Browsing Category

ବାଣିଜ୍ୟ

ପ୍ରକୃତରେ ଯିଏ ଗରିବ, ତାଙ୍କର ରାସନ କାର୍ଡ କଟାଯିବନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ରାସନ କାର୍ଡ କଟାଯିବା ପ୍ରସଙ୍ଗରେ ଆଜି ବଡ଼ ବୟାନ ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ | ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର | ଭୁବନେଶ୍ୱର ୨୫-୦୨-୨୦୨୫ (ପିପିଏସ) : ରାସନ କାର୍ଡ କଟାଯିବା

ମାଟିତଳେ ପୋତି ହୋଇଗଲେ ୩ ଶ୍ରମିକ

ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ବରସୁଆଁ ଦମାଳ ଖଣି ଅଞ୍ଚଳରେ ଅଘଟଣ ଘଟିଛି । ମାଟି ଅତଡା ଧସି ୩ ଶ୍ରମିକ ଗୁରୁତର ହୋଇଛନ୍ତି । ୩ ଶ୍ରମିକ ମାଟି ତଳେ ପୋତି ହୋଇଯାଇଥିଲେ ରାଉରକେଲା/ଭୁବନେଶ୍ୱର ୨୫-୦୨-୨୦୨୫ (ପିପିଏସ) : ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ବରସୁଆଁ ଦମାଳ ଖଣି ଅଞ୍ଚଳରେ

ରାଜ୍ୟ ଟିକା ଭଣ୍ଡାରକୁ ଆଇଏସ୍‌ଓ ସାର୍ଟିଫିକେଟ୍‌

ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଟିକାର ଗୁଣବତ୍ତା ସମ୍ପୂର୍ଣ୍ଣ ପରିଚାଳନା ପାଇଁ ରାଜ୍ୟ ଟିକା ଭଣ୍ଡାର ଦେଶର ପ୍ରଥମ ଟିକା ଭଣ୍ଡାର ଭାବେ ଆଇଏସଓ ୯୦୦୦୧-୨୦୧୫ ସାର୍ଟିଫିକେଟ୍‌ ପାଇଛି ଭୁବନେଶ୍ୱର ୨୫-୦୨-୨୦୨୫ (ପିପିଏସ) : ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଟିକାର

ବିବାଦରେ କାନ୍ଥଚିତ୍ର

ସୁରବୀରଙ୍କ ନାମରେ ତ୍ରୁଟି ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ସମା‌ଜସେବୀ ଗୋଟିଏ ପଟେ ସରକାର ଓଡ଼ିଆ ଅସ୍ମିତାର କଥା କହୁଛନ୍ତି। ଅନ୍ୟପଟେ ବିଏମ୍‌ସି ସରକାରଙ୍କୁ ବଦନାମ କରିବାକୁ ଅଣ୍ଟା ଭିଡ଼ିଛି। କେବଳ ସରକାରଙ୍କୁ ବଦନାମ କରୁନାହିଁ, ବରଂ ପଶ୍ଚିମ ଓଡ଼ିଶାର

ଖାତାକୁ ଆସିଲା ପିଏମ କିଷାନ ଯୋଜନା କିସ୍ତି

ଚାଷୀଙ୍କୁ ହୋଲି ଭେଟି: ଓଡ଼ିଶାର ୩୪ ଲକ୍ଷରୁ ଅଧିକ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଉପକୃତ ଭୁବନେଶ୍ୱର ୨୪-୦୨-୨୦୨୫ (ପିପିଏସ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାର ୧୯ତମ କିସ୍ତି ଜାରି କରିଛନ୍ତି। ଏହା ମାଧ୍ୟମରେ

ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ୭୯୯ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍

ବିଦ୍ୟୁତ୍ ବିଲ୍ ଦେଖିବା ପରେ ଅଧ୍ୟକ୍ଷଙ୍କ ହୋସ ଉଡିଯାଇଛି | ଅଧ୍ୟକ୍ଷ କହିଛନ୍ତି ଯେ ସେ ନୁହେଁ ତାଙ୍କ ପରିବାର ସମଗ୍ର ସମ୍ପତ୍ତି ବିକ୍ରି କରିଦେଲେ ବି ସେମାନେ ବିଲ୍ ପରିଶୋଧ କରିପାରିବେ ନାହିଁ। ନୂଆଦିଲ୍ଲୀ/ଭୁବନେଶ୍ୱର ୨୩-୦୨-୨୦୨୫(ପିପିଏସ ) : ଉତ୍ତର ପ୍ରଦେଶର ଆଜମଗଡ଼

ଆରମ୍ଭ ହେଲା ‘ସୁଭଦ୍ରା ଶକ୍ତି ମେଳା’: ‘ସୁଭଦ୍ରା’ମାନେ ହେବେ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ

ସୁଭଦ୍ରା ମା’ମାନଙ୍କ ଅନ୍ତର୍ନିହିତ ଶକ୍ତିର ଜାଗରଣ ପାଇଁ ‘ସୁଭଦ୍ରା ଶକ୍ତି ମେଳା’ ଆୟୋଜିତ ହୋଇଛି। ଓଡ଼ିଶାର ମା’, ଭଉଣୀ ଏବଂ ଝିଅମାନଙ୍କର ପ୍ରତିଭା, ଦକ୍ଷତା ଓ ଉଦ୍ୟମର ନିଦର୍ଶନ। ପ୍ରତ୍ୟେକ ମହିଳା କିଭଳି ଦକ୍ଷ ଉଦ୍ୟୋଗୀ ହୋଇ ଆର୍ଥିକ ସ୍ୱତନ୍ତ୍ରତା ଭୁବନେଶ୍ୱର ୨୩-୦୨-୨୦୨୫(ପିପିଏସ )

ଉପରେ ମାଛ ତଳେ କଇଁଛ

ଆନ୍ଧ୍ରରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କଇଁଛ; ଜଙ୍କିଆରେ ଧରିଲା ବନ ବିଭାଗ ଜଂକିଆ/ଭୁବନେଶ୍ୱର ୨୩-୦୨-୨୦୨୫(ପିପିଏସ ) : ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ପଶ୍ଚିମବଙ୍ଗକୁ ଅଭିନବ ଉପାୟରେ କଇଁଛ ଚୋରାଚାଲାଣ ବିଫଳ ହୋଇଛି। ଲକ୍ଷ୍ୟସ୍ଥଳରେ କଇଁଛ ପହଞ୍ଚିବା ପୂର୍ବରୁ ଖୋର୍ଦ୍ଧା

୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଓଡ଼ିଶା ଟ୍ରାଭେଲ ବଜାର

ରାଜଧାନୀରେ ଆୟୋଜିତ ହେବାକୁ ଯାଉଛି ଷଷ୍ଠ ଥର ପାଇଁ ଓଡ଼ିଶା ଟ୍ରାଭେଲ ବଜାର ୨୦୨୫। ଆସନ୍ତା ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।  ଭୁବନେଶ୍ୱର ୨୨-୦୨-୨୦୨୫(ପିପିଏସ) :

ସୋରରେ ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ

ଯାତ୍ରୀ ସୁରକ୍ଷିତ, ରେଳ ଚଳାଚଳ ପ୍ରଭାବିତ ସୋର/ଭୁବନେଶ୍ୱର ୨୨-୦୨-୨୦୨୫(ପିପିଏସ) : ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ସବିରା ରେଳ ଷ୍ଟେସନ ଠାରୁ ମାତ୍ର କିଛି ଦୂରରେ ବେଲସାବିରା ନିକଟରେ ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍‌ ଶନିବାର ଅପରାହ୍‌ଣରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନ୍‌ଟି