Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
କଟକ ରେଳଷ୍ଟେସନର ଦ୍ଵିତୀୟ ପ୍ରବେଶ ଦ୍ୱାର ଉଦଘାଟନ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
କଟକ,୦୭-୧୨-୨୦୨୪(ପିପିଏସ) : ନବକଳେବର ଦିଗରେ ଆଉ ପାଦେ ଆଗେଇଲା କଟକ ରେଳ ଷ୍ଟେସନ। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି କଟକ ରେଳ ଷ୍ଟେସନ ପୂର୍ବପାର୍ଶ୍ୱ ପ୍ରବେଶ ପଥକୁ ଉଦଘାଟନ କରିଛନ୍ତି। ପୂର୍ବପାର୍ଶ୍ୱ ଷ୍ଟେସନ ଭବନ ଦେଇ ଯାତ୍ରୀମାନେ ସିଧା ସଳଖ ଜାତୀୟ ରାଜପଥକୁ ବାହାରି!-->…
ରାଜ୍ୟରେ ମଦ ବିକ୍ରି ସହିତ ବଢୁଛି ଅବକାରୀ ରାଜସ୍ବ: ଅବକାରୀ ମନ୍ତ୍ରୀ
ରାଜ୍ୟରେ ମଦ ବିକ୍ରି ସହିତ ଅବକାରୀ ରାଜସ୍ବ ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଶନିବାର ବିଧାନସଭାରେ ଏକ ପ୍ରଶ୍ନ ନେଇ ଆଇନ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି
ଭୁବନେଶ୍ୱର ୦୭-୧୨-୨୦୨୪(ପିପିଏସ) : ରାଜ୍ୟରେ ମଦ ବିକ୍ରି ସହିତ ଅବକାରୀ ରାଜସ୍ବ!-->!-->!-->…
ନିମ୍ନମାନ ଛତୁଆ ପ୍ରସଙ୍ଗ: ୧୨୫ ଏସଏଚଜି ଗ୍ରୁପକୁ କାରଣ ଦର୍ଶାଅ ନୋଟିସ
ନିମ୍ନମାନର ଛତୁଆ ପ୍ରସଙ୍ଗ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ବିଧାୟକ କଳିକେଶ ନାରାୟଣ ସିଂ ଦେଓ ପ୍ରଶ୍ନ କରିଛନ୍ତି। ଆଉ ଏହାର ଉତ୍ତରରେ ପ୍ରଭାତୀ ପରିଡ଼ା କହିଛନ୍ତି, ନିମ୍ନମାନର ଛତୁଆ ଯୋଗାଣ କରୁଥିବା ଗ୍ରୁପଗୁଡ଼ିକୁ ନୋଟିସ ଜାରି!-->…
୧୩ ଶିଳ୍ପ କମ୍ପାନି ପୂର୍ବ ସରକାରରେ ଏମଓୟୁ କରି ଓହରି ଯାଇଛନ୍ତି: ଶିଳ୍ପମନ୍ତ୍ରୀ
ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକାଳରେ ଓଡ଼ିଶାରେ ପ୍ରକଳ୍ପ ନ କରି ୧୩ଟି ବୃହତ୍ ଶିଳ୍ପ କମ୍ପାନି ଓହରି ଯାଇଛନ୍ତି। ଏହି କମ୍ପାନିଗୁଡ଼ିକ ପ୍ରକଳ୍ପ ସ୍ଥାପନ ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ଓହରି ଯାଇଥିଲେ
ଭୁବନେଶ୍ୱର ୦୬-୧୨-୨୦୨୪(ପିପିଏସ) :!-->!-->!-->…
ଅନ୍ଲାଇନ୍ ଗେମ୍ର ଭୟଙ୍କର ପରିଣତି: ଜୀବନ ହାରିଦେଲେ ଯୁବକ
ସମ୍ପ୍ରତି ଅନ୍ଲାଇନ୍ ଗେମ୍ ସମଗ୍ର ଦେଶର ଯୁବପିଢ଼ିଙ୍କ ଏକ ବଡ଼ ବିପଦ ସାଜିଛି। ଅନ୍ଲାଇନ୍ ଗେମ୍ରେ ଫସି ବହୁ ଯୁବକ ପ୍ରାଣ ହାରିଦେଉଛନ୍ତି। ଆଜି ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।
ଭୁବନେଶ୍ୱର ୦୬-୧୨-୨୦୨୪(ପିପିଏସ) : ସମ୍ପ୍ରତି ଅନ୍ଲାଇନ୍ ଗେମ୍!-->!-->!-->…
ଦେବଗଡ଼ ଏବଂ କେନ୍ଦୁଝର ଜିଲ୍ଲାରେ ସୁନା ଖଣିର ସନ୍ଧାନ: ବିଭୂତି ଭୂଷଣ ଜେନା
ଦେବଗଡ଼ ଜିଲ୍ଲାର ଆଡ଼ାସ-ରମାପଲ୍ଲୀ ଏବଂ କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଥିବା ନେଇ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ବିଧାୟକ ଅଶ୍ବିନୀ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହା କହିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ।
!-->!-->!-->…
ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀରେ ରାଷ୍ଟ୍ରପତି: ‘ଅଧିକ ଗବେଷଣା ପ୍ରାଚୀନ ଆୟୁର୍ବେଦ ପ୍ରତି ଆସ୍ଥା…
ରୋଗୀମାନେ ଚିକିତ୍ସକଙ୍କୁ ଭଗବାନଙ୍କ ପ୍ରତୀକ ମାନନ୍ତି। ତେଣୁ ଚିକିତ୍ସକମାନେ ସେବା ଓ ସମ୍ବେଦନଶୀଳତାକୁ ପାଥେୟ କରି କାର୍ଯ୍ୟ କରିବା ଉଚିତ। ଚିକିତ୍ସକଙ୍କ ଚିକିତ୍ସା ରୋଗ ଉପଶମ କରେ ସତ, କିନ୍ତୁ ତାଙ୍କ ଉତ୍ତମ ବ୍ୟବହାର ଓ ମଧୁର ବଚନରେ ରୋଗୀ ଅନେକାଂଶରେ
ପୁରୀ/ଭୁବନେଶ୍ୱର ୦୫-୧୨-୨୦୨୪!-->!-->!-->…
ଆସାମ ପରି ଓଡ଼ିଶାରେ ମଧ୍ୟ ଗୋ ହତ୍ୟା ବନ୍ଦ ପାଇଁ କଡ଼ା ଆଇନ ଆସିବ: ମନ୍ତ୍ରୀ
ରାଜ୍ୟ ସରକାର ଗୋବଂଶ ବୃଦ୍ଧି ପାଇଁ ଯୋଜନା ଆରମ୍ଭ କରିଛନ୍ତି। ଗୋବଂଶ ବୃଦ୍ଧି ସହିତ ଗୋପାଳକଙ୍କର ଉନ୍ନତି ପାଇଁ ସରକାର ବହୁବିଧ ପଦକ୍ଷେପ ନେଇଛନ୍ତି। ଏଥିରେ କାମଧେନୁ ଯୋଜନା ମଧ୍ୟ ସାମିଲ ରହିଛି।
ଭୁବନେଶ୍ୱର ୦୫-୧୨-୨୦୨୪ (ପିପିଏସ) : ରାଜ୍ୟ ସରକାର ଗୋବଂଶ ବୃଦ୍ଧି ପାଇଁ ଯୋଜନା ଆରମ୍ଭ!-->!-->!-->…
କୋଣାର୍କ ଉତ୍ସବର ୪ର୍ଥ ସନ୍ଧ୍ୟା……
କୋଣାର୍କ ଉତ୍ସବର ୪ର୍ଥ ସନ୍ଧ୍ୟା......
କୁଚିପୁଡ଼ି ଓ ଓଡିଶୀ ନୃତ୍ୟରେ ବିମୋହିତ ବିଦେଶୀ ଓ ଦେଶୀୟ ପର୍ଯ୍ୟଟକ ।
କୋଣାର୍କ୦୪-୧୨-୨୦୨୪(ପିପିଏସ ) : ୩୫ତମ କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟା। ଏହି ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ହାଇଦ୍ରାବାଦରୁ ଆସିଥିବା ଦୀପିକା ରେଡ୍ଡୀ ଓ ସାଥୀ!-->!-->!-->!-->!-->…
ନୂଆବର୍ଷରେ ଉତ୍ସବମୟ ହେବ ରାଜଧାନୀ: ସରକାର ବଦଳିବା ପରେ ନୂଆ ପରିକଳ୍ପନାରେ କାର୍ଯ୍ୟକ୍ରମ
ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ, ଓଡ଼ିଶା ନିର୍ମାଣ କନ୍କ୍ଲେଭ୍, ଅର୍ନ୍ତଜାତୀୟ ପୁଷ୍ଟି ଶସ୍ୟ ସମ୍ମିଳନୀ, ହକି ବିଶ୍ବକପ୍ ଓ ଏକାମ୍ର ଉତ୍ସବ ପରି ବଡ଼ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରି ଚର୍ଚ୍ଚାରେ ଥିଲା ବିଜେଡି ସରକାର।
ଭୁବନେଶ୍ୱର ୦୪-୧୨-୨୦୨୪(ପିପିଏସ ) : ପ୍ରଥମ ବିଶ୍ବ ଓଡ଼ିଆ!-->!-->!-->…