Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
ପରିବା ମାର୍କେଟରେ ନିଆଁ
ତାଳଚେର/ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ଏବେ ଓଡ଼ିଶା କାହିଁକି ବିଭିନ୍ନ ରାଜ୍ୟରେ ପରିବା ଦର ଆକାଶ ଛୁଆଁ , ସତେ ଯେମିତି ପରିବା ସ୍ଵର୍ଗରୁ ଚାଷ ହୋଇ ଆସୁଛି , ପରିବା କଳାବଜାରୀ ଏତେ ବଢ଼ିଛି ଯାହାକୁ ଛୁଇଁବ ୫୦,୬୦, ଟମାଟୋ କେଜି ୧୦୦ , ବାଇଗଣ କେଜି ୬୦, ଆଳୁରେ ମାତ୍ର ୧୦ ଟଙ୍କା!-->…
ପାରିବାରିକ ପର୍ବରୁ ସାମାଜିକ ମହୋତ୍ସବ
କଟକରେ ଦୁର୍ଗାପୂଜା ଓ ସୁନାଚାନ୍ଦି ମେଢ଼
କଟକ,୦୬-୧୦-୨୦୨୪ (ପିପିଏସ) : ଓଡ଼ିଶାରେ ଦଶହରାରେ ମୃଣ୍ମୟୀ ପୂଜାର ପରମ୍ପରା ଖୁବ୍ ଲୋକପ୍ରିୟ। କିନ୍ତୁ ଏହା ସ୍ବକୀୟ ଉତ୍କଳୀୟ ପରମ୍ପରା ନୁହେଁ। ରାଜ୍ୟର ପ୍ରାଚୀନ ସହର କଟକର ବଙ୍ଗୀୟ ଅଧିବାସୀ ଏହାର ମୂଳଦୂଆ ପକାଇଥିଲେ ବୋଲି କୁହାଯାଏ।!-->!-->!-->!-->!-->…
ଡିସେମ୍ବର ୧୫ରୁ କୋଣାର୍କ ଇକୋ ରିଟ୍ରିଟ୍
ପୁରୀ/ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ଡିସେମ୍ବର ୧୫ରୁ କୋଣାର୍କ ମେରାଇନ ରୋଡ୍ ସଂଲଗ୍ନ ବେଳାଭୂମିରେ ଆରମ୍ଭ ହେବ ଇକୋ ରିଟ୍ରିଟ୍। ବିଳାସପୂର୍ଣ୍ଣ ଟେଣ୍ଟରେ ତାରକା ହୋଟେଲର ଅନୁଭବ ନେବେ ପର୍ଯ୍ୟଟକ। ଜଳକ୍ରୀଡ଼ା, ବିଚ୍ ସ୍ପୋର୍ଟସ ତଥା ବେଳାଭୂମି କ୍ରୀଡ଼ା, ଇନ୍ଡୋର ଗେମ୍ ଏବଂ!-->!-->!-->…
ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍ ଚଳାଚଳ ବନ୍ଦ ଡାକରା
ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ଆସନ୍ତାକାଲି ସଂଧ୍ୟାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍ ଚଳାଚଳ ବନ୍ଦ ଡାକରା ଦିଆଯାଇଛି । କାଲି ସଂଧ୍ୟା ୭ଟାରୁ ୮ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଘରୋଇ ବସ୍ ମାଲିକ ସଂଘ ବନ୍ଦ ଡାକରା ଦେଇଛି ।
ଆସନ୍ତାକାଲି ସଂଧ୍ୟାରୁ ୨୪!-->!-->!-->…
ହିମାଚଳ ସରକାରଙ୍କ ନୂଆ ନିଷ୍ପତ୍ତି: ଶୌଚାଳୟ ଉପରେ ଟିକସ ଲାଗୁ
ନୂଆଦିଲ୍ଲୀ /ଭୁବନେଶ୍ୱର ୦୪-୧୦-୨୦୨୪(ପିପିଏସ) : ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସରକାର ଏକ ନୂତନ ଶୁଳ୍କ ଲାଗୁ କରିଛନ୍ତି। ଯେଉଁଥିରେ ଘରେ ଥିବା ଶୌଚାଳୟ ସିଟ୍ ସଂଖ୍ୟା ଉପରେ ଆଧାର କରି ଟିକସ ସଂଗ୍ରହ କରାଯିବ। ନିକଟରେ ପ୍ରକାଶିତ!-->…
ଦରଦାମ ବୃଦ୍ଧିର ପ୍ରଭାବ: ଆମିଷ ଥାଳି ଶସ୍ତା, ନିରାମିଷ ମହଙ୍ଗା !
ସାଧାରଣ ଲୋକଙ୍କ ପାଇଁ ଖାଦ୍ୟ ଏକ ବର୍ଷରେ ୧୧ ପ୍ରତିଶତ ମହଙ୍ଗା ହୋଇଛି
ନୂଆଦିଲ୍ଲୀ/ଭୁବନେଶ୍ୱର ୦୪-୧୦-୨୦୨୪(ପିପିଏସ) : ଦେଶରେ ଦରଦାମ ବୃଦ୍ଧିର ପରିସ୍ଥିତି ସଙ୍କଟଜନକ ହୋଇଛି। ଖୁଚୁରା ମୁଦ୍ରାସ୍ଫୀତି ୪ ପ୍ରତିଶତକୁ ଖସି ଆସିବା ସତ୍ତ୍ବେ ଖାଦ୍ୟ ମୁଦ୍ରାସ୍ଫୀତି ଅଧିକ ରହିଛି। ଏହା!-->!-->!-->!-->!-->…
ନିଲାମ ହେଲା ମହାପ୍ରଭୁଙ୍କ ଅର୍ପଣ ଚାଉଳ
ଅର୍ପଣ ଚାଉଳକୁ ୨କୋଟି ୮୬ ଲକ୍ଷ ଟଙ୍କାରେ ବିକ୍ରି କରିଛି ଶ୍ରୀମନ୍ଦିର ପ୍ରଶାସନ
ପୁରୀ/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ମହାପ୍ରଭୁଙ୍କ ଅର୍ପଣ ଚାଉଳ ନିଲାମ ହୋଇଛି। ମୋଟ ୧୦ହଜାର ୩୨୨ କ୍ବିଣ୍ଟାଲ ଅର୍ପଣ ଚାଉଳକୁ ୨କୋଟି ୮୬ ଲକ୍ଷ ଟଙ୍କାରେ ବିକ୍ରି କରିଛି ଶ୍ରୀମନ୍ଦିର ପ୍ରଶାସନ।!-->!-->!-->…
ଷ୍ଟାର୍ଟଅପ୍ ଓଡ଼ିଶା କେଳେଙ୍କାରୀ: ଏପଟେ ତଦନ୍ତ, ସେପଟେ ଇସ୍ତଫା
ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ରାଜ୍ୟ ବାହାରର ଅଣଓଡ଼ିଆ ସଂସ୍ଥାକୁ ଆର୍ଥିକ ସହଯୋଗ ଦେଇ ବିବାଦକୁ ଆସିଥିବା ଷ୍ଟାର୍ଟ ଅପ୍ ଓଡ଼ିଶା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଗୋଟିଏ ପଟେ ଏଥିରେ ଥିବା କେଳେଙ୍କାରୀର ତଦନ୍ତ ଚାଲିଥିବା ବେଳେ ଅନ୍ୟପଟେ ଇସ୍ତଫା ପର୍ବ ଆରମ୍ଭ ହୋଇଛି। ପୂର୍ବରୁ ଜଣେ!-->…
ଓଡିଶାରେ ପୁଞ୍ଚିନିବେଶ ପାଇଁ ସକରାତ୍ମକ ଆଲୋଚନା ହୋଇଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆମ୍ବାସଡର ସମ୍ମିଳନୀରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ହାଇ କମିସନର, କନ୍ସଲ୍ ଜେନେରାଲ୍, ଟ୍ରେଡ୍ କମିସନର ଓ କୂଟନୀତିଜ୍ଞମାନଙ୍କୁ ଭେଟିବା ପରେ କହିଛନ୍ତି ଯେ କମିଶନର, ହାଇକମିଶନର ଏବଂ ବରିଷ୍ଠ!-->…
ବେଦାନ୍ତ ଆଲୁମିନିୟମର ସପ୍ତାହ-ବ୍ୟାପି ସ୍ୱଚ୍ଛତା ଅଭିଆନ
ଭାରତ ସରକାରଙ୍କ ‘ସ୍ବଚ୍ଛତା ହି ସେବା’ ପଦକ୍ଷେପର ଏକ ଅଂଶ ଭାବରେ ବେଦାନ୍ତ ଆଲୁମିନିୟମ ଝାରସୁଗୁଡାରେ ଏକ ସପ୍ତାହ ବ୍ୟାପୀ ସ୍ୱଚ୍ଛତା ଅଭିଆନକୁ ସଫଳତାର ସହ ସମାପ୍ତ କରିଛି।
ଝାରସୁଗୁଡା /ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ଭାରତ ସରକାରଙ୍କ ‘ସ୍ବଚ୍ଛତା ହି ସେବା’ ପଦକ୍ଷେପର ଏକ ଅଂଶ!-->!-->!-->…