Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
Browsing Category
					
		
		ବାଣିଜ୍ୟ
ବଦଳିବ ଶିକ୍ଷା ଭିତ୍ତିଭୂମି! ରାଜ୍ୟରେ ୪୫,୦୦୦ ଶିଶୁବାଟିକା ଖୋଲାଯିବ
					ଭୁବନେଶ୍ୱର ୧୭-୦୨-୨୦୨୫(ପିପିଏସ) :  ଶିକ୍ଷା ହେଉଛି ସମାଜର ଦର୍ପଣ। ଶିକ୍ଷା ମାଧ୍ୟମରେ ହିଁ ସମାଜରେ ପରିବର୍ତ୍ତନ ଆଣି ହେବ। ଶିକ୍ଷା ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୫-୨୬ରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ!-->…				
						ନିରାମୟ-ନିଦାନକୁ ଗୁରୁତ୍ବ
					
ଓଡ଼ିଶା ବଜେଟ ୨୦୨୫-୨୬: ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ
ଭୁବନେଶ୍ୱର ୧୭-୦୨-୨୦୨୫(ପିପିଏସ) :  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୋମବାର ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟରେ ସ୍ବାସ୍ଥ୍ୟସେବାକୁ ବିଶେଷ ଗୁରୁତ୍ବ ପ୍ରଦାନ କରାଯାଇଛି।!-->!-->!-->…				
						ଗ୍ରାମାଞ୍ଚଳରୁ ପ୍ରତିଭା ବାହାର କରିବା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
					
ରାଜ୍ୟ ସରକାର କ୍ରୀଡ଼ାକୁ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଭାବେ ଦେଖୁଛନ୍ତି। ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମଧ୍ୟ ବିସ୍ତୃତ ଯୋଜନା କରିଛନ୍ତି। କ୍ରିକେଟ୍, ଭଲିବଲ, ଫୁଟବଲ ଓ ଆଥଲେଟିକ୍ ପାଇଁ ପ୍ରତି ବ୍ଲକରେ ଭିତ୍ତିଭୂମି ନିର୍ମାଣ କରାଯାଉଛି।
ଭୁବନେଶ୍ୱର!-->!-->!-->…				
						୧.୩୪ ଲକ୍ଷ କୋଟିରେ ପହଞ୍ଚିଲା ଓଡ଼ିଶାର ମୋଟ ଋଣ
					
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଦି ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟର ଆକାର ୨୦୨୪-୨୫ ବଜେଟର ଆକାର ତୁଳନାରେ ପ୍ରାୟ ୯.୪ ପ୍ରତିଶତ ଅଧିକ ।
ଭୁବନେଶ୍ୱର ୧୭-୦୨-୨୦୨୫(ପିପିଏସ) :  ମୁଖ୍ୟମନ୍ତ୍ରୀ!-->!-->!-->…				
						ରାଜ୍ୟ ବଜେଟ୍ : କୃଷି ପାଇଁ ୩୭,୮୩୮ କୋଟିର ବ୍ୟୟ ବରାଦ
					
ସୋମବାର ବିଧାନସଭାରେ ଉପସ୍ଥାପିତ ରାଜ୍ୟ ବଜେଟରେ କୃଷି କ୍ଷେତ୍ର ପାଇଁ ୨୦୨୫-୨୬ ବଜେଟରେ ମୋଟ ୩୭,୮୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ଚଳିତ ଆର୍ଥିକ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ ।
ଭୁବନେଶ୍ୱର ୧୭-୦୨-୨୦୨୫(ପିପିଏସ) :  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାରେ!-->!-->!-->…				
						ଅଦା ଚାଷ ବାଟବଣା: ପଚିଗଲା ଅଧା ବିହନ!
					
ଏବେ କ୍ରପ୍ କଟିଂ ହୋଇ ଅଦା ଅମଳ ଆରମ୍ଭ ହେଲାଣି। କିନ୍ତୁ ଝାରସୁଗୁଡ଼ା ଜିଲ୍ଲାରେ ଯେତିକି ପରିମାଣର ଅଦା ବିହନ ଲଗାଯାଇଥିଲା, ଏବେ ସେତିକି ପରିମାଣର ଅଦା ଉତ୍ପାଦନ କଷ୍ଟକର ହୋଇପଡ଼ିଛି।
ଝାରସୁଗୁଡ଼ା/ଭୁବନେଶ୍ୱର ୧୬-୦୨-୨୦୨୫-(ପିପିଏସ) :  ଏବେ କ୍ରପ୍ କଟିଂ ହୋଇ ଅଦା ଅମଳ ଆରମ୍ଭ!-->!-->!-->…				
						ନିଆଁ ଆୟତ୍ତ ପାଇଁ କେତେ ପ୍ରସ୍ତୁତ ବନବିଭାଗ ?
					
ଆସୁଛି ଗ୍ରୀଷ୍ମଋତୁ: ଏହି ବନଖଣ୍ଡରେ ଜଣେ ବନପାଳ, ୨୨ ବନରକ୍ଷୀ ପଦବି ଖାଲି
ବର୍ତ୍ତମାନ ସୁଦ୍ଧା ଜଙ୍ଗଲ ସୁରକ୍ଷା କାର୍ଯ୍ୟରେ ନିଯୁକ୍ତ ପ୍ରତିରୋଧ ସହାୟକ ବା ପିଏମାନଙ୍କୁ ଜାନୁଆରି ମାସର ପ୍ରାପ୍ୟ ମିଳିନି। ଦୈନିକ ସର୍ବନିମ୍ନ ୪୫୨ ଟଙ୍କା ମଜୁରୀରେ ନିୟୋଜିତ ହୋଇଥିଲେ ସୁଦ୍ଧା ଠିକ ସମୟରେ!-->!-->!-->…				
						ବିମାନବନ୍ଦର ଓ ଆର୍ଏସ୍ପି ସମ୍ପ୍ରସାରଣ ନେଇ ମୋହନଙ୍କ ସହ କଥା ହେଲେ ଜୁଏଲ
					
ରାଉରକେଲା ବିମାନବନ୍ଦରର ଉନ୍ନତୀକରଣ ସହ ଆର୍ଏସ୍ପି ସମ୍ପ୍ରସାରଣ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋଚନା କରିଛନ୍ତି। ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଛନ୍ତି।
ରାଉରକେଲା/ଭୁବନେଶ୍ୱର!-->!-->!-->…				
						“ଲକ୍ଷପତି ଦିଦି ଯୋଜନା” ଘୋଷଣା
					
ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ ମହିଳା କମ୍ୟୁନିଟି ସପୋର୍ଟ ଷ୍ଟାଫ୍
ଭୁବନେଶ୍ୱର ୧୫-୦୨-୨୦୨୫(ପିପିଏସ ) :  ରାଜ୍ୟର ମହିଳାଙ୍କର ଆର୍ଥିକ ଅଭିବୃଦ୍ଧି କରାଇବା ଲକ୍ଷ୍ୟ ନେଇ “ଲକ୍ଷପତି ଦିଦି ଯୋଜନା” କାର୍ଯ୍ୟକାରୀ ନିମନ୍ତେ ଗତକାଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ!-->!-->!-->…				
						ପୂର୍ବ ଭାରତର ପ୍ରଥମ ଅସ୍ଥି ବ୍ୟାଙ୍କରେ ଅଚଳାବସ୍ଥା
					
କିଣାଯାଇ ପାରୁନି ସାଢ଼େ ୮ଲକ୍ଷ ଟଙ୍କାର ଫ୍ରିଜ୍
କଟକ ୧୫-୦୨-୨୦୨୫(ପିପିଏସ ) : ପୂର୍ବ ଭାରତର ପ୍ରଥମ ଅସ୍ଥି ବ୍ୟାଙ୍କ ପ୍ରତିଷ୍ଠା କରି ରାଜ୍ୟ ଚିକିତ୍ସା ବିଜ୍ଞାନରେ ନୂଆ ଇତିହାସ ସୃଷ୍ଟି କରିଛି ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ। ଅସ୍ଥିଶଲ୍ୟ ବିଭାଗ!-->!-->!-->…				
						