Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
Browsing Category
					
		
		ବାଣିଜ୍ୟ
ପିଇଓଙ୍କ ଠାରୁ ୮.୫୯ ଲକ୍ଷ ଲୁଟ
					
କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ବିସିଂହପୁର ଥାନା ଅଞ୍ଚଳରେ ଶନିବାର ଦିନ ଦ୍ବିପହରରେ ଲୁଟ୍ ହୋଇଛି। ବୋରିଗୁମ୍ମା ବ୍ଲକର ବୋଡ଼ିଗାଁ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଅର୍ଜୁନ ପାତ୍ର ଏହି ଲୁଟର ଶିକାର ହୋଇଛନ୍ତି।
କୋରାପୁଟ/ଭୁବନେଶ୍ୱର ୧୫-୦୨-୨୦୨୫(ପିପିଏସ ) : କୋରାପୁଟ!-->!-->!-->…				
						କେରଳ ଉତ୍ସବରେ ହାତୀ ମାତିଲେ: ୩ ଜଣଙ୍କ ମୃତ୍ୟୁ, ୩୬ ଆହତ
					
କେରଳର କୋଝିକୋଡ଼ ଜିଲ୍ଲାରେ ଏକ ଉତ୍ସବ ସମୟରେ ହାତୀ ଆତଙ୍କ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୬ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି।  କୁରୁଭଙ୍ଗଡ଼ର ମନାକୁଲାଙ୍ଗରା ଭଗବତୀ ମନ୍ଦିରରେ ବାର୍ଷିକ ଉତ୍ସବର ପଞ୍ଚମ ତଥା ଶେଷ ଦିନରେ ଏହି ଘଟଣା ଘଟିଛି।
କୋଝିକୋଡ଼/ଭୁବନେଶ୍ୱର!-->!-->!-->…				
						ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ବଢ଼ିଲା ରାସନ କାର୍ଡ ଇ-କେୱାଇସି ସମୟ ସୀମା: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ…
					
ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଅପଡେଟ୍  ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ିଛି ବୋଲି  ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ପଞ୍ଚମ ଥର ପାଇଁ ସମ୍ପ୍ରସାରଣ କରିଛନ୍ତି ରାଜ୍ୟ ସରକାର। ଆଜି ଇ-କେୱାଇସି ଅପଡେଟର ଅବଧି ସରିବାର ଥିଲା ।
ଭୁବନେଶ୍ୱର!-->!-->!-->…				
						୧୦ମାସର ବକେୟା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍, ସୂଚନା ଦେଲେ ସରକାର
					
ରାଜ୍ୟ ସରକାର ସିଆରପି, ବ୍ୟାଙ୍କମିତ୍ର, ଏମ୍ବିକେ ଓ ପ୍ରାଣୀମିତ୍ରଙ୍କୁ ପାଇଁ ବଡ଼ ଖବର ଦେଇଛନ୍ତି। ମୋହନ ସରକାର ଏମାନଙ୍କୁ ବକେୟା ପାଉଣା ଦେବେ। କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ୧୦ମାସର ବକେୟା ପାଇବେ। ଏହା ଦ୍ବାରା ରାଜ୍ୟର ୬୨ ହଜାରରୁ ଊର୍ଦ୍ଧ୍ବ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ।
!-->!-->…				
						ଏମ୍ସ ଭୁବନେଶ୍ୱରରେ ଭାରତରେ ପ୍ରଥମ ଏଚ୍ପିବି ରେଡିଓଲୋଜି ପାଠ୍ୟକ୍ରମ
					
ଭାରତର ପ୍ରଥମ ହେପାଟୋ-ପାନକ୍ରିଏଟୋ-ବିଲିଆରି (ଏଚପିବି) ରେଡିଓଲୋଜି ପାଠ୍ୟକ୍ରମକୁ ସଫଳତାର ସହିତ ଆୟୋଜନ କରି ଏମ୍ସ ଭୁବନେଶ୍ୱର ଚିକିତ୍ସା ବିଜ୍ଞାନ, ଶିକ୍ଷା ଏବଂ ତାଲିମ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି।
ଭୁବନେଶ୍ୱର ୧୪-୦୨-୨୦୨୫(ପିପିଏସ ) : ଭାରତର ପ୍ରଥମ!-->!-->!-->…				
						ଋଣ ନାଁରେ ଖାଇଗଲେ ଲକ୍ଷଲକ୍ଷ ଟଙ୍କା !
					
ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃର ବିଜିପୁର ଶାଖାରେ ମିଥ୍ୟା ନଥିପତ୍ର ପ୍ରସ୍ତୁତ କରି ୧ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ  ପରେ  ପୁଣି ଛତ୍ରପୁର ଶାଖା ରେ ୭୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ନେଇ ଛତ୍ରପୁର ଥାନାରେ ମାମଲା ରୁଜୁ ହୋଇଛି।
ଛତ୍ରପୁର/ଭୁବନେଶ୍ୱର!-->!-->!-->…				
						ଖଣ୍ଡଗିରି କୁମ୍ଭମେଳାର ପୂର୍ଣ୍ଣାହୁତି
					
ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ଆବାହକତ୍ୱରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଖଣ୍ଡଗିରି ବିଶ୍ୱପ୍ରସିଦ୍ଧ କୁମ୍ଭମେଳା ଯୋଗଯଜ୍ଞର ପୂର୍ଣ୍ଣାହୁତି ଓ ସାଧୁସନ୍ଥ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଭୁବନେଶ୍ୱର ୧୩-୦୨-୨୦୨୫(ପିପିଏସ) :  ବିଶ୍ୱ ସନାତନ!-->!-->!-->…				
						ଏଣିକି ଜୈବିକ ଚାଉଳରେ ଶ୍ରୀମନ୍ଦିର କୋଠଭୋଗ
					
ମହାପ୍ରସାଦକୁ ରସାୟନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଶ୍ରୀମନ୍ଦିର କୋଠଭୋଗରେ ଜୈବିକ ଚାଉଳ ବ୍ୟବହାର କରାଯିବ।
ଭୁବନେଶ୍ୱର/ପୁରୀ ୧୩-୦୨-୨୦୨୫(ପିପିଏସ) : ମହାପ୍ରସାଦକୁ ରସାୟନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ!-->!-->!-->…				
						ଭିମସାର କର୍କଟ ୱାର୍ଡରେ ବିଦ୍ୟୁତ ବିଭ୍ରାଟ
					
ମୋବାଇଲ ଆଲୁଅରେ କେମୋ ଥେରାପି
ବୁର୍ଲା ଭିମସାରର କର୍କଟ ବିଭାଗରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ମୋବାଇଲ ଆଲୁଅରେ କେମୋ ଥେରାପି କରାଯାଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ ବିଭାଗ ପକ୍ଷରୁ ପ୍ରାକ୍ ସୂଚନା ନଦେଇ ବିଦ୍ୟତୁ କାଟ କରାଯାଇଥିଲା। ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି!-->!-->!-->…				
						‘ଆମେ ଏପରି ଜ୍ଞାନ ସୃଷ୍ଟି କରିବା ଯାହା ବିଶ୍ୱକୁ ସକାରାତ୍ମକ ଭାବେ ରୂପାନ୍ତରିତ କରିବ’
					ଛାତ୍ରଛାତ୍ରୀମାନଙ୍କୁ ଦୃଢ଼ ବିଶ୍ୱାସ, ସାହସ ଏବଂ କରୁଣା ସହିତ ନେତୃତ୍ୱ ନେବାକୁ ଆହ୍ୱାନ କରି, ମାନ୍ୟବର ରାଜ୍ୟପାଳ ସେମାନଙ୍କୁ ମହତ୍ୱାକାଂକ୍ଷୀ ପ୍ରକଳ୍ପଗୁଡ଼ିକୁ ଅନୁସରଣ କରିବାକୁ ଏବଂ 'ବିକ୍ଷିତ ଭାରତ' ଏବଂ 'ଏକ ଭାରତ ଶ୍ରେଷ୍ଠ ଭାରତ' ଦୃଷ୍ଟିକୋଣରେ ଯୋଗଦାନ ଦେବାକୁ ଉତ୍ସାହିତ!-->…				
						