଭୁବନେଶ୍ୱର ୩୧-୧୨-୨୦୨୪(ପିପିଏସ) : ଜିଲ୍ଲାରେ ଏବେ ମଣ୍ଡି ଜୋରସୋରରେ ଚାଲୁ ରହିଥିବା ବେଳେ ଏଫଏକ୍ୟୁ ଧାନକୁ ନେଇ ଟଣାଓଟରା ମଧ୍ୟ ଚାଲିଛି। ଜିଲ୍ଲାରେ ଏବେ ଦଲାଲ ମାତିଛନ୍ତି। ଜିଲ୍ଲାରେ ୧୪ଟି ଲ୍ୟାମ୍ପସ ଏବଂ ଏସଏଚଜି ଅଧିନରେ ୬୫ଟି ମଣ୍ଡି ଚାଲୁଥିବା ବେଳେ ମଣ୍ଡି ଆରମ୍ଭ ହୋଇ

ତ୍ରିଦଣ୍ଡୀ ମଠରେ ବୋମାମାଡ଼ ମାମଲା: ବନ୍ଧା ହେଲେ ବାବା‌,

ଭୁବନେଶ୍ୱର ୩୧-୧୨-୨୦୨୪(ପିପିଏସ) : ତ୍ରିଦଣ୍ଡୀ ଗୌଡ଼ୀୟ ମଠରେ ହୋଇଥିବା ବୋମାମାଡ଼ ଓ ମୃତ୍ୟୁ ମାମଲା ଆଜି ନୂଆ ମୋଡ଼ ନେଇଛି। ଶ୍ରୀଲିଙ୍ଗରାଜ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ସମ୍ପୃକ୍ତ ମଠର ବାବା ଅକିଞ୍ଚନ ମହାରାଜଙ୍କୁ ଗିରଫ କରିଛି। ମୃତ ବାବାଙ୍କ ମୃତ୍ୟୁକାଳୀନ ଜମାନବନ୍ଦି

ଲୁଟିଆଙ୍କ ଟେର ପାଉନି କାକଟପୁର ଅସ୍ତରଙ୍ଗ ପୁଲିସ 

ବାଇକିରେ ଆସିଲେ ମହିଳାଙ୍କ ଠାରୁ ସୁନା ଚେନ ଲୁଟିଲେ  ଅସ୍ତରଙ୍ଗ/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ଦିନକୁ ଦିନ ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳ ରେ ଲୁଟପାଟ ଏବଂ ରାହାଜାନି ବଢ଼ିବାରେ ଲାଗିଛି। ଲୁଟ ଘଟାଇ ଆଖି ପିଛୁଳାରେ ଚମ୍ପଟ ମାରୁଛନ୍ତି ଅପରାଧୀ।ଦିନ ଦ୍ବିପ୍ରହରରେ

ଏମକେସିଜିରୁ ୪ ଡାକ୍ତର ବହିଷ୍କୃତ

ପିଜି ଛାତ୍ରଙ୍କୁ ହଷ୍ଟେଲରେ ଆକ୍ରମଣ ଘଟଣା ବ୍ରହ୍ମପୁର/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ବ୍ରହ୍ମପୁର ଏମକେସିଜିରୁ ୪ଜଣ ଡାକ୍ତର ବହିଷ୍କୃତ ହୋଇଥିବା ଜଣାଯାଇଛି। ଏନେଇ ଡିଏମଇଟିଙ୍କ ନିର୍ଦ୍ଦେଶରେ ବିଧିବଦ୍ଧ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏମକେସିଜି ମେଡିକାଲ କଲେଜ