Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
କ୍ରିୟାଶୀଳ ହେବ ଭୁବନେଶ୍ବର ନୂଆ ଷ୍ଟେସନ
୩ଟି ଟ୍ରେନ୍ ଏଠାରୁ ଛାଡ଼ିବ, କୋଣାର୍କ ସମେତ ବିଶାଖା, ଇଣ୍ଟରସିଟି ଏକ୍ସପ୍ରେସ୍ ସାମିଲ
ଭୁବନେଶ୍ୱର ନୂଆ ଷ୍ଟେସନକୁ ଅଧିକ କ୍ରିୟାଶୀଳ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଷ୍ଟେସନରୁ ୩ଟି ଦୂରଗାମୀ ଏକ୍ସପ୍ରେସ୍ ଟ୍ରେନ୍ ଯାତ୍ରା ଆରମ୍ଭ କରିବା ସହ ସେଠାରେ!-->!-->!-->…
ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ବାଣିଜ୍ୟ ତଥା ନିବେଶ ବୃଦ୍ଧି ପାଇଁ ରାଜ୍ୟପାଳଙ୍କ ଆହ୍ୱାନ
ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଭୌଗୋଳିକ ଦୃଷ୍ଟିରୁ ପରସ୍ପରର ନିକଟତର। ଦୁଇ ରାଜ୍ୟ ମଧ୍ୟରେ ସାଂସ୍କୃତିକ, ଅର୍ଥନୈତିକ ଏବଂ ଶିଳ୍ପ ସମ୍ପର୍କ ମଧ୍ୟ ରହିଛି। ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ବାଣିଜ୍ୟ ତଥା ନିବେଶ ବୃଦ୍ଧି ପାଇଁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି
ଭୁବନେଶ୍ୱର!-->!-->!-->…
କାହାଯୋଗୁ ରାଜା ଚକ୍ର ବଳିୟାନ ହୋଇଥିଲେ: ମମତା ଖୋଲି କହିଲେ
କାହାଯୋଗୁ ରାଜା ଚକ୍ର ବଳିୟାନ ହୋଇଥିଲେ ସେ ସମ୍ପର୍କରେ ବିଜେପି ସାଂସଦ ମମତା ଖୋଲି କହିଛନ୍ତି। ଯାହା ଦ୍ବାରା ସେ ଓଡ଼ିଶାର ଖଣିଜ ସମ୍ପଦରେ ସମୃଦ୍ଧ କେନ୍ଦୁଝରରେ ବଳିୟାନ ହୋଇପାରିଛନ୍ତି
ଭୁବନେଶ୍ୱର ୦୮-୦୩-୨୦୨୫(ପିପିଏସ) : ବିଜୁ ଜନତା ଦଳ (ବିଜେଡି)କୁ ଭାରତୀୟ ଜନତା ପାର୍ଟି!-->!-->!-->…
୧ କୋଟି ୬୩ ହଜାର ହିତାଧିକାରୀଙ୍କ ଖାତାକୁ ଆସିଲା ସୁଭଦ୍ରା ଦ୍ଵିତୀୟ କିସ୍ତି ଟଙ୍କା
ଆଜି ମହିଳା ଦିବସ ଅବସରରେ (ମାର୍ଚ୍ଚ ୮) ମହିଳାମାନଙ୍କୁ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା ମିଳିଛି | ବ୍ରହ୍ମପୁରର ଆମ୍ବପୁଆରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କିସ୍ତି ଟଙ୍କା ପ୍ରଦାନ କରିଛନ୍ତି|
ବ୍ରହ୍ମପୁର/ଭୁବନେଶ୍ୱର!-->!-->!-->…
ଗାଁ ନଛାଡିଲେ ମୃତ୍ୟୁଦଣ୍ଡ
ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଣି ନକ୍ସଲଙ୍କ ଦାଦାଗିରି ଦେଖିବାକୁ ମିଳିଛି। ଦୁଇ ଗାଁର ୮ ପରିବାରକୁ ଗାଁ ଛାଡିବାକୁ ଚେତାବନୀ ଦେଇଛନ୍ତି ନକ୍ସଲ। ଗାଁ ନଛାଡିଲେ ମୃତ୍ୟୁ ଦଣ୍ଡ ଭୋଗିବେ ବୋଲି ନକ୍ସଲ ଧମକ ଦେଇଛନ୍ତି
ମାଲକାନଗିରି/ଭୁବନେଶ୍ୱର ୦୭-୦୩-୨୦୨୫ (ପିପିଏସ ) : ମାଲକାନଗିରି!-->!-->!-->…
ରାଜ୍ୟରେ ହ୍ୱାଟ୍ସଆପ୍-ଭିତ୍ତିକ ନାଗରିକ ସେବା ଆରମ୍ଭ ହେବ: ଓଡ଼ିଶା ସରକାର ଏବଂ ମେଟା ମଧ୍ୟରେ ଚୁକ୍ତି
ଓଡ଼ିଶା ସରକାର ଏବଂ ମେଟା ଏକ ଏକୀକୃତ ହ୍ୱାଟ୍ସଆପ୍ ଚାଟବଟ୍ ଆରମ୍ଭ କରିବାକୁ ଚୁକ୍ତି କରିଛନ୍ତି ଯାହା ରାଜ୍ୟର ୪୫ ନିୟୁତରୁ ଅଧିକ ଲୋକଙ୍କୁ ସମସ୍ତ ସାର୍ବଜନୀନ ସେବା ପ୍ରଦାନ କରିବାକୁ ସକ୍ଷମ ହେବ
ଭୁବନେଶ୍ୱର ୦୭-୦୩-୨୦୨୫ (ପିପିଏସ ) : ଓଡ଼ିଶା ସରକାର ଏବଂ ମେଟା ଏକ ଏକୀକୃତ!-->!-->!-->…
ଆସିଲା ସୁଭଦ୍ରାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା
ପୂର୍ବ ଘୋଷଣା ମୁତାବକ ଆଜି ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି | ଏହାସହିତ ଆଜି ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଛୁଇଁଛି | ପ୍ରଭାତୀ ପରିଡା ଘୋଷଣା କରିଛନ୍ତି ଯେ ଆଜି ୨ ଲକ୍ଷ ୩୦ ହଜାରରୁ ଊର୍ଦ୍ଧ୍ବ ମହିଳାଙ୍କୁ ଟଙ୍କା ମିଳିଛି|
!-->!-->!-->…
ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ
ରାଜ୍ୟ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆସନ୍ତାକାଲି ଶୁକ୍ରବାର ମାର୍ଚ୍ଚ ୭ ତାରିଖଠାରୁ ଆରମ୍ଭ ହୋଇ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନ କାଳରେ ଖର୍ଚ୍ଚଦାବି ନେଇ ଆଲୋଚନା ସହିତ ବ୍ୟୟ ମଞ୍ଜୁରୀ ବିଧେୟକ ପାରିତ ହେବାର କାର୍ଯ୍ୟକ୍ରମ ରହିଛି
!-->!-->!-->…
ସୁଭଦ୍ରା ଯୋଜନାର ସଫଳତା ପାଳନ ପାଇଁ ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ଦୀପ ଜାଳନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ଓଡ଼ିଶା ସରକାର ଗୁରୁବାର ଦିନ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟରେ ୨.୩୦ ଲକ୍ଷ ମହିଳା ହିତାଧିକାରୀଙ୍କୁ ୫୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ଏହା ସହିତ, ପାଞ୍ଚଟି ପର୍ଯ୍ୟାୟରେ ମୋଟ ୧.୨୦ କୋଟି ହିତାଧିକାରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି
!-->!-->!-->…
ରାଜ୍ୟରେ ସୁଭଦ୍ରା ଶୋଭାଯାତ୍ରା
ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସୁଭଦ୍ରା ଶୋଭାଯାତ୍ରାର ଆୟୋଜନ କରାଯାଇଛି।ଶୋଭାଯାତ୍ରା ମାଧ୍ୟମରେ କଥା ଦେଇ କଥା ରଖିଥିବା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ମହିଳା।
ଭୁବନେଶ୍ୱର ୦୫-୦୩-୨୦୨୫(ପିପିଏସ) : ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର!-->!-->!-->…