Browsing Category

ବାଣିଜ୍ୟ

୩ ମାସରେ ଥରେ ବଦଳିବ ପେଟ୍ରୋଲ୍‌ ଦର!

ପେଟ୍ରୋଲ ଓ ଡିଜେଲର ବର୍ତ୍ତମାନ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥାକୁ ସରକାର ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି। ପ୍ରତି ୩ ମାସରେ ଥରେ ପେଟ୍ରୋଲ, ଡିଜେଲ ଦର ସମୀକ୍ଷା କରାଯିବ। ନୂଆଦିଲ୍ଲୀ/ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ପେଟ୍ରୋଲ ଓ ଡିଜେଲର ବର୍ତ୍ତମାନ ମୂଲ୍ୟ ନିର୍ଦ୍ଧାରଣ

କ’ଣ ପାଇଁ କମ୍ପାନୀମାନେ ସ୍କୁଟରରେ ବନ୍ଦ କରିଦେଲେ ଷ୍ଟେପିନ?

ପୂର୍ବରୁ ସ୍କୁଟରଗୁଡିକ ପଛରେ ଷ୍ଟେପିନ ଟାୟାର ବ୍ୟବହାର କରାଯାଉଥିଲା, ଯାହା ପଙ୍କଚର କ୍ଷେତ୍ରରେ ବ୍ୟବହୃତ ହେଉଥିଲା | ଏହି ଅତିରିକ୍ତ ଟାୟାର ଦିଆଯାଇଥିଲା ଯାହା ଦ୍ୱାରା ଯଦି ସ୍କୁଟରଟି ପଙ୍କଚର ହୋଇଯାଏ, ଚାଳକ  ଏହାକୁ ବଦଳାଇ ପାରିବ | କିନ୍ତୁ ଆଜିର ସ୍କୁଟରରେ ଏହି

ଠପ ହେବ ଟ୍ରାମ ସେବା!

କୋଲକାତା/ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ପଶ୍ଚିମବଙ୍ଗର କୋଲକାତାରେ ଟ୍ରାମ ସର୍ଭିସ କେବଳ ଯେ ଟ୍ରାନ୍ସପୋର୍ଟ ମୋଡ଼ ତାହା ନୁହେଁ ଏହା ହେଉଛି ୧୫୦ବର୍ଷର ପୁରୁଣା ଇତିହାସ। କୋଲକାତାବାସୀଙ୍କ ଏହି ଟ୍ରାମ ସର୍ଭିସ ସହିତ ଗଭୀର ଭାବେ ଜଡ଼ିତ।  ପ୍ରକାଶିତ ରିପୋର୍ଟ ମୁତାବକ,‘ ପଶ୍ଚିମବଙ୍ଗର

ଡିସେମ୍ବର ସୁଦ୍ଧା ୪୦୦୦ କୋଟି ଋଣ ଆଣିବ ଓଡ଼ିଶା

ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ରାଜ୍ୟ ସରକାର ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ୪୦୦୦ ‌କୋଟି ଟଙ୍କା ଋଣ କରିବେ। ନଭେମ୍ବର ଓ ଡିସେମ୍ବରରେ ସରକାର ଏହି ଋଣ ଆଣିବାକୁ ଯୋଜନା ରଖିଛନ୍ତି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି। ସରକାର ନଭେମ୍ବର ମାସରେ ୧୦୦୦

ବିଷ ବଳୟରେ ତାଳଚେର

ଦେଶର ଆର୍ଥିକ ବିକାଶ‌ରେ ତାଳଚେରର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା। ଦେଶ ସ୍ବାଧୀନତା ଲାଭ କରିବା ପୂର୍ବରୁ ତାଳଚେରରେ କୋଇଲା ଖଣିର ସନ୍ଧାନ ମିଳିଥିଲା। ଏଥିରୁ ମିଳୁଥିବା ବିପୁଳ ରାଜସ୍ବ ଦେଶର ଆର୍ଥିକ ସମ୍ବଳ ବୃଦ୍ଧି କରୁଛି। ତାଳଚେର/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ଦେଶର

ସ୍ପାମ୍‌ କଲ୍‌ ଓ ଏସ୍‌ଏମ୍‌ଏସ୍‌ ସମସ୍ୟାର ସମାଧାନ ଆଣୁଛି ଏୟାର୍‌ଟେଲ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ଆଜିକାଲି ସ୍ପାମ୍‌ କଲ୍‌ ଓ ଏସ୍‌ଏମ୍‌ଏସ୍‌ର ସମସ୍ୟା ପ୍ରାୟ ସମସ୍ତେ ଅନୁଭବ କରୁଥିବେ। ଏହି ସମସ୍ୟାର ସାମ୍ନା କରୁଥିବା ଅନେକ ଲୋକ ଏନେଇ ଅଭିଯୋଗ କରୁଛନ୍ତି। ଏହି ଅସୁବିଧାକୁ ଦୂର କରିବା ପାଇଁ ଏୟାର୍‌ଟେଲ୍‌ ଏକ ଖାସ୍‌ ଉପାୟ ଚିନ୍ତା କରିଛି।

ମହଙ୍ଗା ହେଲା ସୋରିଷ ଓ ସୋୟାବିନ ତେଲ

ନୂଆଦିଲ୍ଲୀ /ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : ଦେଶରେ ବିଭିନ୍ନ ଖାଇବା ତେଲର ଦାମ ବଢିଚାଲିଛି । ଗତ ସପ୍ତାହରେ ବିଭିନ୍ନ ଖାଇବା ତେଲର ଦର ହାରାହାରି ୧୦ ପ୍ରତିଶତ ବୃଦ୍ଧି ପାଇଛି । ବିଶେଷକରି ସୋରିଷ ତେଲ, ସୋୟବିନ ତେଲ, ସୂର୍ଯ୍ୟମୂଖୀ ଓ ପାମ୍ ଅଏଲର ମୂଲ୍ୟ ବୃଦ୍ଧି ପାଇଛି । ଦେଶରେ

ବଢ଼ୁଛି ଭିଟାମିନ-ଇ କ୍ୟାପସୁଲ୍‌ ଚାହିଦା

ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : ବର୍ତ୍ତମାନ ସମୟରେ କ୍ୟାରିୟର ଚିନ୍ତା ସହିତ ଯୁବପିଢ଼ିଙ୍କ ଆଉ ଏକ ବଡ଼ ମୁଣ୍ଡବ୍ୟଥାର କାରଣ ପାଲଟିଛି କେଶ ଝଡ଼ିବା ଓ ଚର୍ମଜନିତ ସମସ୍ୟା। ପ୍ରତ୍ୟେକ ଦିନ ସାଙ୍ଗସାଥୀ ମେଳରେ ହେଉ ଅଥବା ସୋସିଆଲ ମିଡିଆରେ, ଏହା ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି।

ଜାଲରେ ପଡ଼ିଲା ଅଦ୍ଭୁତ ମାଛ : ଦାମ ୧୫ ଲକ୍ଷ

ବାଲେଶ୍ୱର/ଭୁବନେଶ୍ୱର,୨୨-୯-୨୦୨୪ : ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଦୀଘା ମୁହାଣରେ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛନ୍ତି ଲକ୍ଷାଧିକ ଟଙ୍କାର ତେଲିଆ ଶିଳା ମାଛ। ଦୀଘା ମୁହାଣକୁ ଶନିବାର ଏହି ମାଛ ନିଲାମ ପାଇଁ ଆସିଥିଲା। ମାଛକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼

ଆମେ ତିରୁପତି ମନ୍ଦିରକୁ କେବେ ଘିଅ ଦେଇନୁ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୧-୦୯-୨୦୨୪ (ପିପିଏସ): ଆନ୍ଧ୍ରର ତିରୁପତି ଜିଲ୍ଲାର ତିରୁମାଲା ମନ୍ଦିରରେ ଦିଆଯାଇଥିବା ପ୍ରସାଦରେ ପଶୁ ଚର୍ବିର ବ୍ୟବହାରକୁ ନେଇ ଅମୁଲ ଶୁକ୍ରବାର ଦିନ ସ୍ପଷ୍ଟୀକରଣ ଦେଇଛି। ଅମୁଲ କହିଛି ଯେ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି)କୁ ସେ କେବେ ବି ଘିଅ