Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
Browsing Category
					
		
		ବାଣିଜ୍ୟ
୭୨ ଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ଗିରଫ
					
ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଅବକାରୀ ସେଟ ଲାଇଟ୍ ୟୁନିଟ ପକ୍ଷରୁ ଆଜି କମର୍ଦ୍ଦା ଥାନା ଅଧିନସ୍ଥ ବାରମାଇଲ ପେଟ୍ରୋଲ ପମ୍ପ ନିକଟରେ ଚଢ଼ାଉ କରି ୭୨ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି। ଏହି ମାମଲାରେ ଜଣକୁ ଗିରଫ କରାଯାଇଛି।
ଜଳେଶ୍ୱର/ଭୁବନେଶ୍ୱର ୨୩-୦୧-୨୦୨୫(ପିପିଏସ ) : ବାଲେଶ୍ବର!-->!-->!-->…				
						ପୁରୁଷଙ୍କୁ ସୁଭଦ୍ରା ଲୋଭ !
					ଭୁବନେଶ୍ୱର ୨୨-୦୧-୨୦୨୫ (ପିପିଏସ) :  ସୁଭଦ୍ରାକୁ ନେଇ  ବଡ଼ ଖୁଲାସା କରିଛନ୍ତି  ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ସୁଭଦ୍ରା ଯୋଜନା ପାଇଁ ରାଜ୍ୟର ୧୫୭ ଜଣ ପୁରୁଷ ଆବେଦନ କରିଛନ୍ତି।ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆହୁରି କହିଛନ୍ତି, ଆଧାର କାର୍ଡର ଯେତେବେଳେ!-->…				
						ରାଜ୍ୟର ୫୮ଟି ସବ୍ ଡିଭିଜନରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପ୍ରସ୍ତାବ
					
ରାଜ୍ୟରେ ପନିପରିବା ନଷ୍ଟ ନହେବା ପାଇଁ ଶୀତଳ ଭଣ୍ଡାର ଖୋଲିବା ନେଇ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଶୀତଳ ଭଣ୍ଡାର ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି
ଭୁବନେଶ୍ୱର ୨୨-୦୧-୨୦୨୫ (ପିପିଏସ) :  ମୁଖ୍ୟମନ୍ତ୍ରୀ ମୋହନ!-->!-->!-->…				
						ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ ଶସ୍ୟ ପରିବହନ ପାଇଁ ସର୍ବାଧିକ ମୂଲ୍ୟ ବୃଦ୍ଧି
					
ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ ଚାଉଳ ଓ ଗହମ ପରି ଶସ୍ୟ ପରିବହନ ପାଇଁ ରାଜ୍ୟ ସରକାର କ୍ୱିଣ୍ଟାଲ ପିଚ୍ଛା  ସର୍ବାଧିକ ମୂଲ୍ୟ ୭୫ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି।
ଭୁବନେଶ୍ୱର!-->!-->!-->…				
						ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଫେବ୍ରୁଆରି ୧୭ରେ ଆସିବ ରାଜ୍ୟ ବଜେଟ୍
					
ଭୁବନେଶ୍ବର: ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆସନ୍ତା ୧୩ ତାରିଖ ଠାରୁ ଆରମ୍ଭ ହେବ। ଏହି ଅଧିବେଶନରେ ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଅର୍ଥ ବିଭାଗର ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ। 
!-->!-->…				
						ପାକିସ୍ତାନୀ ଏୟାରପୋର୍ଟକୁ ହାତେଇଲା ଚୀନ
					
ପାକିସ୍ତାନର ଗ୍ବାଦର ସହରରେ ନିର୍ମିତ ଏକ ଏୟାରପୋର୍ଟକୁ ନିଜ ନିୟନ୍ତ୍ରଣକୁ ନେଇଯାଇଛି । ଏହି ବିମାନ ବନ୍ଦରରେ ସୁରକ୍ଷା ପାଇଁ ବହୁ ସଂଖ୍ୟକ ଚାଇନା ଉପକରଣ ଲଗାଯାଇଛି। ଖାଲି ସେତିକି ନୁହେଁ, ଚୀନରୁ ଆସୁଥିବା ଜାହାଜ ସମୟରେ ଚୀନସେନାର ସ୍ପେଶାଲ ସ୍କ୍ୱାଡ୍ ଏଠାରେ ମୁତୟନ ରହିବେ।
!-->!-->!-->…				
						କୋଣାର୍କରେ ଆରମ୍ଭ ହେଲା ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
					କୋଣାର୍କରେ ଆଜି ଠାରୁ ଆରମ୍ଭ ହୋଇଛି ଦୁଇଦିନିଆ  ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡୀ ଓ ରାଜ୍ୟ ଖଣି ମନ୍ତ୍ରୀ ବିଭୁତିଭୂଷଣ ଜେନା ବି ଏଥିରେ ଯୋଗ ଦେଇଛନ୍ତି।!-->…				
						ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମିଳିବ ‘ଆୟୁଷ୍ମାନ’ କାର୍ଡ
					
ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆରମ୍ଭ ହେବ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଆୟୁଷ୍ମାନ ଭାରତ କାର୍ଡ ଛାପିବା ପାଇଁ ଜାତୀୟ ସ୍ବାସ୍ଥ୍ୟ ଏଜେନ୍ସି (ଏନ୍ଏଚ୍ଏ)ର ଭେଣ୍ଡରଙ୍କୁ ତାଲିକା ଦିଆସରିଛି।
!-->!-->!-->…				
						ଜିଲ୍ଲାପାଳଙ୍କ କମ୍ପାନୀ ପ୍ରୀତି !
					
କମ୍ପାନୀ ପାଇଁ ବାଣୀପଦାବାସୀଙ୍କୁ ବେଘର କରୁଛନ୍ତି କଟକ ଜିଲ୍ଲାପାଳ
କଟକ ୧୭-୦୧-୨୦୨୫(ପିପିଏସ) : ନବୀନ ସରକାର ଗାଦୀଚ୍ୟୁତ ହେବା ୬ମାସ ଟପିଲାଣି, ମାତ୍ର କେତେକ ଅଧିକାରୀ ନିଜକୁ ସେହି ଢାଞ୍ଚାରୁ ବାହାରକୁ ଆଣିପାରୁନାହାନ୍ତି। ଜନତାଙ୍କ ଉପରେ ଏମାନେ ଦାଉ ସାଧୁଛନ୍ତି । ହାକିମାତି!-->!-->!-->…				
						୨୧ ଘଣ୍ଟା ପରେ ମୁହଁ ଖୋଲିଲା କଂପାନୀ
					
ଡାଲମିଆ ସିମେଣ୍ଟ କାରଖାନାରେ ଅଘଟଣ
ପ୍ରଶାସନ କହୁଛି କେହି ଗୁରୁତର ନାହାନ୍ତି।
 କମ୍ପାନୀ କହୁଛି ଅନ୍ୟକଥା ।  
ପ୍ରଶାସନ ଓ କମ୍ପାନୀ ମଧ୍ୟରେ ରହୁନାହିଁ ତାଳମେଳ।
ରାଜଗାଙ୍ଗପୁର/ଭୁବନେଶ୍ୱର ୧୭-୦୧-୨୦୨୫(ପିପିଏସ) :  ରାଜଗାଙ୍ଗପୁର ଡାଲ୍ମିଆ ସିମେଣ୍ଟ ଭାରତ ଲିମିଟେଡ୍!-->!-->!-->!-->!-->!-->!-->!-->!-->!-->!-->…