Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
କୃତ୍ରିମ ଅଭାବ ଜନିତ ଦରବୃଦ୍ଧି ରୋକିବା ପାଇଁ ପ୍ରଶାସନିକ ଚଢ଼ଉ
ବାତ୍ୟା ପରିସ୍ଥିତିର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ଜିନିଷର କୃତ୍ରିମ ଅଭାବ ସୃଷ୍ଟି କରି କଳାବଜାରୀ, ଦରବୃଦ୍ଧି, ବେଆଇନ୍ ଭାବେ ମହଜୁଦ ଭଳି ଖବର ଓ ଅଭିଯୋଗ ଆଧାରରେ ଜିଲ୍ଲା ପ୍ରଶାସନ ତରଫରୁ ଚଢ଼ଉ କରାଯାଇଛି।
ଭଦ୍ରକ/ଭୁବନେଶ୍ୱର ୨୩-୧୦-୨୦୨୪(ପିପିଏସ!-->!-->!-->…
ମାଲଗୋଦାମରେ ୧୫ ଦିନ ପାଇଁ ସାମଗ୍ରୀ ମହଜୁଦ: ୨୪ ଘଣ୍ଟିଆ ଖୋଲା ରହିବ ଗୋଦାମ
ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ମାଲଗୋଦାମ ଓ ଛତ୍ରବଜାରରେ ଆଜି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ସୋମବାର ସନ୍ଧ୍ୟା ସୁଦ୍ଧା ପାଖାପାଖି ୧୬ କୋଟିରୁ ଅଧିକ ଟଙ୍କାର ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ବ୍ୟବସାୟୀମାନେ ବୋହି ନେଇଛନ୍ତି।
କଟକ,୨୨-୧୦-୨୦୨୪(ପିପିଏସ) :!-->!-->!-->!-->!-->…
ପୁରୀ ବିମାନବନ୍ଦର ପାଇଁ ଖୁବ୍ ଶୀଘ୍ର ଜମି ଅଧିଗ୍ରହଣ
ପୁରୀରେ ନିର୍ମାଣ ହେବାକୁ ଥିବା ‘ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର’ ପାଇଁ ଖୁବ୍ ଶୀଘ୍ର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ।
ଏଥିପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ୧୨ଜଣିଆ କମିଟି ଗଠନ ହୋଇଛି।
ଭୁବନେଶ୍ୱର ୧୮-୧୦-୨୦୨୪(ପିପିଏସ) : ପୁରୀରେ!-->!-->!-->!-->!-->!-->!-->!-->!-->!-->!-->…
ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅନୀଲ ଅଗ୍ରଓ୍ବାଲ
ବେଦାନ୍ତ ରାଜ୍ୟରେ ଆଉ ୧ଲକ୍ଷ କୋଟି ଟଙ୍କାର ନୂତନ ପୁଞ୍ଜି ବିନିଯୋଗ କରିବାକୁ ଘୋଷଣା କରିଛି ।
ମୁମ୍ବାଇରେ ମେକ୍ ଇନ୍ ଓଡ଼ିଶା ରୋଡ୍ ସୋ'ରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସହ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନୀଲ!-->!-->!-->!-->!-->!-->!-->…
ବର୍ଦ୍ଧିତ ମୂଲ୍ୟରେ କିଣାହେବ ଖରିଫ ଧାନ ଏବେଠୁ ସକ୍ରିୟ ହେଲେଣି ଦଲାଲ
ରାଉରକେଲା/ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ରାଜ୍ୟ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) କ୍ବିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଚାଷୀଙ୍କଠୁ ଖରିଫ ଧାନ କିଣିବାକୁ ଯାଉଛନ୍ତି । କେନ୍ଦ୍ରର ଧାର୍ଯ୍ୟ ଏମ୍ଏସ୍ପିଠୁ ରାଜ୍ୟ ସରକାର ଏଥର କ୍ବିଣ୍ଟାଲ ପ୍ରତି ଅଧିକ ୮୦୦ ଟଙ୍କା!-->!-->!-->…
ଜଗତସିଂହପୁର ରେ କଞ୍ଚା ପରିବା ଆକାଶ ଛୁଆଁ।
ଜଗତ ସିଂହପୁର,୧୭-୧୦-୨୦୨୪ (ପିପିଏସ) : ଉପକୂଳ ଅଞ୍ଚଳର ଏହି ଜିଲ୍ଲା ଟି ଏକ କୃଷି ଭିତ୍ତିକ ଜିଲ୍ଲା ।ଆବଶ୍ୟକତା ଅନୁଯାୟୀ କଞ୍ଚା ପରିବା ଉତ୍ପାଦନ କ୍ଷେତ୍ରରେ ଆତ୍ମ ନିର୍ଭର ଶିଳ ହୋଇଥିଲେ ମଧ୍ୟ ସାମୟିକ ଭାବରେ ବାହାର ରାଜ୍ୟରୁ ଆମଦାନୀ କରିଥାଏ।ମୁଖ୍ୟତଃ ଆଳୁ କଖାରୁ ବାହାର ବଜାରରୁ!-->!-->!-->…
ବିଏମ୍ସି ଆଦାୟ କରିବ ପ୍ରପର୍ଟି ଟ୍ୟାକ୍ସ
ପ୍ରସ୍ତାବ ପାରିତ ପରେ ପ୍ରସ୍ତୁତି ଆରମ୍ଭ
ହୋଲ୍ଡିଂ ଟିକସରେ ରହିଥିବା ଦୋଷ ଦୁର୍ବଳତା ଯୋଗୁ ବିଏମ୍ସିର ରାଜସ୍ବ ବଢ଼ୁନାହିଁ।
ତା ସହିତ ଏଥିରେ ଥିବା ଗଳାବାଟରେ ୱାର୍ଡ ଅଫିସର ଓ କେତେକ କର୍ମଚାରୀ ଫାଇଦା ଉଠାଉଛନ୍ତି।
ବିଏମ୍ସିର ରାଜସ୍ବ କମି କମି ଯାଉଥିବା ବେଳେ କେତେକ!-->!-->!-->!-->!-->!-->!-->!-->!-->…
କଂପାନି ଗିଳୁଛି ଚାଷ ଜମି, ପ୍ରଶାସନ ନିରବ !
କିସମ ପରିବର୍ତ୍ତନ ନକରି କେମିତି ହେଲା ଶିଳ୍ପ ? ସରକାରଙ୍କୁ ରାଜସ୍ବ ଫାଙ୍କିବାକୁ ହୋଇନି ତ ହୀନ ଉଦ୍ୟମ ? ପ୍ରଶାସନ ଓ କଂପାନି ଭିତରେ ନାହିଁ ତ ମଧୁଚନ୍ଦ୍ରିକା ? କଟକ-ପାରାଦୀପ ରାଜପଥ କଡରେ ଥିବା ରାଜସ୍ବ ଅଧିକାରୀଙ୍କ ଅଫିସ ପଛପଟେ ଏତେ ବଡ଼ ଶିଳ୍ପ ଛିଡ଼ା ହୋଇଥିଲେ ବି ପ୍ରଶାସନ!-->!-->!-->!-->!-->…
ସାଇବର ଥୋପ
ସାଇବର ଥୋପ
ଟ୍ରେଡିଂ ଆପ୍ ଠକେଇ ହ୍ରାସ ପାଇବା ନାଁ ନେଉନାହିଁ। ରାଜଧାନୀରୁ ପୁଣି ଏକ ବଡ଼ଧରଣର ଠକେଇ ଅଭିଯୋଗ ଆସିଛି। ୨କୋଟି ୪୩ଲକ୍ଷ ଟଙ୍କାର ଲାଭ ପାଇବାର ଥୋପ ଦେଖାଇ ସାଇବର ଠକ ରୢାକେଟ୍ ଜଣେ ବ୍ୟବସାୟୀଙ୍କୁ ୭୩ ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି।
୨କୋଟି!-->!-->!-->!-->!-->!-->!-->!-->!-->!-->!-->!-->!-->…
ରତନ ଟାଟାଙ୍କୁ ମୁକେଶ ଅମ୍ବାନି ପରିବାରର ଶ୍ରଦ୍ଧାଞ୍ଜଳି
ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ଦୀପାବଳି ନୈଶ ଭୋଜିରେ ବିଶିଷ୍ଟ ଉଦ୍ୟୋଗପତି ସ୍ବର୍ଗତଃ ରତନ ଟାଟାଙ୍କୁ କମ୍ପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ପରିବାର ସମେତ କର୍ମଚାରୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ମୁମ୍ବାଇ,ଭୁବନେଶ୍ୱର ୧୬-୧୦-୨୦୨୪(ପିପିଏସ) : ରିଲାଏନ୍ସ!-->!-->!-->!-->!-->!-->!-->!-->!-->!-->!-->!-->!-->…