Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
Browsing Category
					
		
		ବାଣିଜ୍ୟ
ପାର୍କିଂରେ ଲୁଟ୍: ହଟାଇଦେଲେ ବିଏମ୍ସି ସୂଚନା ଫଳକ, ଠିକାଦାର ପାଖରେ ବନ୍ଧା ପଡ଼ିଛନ୍ତି ଅଧିକାରୀ
					
ଖଣ୍ଡଗିରିରେ ପାର୍କିଂ ଲୁଟ୍ରେ ରୋକ୍ ଲଗାଇପାରୁନି ବିଏମ୍ସି। ଦାୟିତ୍ବରେ ଥିବା ଅଧିକାରୀମାନେ ଠିକାଦାର ପାଖରେ ବନ୍ଧା ପଡ଼ି ଯାଇଛନ୍ତି ଯେମିତି! ବୁଧବାର ‘ସମ୍ବାଦ’ରେ ପାର୍କିଂରେ ଲୁଟ୍ ନେଇ ଖବର ପ୍ରକାଶ ପରେ ବିଏମ୍ସି ତତ୍ପରତା ପ୍ରକାଶ କରିଥିଲା।
ଭୁବବେଶ୍ୱର!-->!-->!-->…				
						ଏଏସ୍ଆଇ ନିୟମକୁ ବେଖାତିର
					
 ଗୁମ୍ଫା ଭିତରେ ଶୌଚ, ରାତ୍ରିଯାପନ
ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ପକ୍ଷରୁ ଦେଶର ସ୍ମାରକୀଗୁଡ଼ିକର ସଂରକ୍ଷଣ ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଐତିହ୍ୟସ୍ଥଳରେ ରହିବା ବାରଣ କରାଯାଇଛି। ଏହି ନିୟମ ଅନୁଯାୟୀ, କାହାରିକୁ ଐତିହ୍ୟସ୍ଥଳ ପରିସରରେ ରାତ୍ରିଯାପନ!-->!-->!-->…				
						ସୋମବାରଠୁ ୟୁଜର୍ସ ଫି
					
ଟାର୍ଗେଟ୍ରେ ବାଣିଜ୍ୟିକ ପ୍ରତିଷ୍ଠାନ,
 ଗଠନ ହେଲା ୫ ଜଣିଆ ଟିମ୍, 
ରାଜସ୍ବ ଲକ୍ଷ୍ୟ ବାର୍ଷିକ ୨୫କୋଟି
ଆବର୍ଜନା ପରିଚାଳନା ବିଏମ୍ସି ପାଇଁ ଆହ୍ବାନ ହୋଇ ଛିଡ଼ାହୋଇଛି। ମୋ ଖତରୁ ଆରମ୍ଭ କରି ବାୟୋମାଇନିଂ, ବାୟୋମିଥେନ୍ ଓ ୱେଷ୍ଟ-ଟୁ-ଏନର୍ଜି ବ୍ୟବସ୍ଥା ବିଏମ୍ସି ଆପଣେଇଛି।!-->!-->!-->!-->!-->!-->!-->!-->!-->…				
						ବାରବାଟୀ ଷ୍ଟାଡିୟମ୍ରେ ଅଭ୍ୟାସ କଲେ ଭାରତୀୟ କ୍ରିକେଟ୍ ଟିମ୍ର ଖେଳାଳି
					
ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ଆଜି ଭାରତୀୟ ଖେଳାଳିମାନେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ନେଟ୍ରେ ଅଭ୍ୟାସ କରିଛନ୍ତି।
ଭୁବନେଶ୍ବର/କଟକ ୦୮-୦୨-୨୦୨୫(ପିପିଏସ ) : ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଦିନିକିଆ!-->!-->!-->…				
						ଶ୍ରୀଜିଉଙ୍କ ଦର୍ଶନ କଲେ ଭାରତୀୟ କ୍ରିକେଟର
					
୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବ ଭାରତ-ଇଂଲଣ୍ଡ ଦ୍ବିତୀୟ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ମ୍ୟାଚ୍। ଆଜି ସକାଳେ ଭାରତୀୟ କ୍ରିକେଟର ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଓ ୱାସିଂଟନ୍ ସୁନ୍ଦର ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି।
ପୁରୀ/!-->!-->!-->…				
						୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ: ମୁଖ୍ୟମନ୍ତ୍ରୀ
					
ରାଜ୍ୟ କ୍ୟାବିନେଟରେ ଏଗାରଟି ପ୍ରସ୍ତାବରେ ବାଜିଛି ମୋହର। ତୃଣମୂଳ ସ୍ତରରେ କ୍ରୀଡ଼ାଭିତ୍ତି ଭୂମି ବିକାଶ ପାଇଁ ୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।  
ଭୁବନେଶ୍ୱର ୦୮-୦୨-୨୦୨୫(ପିପିଏସ ) :  ରାଜ୍ୟ କ୍ୟାବିନେଟରେ!-->!-->!-->…				
						‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
					
ଯାଜପୁର ଜିଲ୍ଲା ବ୍ୟାସନଗରର ଚାନ୍ଦମା ପଡ଼ିଆ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିଛନ୍ତି। ଆଜି ରାଜ୍ୟର ୧୮ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ବଣ୍ଟନ କରାଯାଇଛି।
!-->!-->!-->!-->…				
						ବଦଳିବ ମୋ ବସର ନାଁ
					ଭୁବନେଶ୍ୱର ୦୮-୦୨-୨୦୨୫(ପିପିଏସ ) :  ରାଜଧାନୀ ଭୁବନେଶ୍ବର ସମେତ କଟକ, ରାଉରକେଲା, ସମ୍ବଲପୁର, ଖୋର୍ଦ୍ଧା ସହରରେ ପରିଚାଳିତ ହେଉଥିବା ସାଧାରଣ ପରିବହନ ବ୍ୟବସ୍ଥା ‘ମୋ ବସ୍’ର ନାମ ପରିବର୍ତ୍ତନ ହେବ। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଶନିବାର ଗଣମାଧ୍ୟମକୁ ଏହି ସୂଚନା!-->…				
						ଇ-ଡିଟେକ୍ସନ୍ରୁ ଧରାପଡ଼ିଲା ବୀମାଫାଙ୍କି: ୬ ଦିନରେ ଧରାପଡ଼ିଲାଣି ୧୫ଶହ ଗାଡ଼ି
					
ମାତ୍ର ୬ ଦିନରେ ଇ-ଡିଟେକ୍ସନ୍ ମାଧ୍ୟମରେ ଟୋଲ୍ଗେଟ୍ରେ ଧରାପଡ଼ିଲେଣି ବୀମା ନଥିବା ୧୫ ଶହ ଗାଡ଼ି। ଅନ୍ୟପଟେ ରାସ୍ତାକୁ ଓହ୍ଲାଉଥିବା ଖିଲାପୀ ଗାଡ଼ି ଚାଳକଙ୍କ ପାଇଁ ଆହୁରି କଠୋର ହେବାକୁ ଯାଉଛି ପରିବହନ ବିଭାଗ। ଟୋଲ୍ଗେଟ୍ରେ ସପ୍ତାହେ ତଳେ ବୀମାକୁ ଇ-ଡିଟେକ୍ସନ ସହିତ ଯୋଡ଼ା
କଟକ!-->!-->!-->…				
						‘ସତ୍ୟବାଦୀ ବକୁଳବନର ଐତିହ୍ୟକୁ ସୁରକ୍ଷିତ ରଖି ଏହାର ପୁନରୁଦ୍ଧାର ଓ ବିକାଶ କରାଯିବ’
					
ବକୁଳବନର ଐତିହ୍ୟ ଓ ପରମ୍ପରା ସଂପର୍କରେ ଆଜିର ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ପାଇଁ ଏହାର ମୌଳିକ ଢାଞ୍ଚା ଅନୁରୂପ ବିକାଶ କରିବା ସହିତ ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।
ଭୁବନେଶ୍ୱର ୦୭-୦୨--୨୦୨୫(ପିପିଏସ) :!-->!-->!-->…				
						