Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
ଓଡ଼ିଶାରେ ଉତ୍ପାଦନ ହେବ ଟାଇଟାନିୟମ୍ ସ୍ଲାଗ୍; ବୁଝାମଣା ପତ୍ର ସ୍ୱାକ୍ଷରିତ
ଭାରତରେ ଟାଇଟାନିୟମ୍ ସ୍ଲାଗ୍ ଉତ୍ପାଦନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ଵିତ କରାଯିବ। ଏଠାରୁ ଉତ୍ପାଦନ ସାମଗ୍ରୀ ବିଦେଶରେ ବହୁରାଷ୍ଟ୍ରକୁ ରପ୍ତାନୀ କରାଯିବା ସହ ବିମାନ ଯନ୍ତ୍ରାଂଶ ନିର୍ମାଣ କ୍ଷେତ୍ରରେ ବ୍ୟାପକତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ଭୁବନେଶ୍ୱର!-->!-->!-->!-->!-->…
ପଶୁ ପାଳନ କ୍ଷେତ୍ରକୁ ବୃତ୍ତି ଭାବେ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରନ୍ତୁ: ମୁଖ୍ୟମନ୍ତ୍ରୀ
ବୃତ୍ତିକୁ ଏକ ସାଧାରଣ ଚାକିରି ବୋଲି ଭାବନ୍ତୁ ନାହିଁ। ଆପଣମାନଙ୍କ ଜ୍ଞାନ ଯେପରି ଲୋକଙ୍କ ଉପକାରରେ ଆସିବ, ସେମାନେ ଯେପରି ପଶୁ ପାଳନ ବୃତ୍ତିକୁ ଏକ ଲାଭ ଜନକ ତଥା ସମ୍ମାନଜନକ ବୃତ୍ତି ଭାବେ ଗ୍ରହଣ କରିବେ ସେଥିପାଇଁ ଉଦ୍ୟମ କରନ୍ତୁ।
ଭୁବନେଶ୍ୱର ୦୬-୧୧-୨୦୨୪(ପିପିଏସ) : ଆମର!-->!-->!-->!-->!-->…
ପୁଣି ବୋମା ଆତଙ୍କ: ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ବିମାନ
ପୁଣି ବିମାନରେ ବୋମା ଆତଙ୍କ ଖେଳିଯିବାରୁ ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ବିମାନର ହେଲା ଜରୁରୀ ଅବତରଣ କରିଥିବାର ଖବର ମିଳିଛି। ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରୁଥିବା ବେଳେ କଲା ଜରୁରୀ ଅବତରଣ କରିଛି ବିମାନ।
ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ପୁଣି ବିମାନରେ ବୋମା!-->!-->!-->…
ଆହାର କେନ୍ଦ୍ରରେ ଦୃନୀତି ଏବଂ ଅନିମୟତା
ଆଠ ମାସ ହେବ ସୁରକ୍ଷା କର୍ମୀ ନ ଥାଇ ବିଲ ପ୍ରଦାନ
ରାଉରକେଲା /ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ରାଜଗାଙ୍ଗପୁର ସ୍ଥିତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ସ୍ଥାପିତ ଆହାର କେନ୍ଦ୍ର ରେ ଗତ କିଛି ବର୍ଷ ତଳେ 400 ଜଣଙ୍କ ପାଇଁ 5 ଟଙ୍କା ମୂଲ୍ୟରେ ଆହାର ଜନତାଙ୍କପାଇଁ ବ୍ୟବସ୍ଥା !-->!-->!-->…
ଅଳ୍ପଦିନପରେ ଆନ୍ତର୍ଜାତିକ ବାଲୁକାକଳା ପ୍ରଦର୍ଶନୀ
ଆଗକୁ "ମାଘ ସପ୍ତମୀ ବୁଡ଼"
ଅସ୍ତବ୍ୟସ୍ତ ହୋଇ ପଡ଼ିଛି ବେଳାଭୂମି
ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ
କୋଣାର୍କ/ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ଡିସେମ୍ବର ୧ ରୁ ୫ କୋଣାର୍କ ଉତ୍ସବ ୨୦୨୪ ଆରମ୍ଭ ହେବ। ଏହି ଉତ୍ସବ ଅବସରରେ!-->!-->!-->!-->!-->!-->!-->!-->!-->…
ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା
ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଧାନ କିଣା | ଚାଷୀଙ୍କ ସୁରକ୍ଷା ,କଟଣି ଛଟଣି ମୁକ୍ତ ଧାନ କିଣା ଉପରେ ଗୁରୁତ୍ବ ଦେବେ ରାଜ୍ୟ ସରକାର | ଚାଷୀଙ୍କ ଧାନ ବିକ୍ରି ଟୋକନ୍ ଲାପସ ନହେବା ପାଇଁ ବ୍ୟବସ୍ଥା କରାଯାଇଛି
ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ଧାନ କିଣା କୁ ନେଇ ମନ୍ତ୍ରୀସ୍ତରୀୟ ବୈଠକ!-->!-->!-->…
ବିଏମ୍ସି ବରବାଦ କଲା କୋଟିଏ: ରାଜ୍ୟର ପ୍ରଥମ ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍ ବିଫଳ
ଡୁମୁଡ଼ୁମାରେ ରାଜ୍ୟର ପ୍ରଥମ ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା କରି ବିଏମ୍ସି କୋଟିଏ ଟଙ୍କା ବରବାଦ୍ କରିଛି।
ଏଠାରେ ଭେଣ୍ଡିଂ ଜୋନ୍ ନିର୍ମାଣ ହେବା ଦିନଠାରୁ ଅଧିକାଂଶ ବ୍ୟବସାୟୀ ଦୋକାନ ଖୋଲୁ ନାହାନ୍ତି।
ଭୁବନେଶ୍ୱର ୦୩-୧୧-୨୦୨୪(ପିପିଏସ ) : ଡୁମୁଡ଼ୁମାରେ!-->!-->!-->!-->!-->!-->!-->…
ଜବରଦଖଲରେ ୟୁଜିଆଇଇର ୨ ଏକର ଜମି: ଦୁଇବର୍ଷ ହେଲା ଚାଲିଛି ମିକ୍ସର ପ୍ଲାଣ୍ଟ
ରାଉରକେଲାରେ ଯିଏ ଯେଉଁଠି ସୁଯୋଗ ପାଇଲା, ସେଠାକାର ଜମି ଜବରଦଖଲକୁ ନେଇ ଘର ତିଆରାକଲା। ବସ୍ତିଠାରୁ ଆରମ୍ଭକରି ଅନ୍ୟ ସମସ୍ତ ପ୍ରମୁଖ ଅଞ୍ଚଳରେ ଏଭଳି ଜବରଦଖଲ ନିତିଦିନିଆ ହେଲାଣି।
-ସବୁ ଜାଣି ପ୍ରଶାସନ ଚୁପ୍
ରାଉରକେଲା: ସ୍ମାର୍ଟସିଟିରେ ଜମି ଜବରଦଖଲ ନୂଆ ନୁହେଁ। ଯିଏ ଯେଉଁଠି!-->!-->!-->!-->!-->…
ପୋଡ଼ି ପାଉଁଶ ହୋଇଗଲା ପାର୍ବଣର ସ୍ବପ୍ନ
ରାତିଅଧରେ ନିଆଁ ଲାଗିଲା। ପାର୍ବଣ ଋତୁ ଚାଲିଥିବାରୁ ବ୍ୟବସାୟୀମାନେ ନିଜ ଦୋକାନରେ ଉଛୁଳିବା ଭଳି ପରିମାଣର ସାମଗ୍ରୀ ରଖିଥିଲେ।
ଗୋଟିଏ ସ୍ଥାନରୁ ନିଆଁ ଆରମ୍ଭ ହୋଇ ଚାରିଆଡ଼କୁ ବ୍ୟାପିଗଲା। ଜାଣିବାବେଳକୁ ସାରା ଅଞ୍ଚଳ ନିଆଁରେ ଜଳୁଥିଲା।
ଭୁବନେଶ୍ୱର ୦୨-୧୧-୨୦୨୪(ପିପିଏସ) :!-->!-->!-->!-->!-->!-->!-->…
ବାଲିଯାତ୍ରା ଆୟୋଜନ ଦ୍ବନ୍ଦ୍ବ
ତଳ ପଡ଼ିଆରେ ହେଲେ ଖିଲାପ ହେବ ଏନ୍ଜିଟି ନିର୍ଦ୍ଦେଶ
ହାଇକୋର୍ଟରେ ସହର ସମସ୍ୟା ଶୁଣାଣି ବେଳେ ବାଲିଯାତ୍ରା ଆୟୋଜନକୁ ସଂପୂର୍ଣ୍ଣ ଭାବେ ତଳପଡ଼ିଆରେ କରିବା ପାଇଁ ପ୍ରସ୍ତାବ ଆସିବା ପରେ ଅଦାଲତ ଜିଲ୍ଲାପାଳଙ୍କୁ ଏ ସଂକ୍ରାନ୍ତରେ ବୈଠକ ଡାକି ଆଲୋଚନା କରିବାକୁ ନିର୍ଦ୍ଦେଶ!-->!-->!-->!-->!-->!-->!-->…