Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
ମଣପୁରମ୍ ଫାଇନାନ୍ସ କାର୍ଯ୍ୟାଳୟରୁ ଡକାୟତି ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
ସମ୍ବଲପୁର ବୁଢ଼ାରଜାସ୍ଥିତ ମଣପୁରମ୍ ଫାଇନାନ୍ସ କାର୍ଯ୍ୟାଳୟରୁ ସଶସ୍ତ୍ର ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ଉତ୍ତମ ପାଶ୍ବୱାନ ସମ୍ବଲପୁର ପୁଲିସ ଗୌହ୍ବାଟୀରୁ ଗରିଫ କରିଛି।
ଭୁବନେଶ୍ୱର ୦୫-୦୨-୨୦୨୫(ପିପିଏସ ) : ସମ୍ବଲପୁର ବୁଢ଼ାରଜାସ୍ଥିତ ମଣପୁରମ୍ ଫାଇନାନ୍ସ କାର୍ଯ୍ୟାଳୟରୁ ସଶସ୍ତ୍ର!-->!-->!-->…
ଫ୍ରିହୋଲ୍ଡ ପରିବର୍ତ୍ତନ ପ୍ରକ୍ରିୟାରେ ୫୮୦ଟି ଗୃହ ଓ ଜମି ସମ୍ପତ୍ତି ହେଲା ପଞ୍ଜୀକୃତ
ବିଡିଏ ଦ୍ୱାରା ଥିବା ଜମି ଲିଜ଼ହୋଲ୍ଡରୁ ଫ୍ରିହୋଲ୍ଡ ପରିବର୍ତ୍ତନ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ, ପରିବର୍ତ୍ତନ ପାଇଁ ଆବେଦନ ହୋଇଥିବା ୮୬୭ ଆବେଦନ ପତ୍ର ମଧ୍ୟରୁ ୫୮୦ଟି ଗୃହଜମିର ହସ୍ତାନ୍ତରୀକରଣ ପତ୍ର ବିଡ଼ିଏ ପକ୍ଷରୁ ପଞ୍ଜୀକରଣ!-->…
କେନ୍ଦ୍ର ବଜେଟ୍ରୁ ଓଡ଼ିଶା ହେବ ସବୁଠୁ ବଡ଼ ଲାଭାର୍ଥୀ: ଧର୍ମେନ୍ଦ୍ର
କେନ୍ଦ୍ର ସରକାରଙ୍କ ୨୦୨୫-୨୬ ବଜେଟ୍ କେବଳ ବିକଶିତ ଭାରତର ବଜେଟକୁ ପ୍ରତିଫଳନ କରୁନାହିଁ ବରଂ ଏହା ଏକ ଐତିହାସିକ, ଭବିଷ୍ୟତବାଦୀ ଓ ଦୂରଦୃଷ୍ଟିସମ୍ପନ୍ନ ବଜେଟ୍। ଏହି ବଜେଟରୁ ଓଡ଼ିଶା ଭଳି ରାଜ୍ୟ ସବୁଠୁ ବଡ଼
ନୂଆଦିଲ୍ଲୀ/ଭୁବନେଶ୍ୱର ୦୪-୦୨-୨୦୨୫(ପିପିଏସ) : କେନ୍ଦ୍ର ସରକାରଙ୍କ!-->!-->!-->…
ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ
ପବିତ୍ର ମାଘମାସ ମାଘସପ୍ତମୀ ତିଥିରେ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୪.୩୭ ମିନିଟରେ ଚନ୍ଦ୍ରଭାଗା ତୀର୍ଥପୁଷ୍କରିଣୀରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ବୁଡ଼ ପକାଇବା ଲାଗି ଗତକାଲିଠାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।
କୋଣାର୍କ /ରାମଚଣ୍ଡୀ/ଭୁବନେଶ୍ୱର!-->!-->!-->…
ଆଜିଠୁ ମହାକୁମ୍ଭମେଳା: ବେଦପାଠରେ କମ୍ପିବ ଖଣ୍ଡଗିରି ପାହାଡ଼
ଆସନ୍ତାକାଲି (ମଙ୍ଗଳବାର)ଠାରୁ ଖଣ୍ଡଗିରିଠାରେ ମହାକୁମ୍ଭମେଳା ଆରମ୍ଭ ହୋଇ ମାଘ ପୂର୍ଣ୍ଣମୀ (୧୨ତାରିଖ) ପର୍ଯ୍ୟନ୍ତ ଚାଲିବ। ଭାରତର ବିଭିନ୍ନ ସ୍ଥାନରୁ ଆସୁଥିବା ସାଧୁସନ୍ଥମାନଙ୍କ ଦ୍ୱାରା ସନାତନ ବୈଦିକ ଧର୍ମ
ଭୁବନେଶ୍ୱର ୦୪-୦୨-୨୦୨୫(ପିପିଏସ) : ଆସନ୍ତାକାଲି (ମଙ୍ଗଳବାର)ଠାରୁ!-->!-->!-->!-->!-->…
ଏସ୍ସିବିରେ ହେବ ବୃହତ୍ ଟ୍ରମା ସେଣ୍ଟର
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଆଉ ଏକ ବଡ଼ ପଦକ୍ଷେପ ହାତକୁ ନେଇଛନ୍ତି। କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର୍ ପ୍ରତିଷ୍ଠା କରିବାକ ନିଷ୍ପତ୍ତି ନେଇଛନ୍ତି।
ଭୁବନେଶ୍ୱର!-->!-->!-->…
ଏକ ସୁସ୍ଥ ସମାଜ ଗଠନରେ ଶିକ୍ଷାନୁଷ୍ଠାନର ଭୂମିକା ଯଥେଷ୍ଟ ଗୁରୁତ୍ଵପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ
ଜ୍ଞାନ ହେଉଛି ପ୍ରକୃତ ଶକ୍ତି। ଆଜିର ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ଜ୍ଞାନ ଆହରଣ ହିଁ ହେଉଛି ଏକ ମାତ୍ର ସମ୍ପତ୍ତି। ଛାତ୍ର ଜୀବନ ହେଉଛି ଜଣେ ବ୍ୟକ୍ତିର ସୃଜନଶୀଳ ଏବଂ ଉତ୍ପାଦନଶୀଳ ଜୀବନ। ଛାତ୍ର ଜୀବନର କିଛି ବର୍ଷ, ବ୍ୟକ୍ତିର ସାରା ଜୀବନର ଦଶା ଓ ଦିଶାକୁ ଦିଗ ଦେଇଥାଏ।
ଭୁବନେଶ୍ୱର!-->!-->!-->…
ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା -ଅନିଲଙ୍କୁ ଆୟକର ବିଭାଗର ପକ୍ଷରୁ ଜେରା
ଝାରପଡ଼ା ଜେଲରେ ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା -ଅନିଲଙ୍କୁ ଆୟକର ବିଭାଗର ପକ୍ଷରୁ ଜେରା କରାଯାଉଥିବାର ସୂଚନା ରହିଛି।.ବେନାମୀ ସମ୍ପତ୍ତି ନେଇ ଆୟକର ବିଭାଗର ଜେରା ଚାଲିଛି। ଆୟକର ବିଭାଗର ଦୁଇଟି ଟିମ୍ ଝାରପଡ଼ା ଜେଲରେ ପହଞ୍ଚି ଉଭୟଙ୍କୁ ଜେରା କରୁଛନ୍ତି।
ଭୁବନେଶ୍ୱର ୦୩-୦୨-୨୦୨୫(!-->!-->!-->…
ରେଳବଜେଟରେ ଓଡ଼ିଶା ପାଇଁ ୧୦,୫୯୯ କୋଟିର ବ୍ୟୟବରାଦ: ଅଶ୍ବିନୀ ବୈଷ୍ଣବ
ଓଡ଼ିଶାରେ ୫୯ଟି ଅମୃତ ଷ୍ଟେସନ ପାଇଁ ବ୍ୟୟବରାଦ କରାଯାଇଛି ବୋଲି ରେଳମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ଏହା ଅନ୍ତର୍ଗତ ଅମୃତ ଷ୍ଟେସନ ପାଇଁ ୨ ହଜାର ୩୭୯ କୋଟି ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି
ନୂଆଦିଲ୍ଲୀ/ଭୁବନେଶ୍ୱର ୦୩-୦୨-୨୦୨୫( ପିପିଏସ) : ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ!-->!-->!-->…
ଏଥର ବଜେଟରେ ଦୁଇଟି ଇଞ୍ଜିନିର କଥା କହିଛନ୍ତି ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର ୦୧-୦୨-୨୦୨୫(ପିପିଏସ ) : ଏଥର ବଜେଟରେ ଦୁଇଟି ଇଞ୍ଜିନିର କଥା ଅର୍ଥମନ୍ତ୍ରୀ କହିଛନ୍ତି ଗୋଟେ ହେରିଛି ଏଗ୍ରିକଲଚର ଗୋଟେ ହେଉଛି ଏମ ଏସ ଏମ ଇ ଯାହାଉପରେ ମୁଁ ଆଗରୁ ବାରମ୍ବାର କହିଆସୁଥିଲି ଏ ଦୁଇଟିଯାକ ଆମ ପ୍ରଗତିର ଇଞ୍ଜିନି |ଆଗରୁ ଏମିତି ନୁହଁଇ ଯେ ଏମ ଏସ ଏମ ଇ!-->…