Sign in
Sign in
Recover your password.
A password will be e-mailed to you.
Browsing Category
ସ୍ୱାସ୍ଥ୍ୟ
ସେଣ୍ଟ ଜୋନ ଆମ୍ବୁଲାନ୍ସ ସେବା ଲୋଗୋ ଉନ୍ମୋଚନ
କଟକ,୧୬-୧୧-୨୦୨୪(ପିପିଏସ) : ସେଣ୍ଟ ଜୋନ ଆମ୍ବୁଲାନ୍ସ ର ଐତିହାସିକ ବାଲିଯାତ୍ରା ପାଇଁ ୩୨ ତମ ରାଜ୍ୟ ସ୍ତରୀୟ ସେବା କ୍ୟାମ୍ପର ଲୋଗୋ ସମ୍ମାନୀୟ ସାଂସଦ ରତ୍ନ ଶ୍ରୀଯୁକ୍ତ ଭର୍ତୁହରି ମହତାବଙ୍କ କର କମଳରେ ଉନ୍ମୋଚିତ ହୋଇଛି । ଜୀବନ ରକ୍ଷାକାରୀ ଆମୁଲାନ୍ସ ଓ ପ୍ରାଥମିକ ଚିକିତ୍ସା ସେବା!-->!-->!-->…
ପୀଡ଼ିତ ପରିବାରକୁ ନ୍ୟାୟ ଦାବିରେ ରାଜରାସ୍ତା ବନ୍ଦ
ବାଙ୍ଗିରିପୋଷି ଅଞ୍ଚଳରେ ଗ୍ରାମବାସୀ ଶୁଦ୍ଧିକ୍ରିୟା କରିବା ପାଇଁ ଦେଉ ନଥିବାରୁ ଆଦିବାସୀ ସାଙ୍ଗେଲ ଅଭିଯାନ ତରଫରୁ ସୋମବାର ଜାତୀୟ ରାଜପଥ ୪୯ ବନ୍ଦ କରାଯାଇଛି। ଫଳରେ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି।
ବାଙ୍ଗିରିପୋଷି/ଭୁବନେଶ୍ୱର ୧୧-୧୧-୨୦୨୪(ପିପିଏସ ) : ମୟୂରଭଂଜ ଜିଲ୍ଲା!-->!-->!-->…
ଓଡ଼ିଶା ନର୍ସିଙ୍ଗ କ୍ୟାଡରର ଡ୍ରେସ କୋଡ୍ ପରିବର୍ତ୍ତନ
ସେବାକ୍ଷେତ୍ରରେ ଓଡ଼ିଆ ଅସ୍ମିତାର ଝଲକ
ଭୁବନେଶ୍ୱର ୧୧-୧୧-୨୦୨୪(ପିପିଏସ ) : ଏଣିକି ଓଡ଼ିଶାର ସେବା କ୍ଷେତ୍ରରେ ବି ଦେଖିବାକୁ ମିଳିବ ଓଡ଼ିଆ ଅସ୍ମିତାର ଝଲକ। ଏନେଇ ପୂର୍ବରୁ ନର୍ସିଂ ସଂଘ ଦାବି କରି ଆସୁଥିବାବେଳେ ଏବେ ଏହି ଦାବି ପୂରଣ ହୋଇଛି। ଏନେଇ ସହମତି ପ୍ରଦାନ କରିଛି ରାଜ୍ୟ!-->!-->!-->…
ପୁଣି ଟେନ୍ସନ୍ ବଢ଼ାଇଲା ଟିଟିଏସ୍: ଗନ୍ଧେଇଲାଣି ଅଧାସହର
ମାସ କେଇଟା ଯାଇନି। ପୁଣି ଗନ୍ଧେଇଲାଣି ଅଧା ସହର। ସୈନିକ ସ୍କୁଲ ନିକଟ ଟେମ୍ପରାରି ଟ୍ରାଞ୍ଜିଟ୍ ଷ୍ଟେସନ(ଟିଟିଏସ୍) ରେ ସୃଷ୍ଟି ହୋଇଥିବା ଆବର୍ଜନା ପାହାଡ଼ ଏବେ ସହରବାସୀଙ୍କ ନିଦ ହଜାଇ ଦେଲାଣି।
ଭୁବନେଶ୍ୱର ୧୦-୧୧-୨୦୨୪(ପିପିଏସ ) : ମାସ କେଇଟା ଯାଇନି। ପୁଣି ଗନ୍ଧେଇଲାଣି ଅଧା ସହର।!-->!-->!-->…
ନୂତନ ଗ୍ରାମପଞ୍ଚାୟତ ଗଠନ ଦାବିରେ ଜନ ଆନ୍ଦୋଳନ
କେ. ନୂଆଗାଁ ବ୍ଲକ ଅଧିନସ୍ଥ ବଣ୍ଡଗୁଡ଼ା ଗ୍ରାମପଞ୍ଚାୟତ ଉପରେ ମଗଡ଼ିଙ୍ଗିଆ ଅଞ୍ଚଳବାସୀ ନିର୍ଭର କରି ରହିଆସୁଥିଲେ। ଅନେକ ଅସୁବିଧାର ସମୁଖୀନ ହେଉଥିଲେ। ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ଅଞ୍ଚଳବାସୀ ନିଜ ସୁବିଧା ନିମନ୍ତେ ମଗଡ଼ିଙ୍ଗିଆ ଠାରେ ନୂତନ ଗ୍ରାମପଞ୍ଚାୟତ ଗଠନ ପାଇଁ ଦାବି କରି!-->…
ଜଳବାୟୁ ପରିବର୍ତ୍ତନ : ଖରାପ ପାଗ ଯୋଗୁଁ ପ୍ରଥମ ୯ ମାସରେ ଦେଶରେ ୩୨୦୦ ମୃତ
ଜଳବାୟୁ ପରିବର୍ତ୍ତନ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ୨୦୨୪ର ପ୍ରଥମ ୯ ମାସରେ ପ୍ରବଳ ଗରମ ଓ ପ୍ରବଳ ବର୍ଷା ଯୋଗୁଁ ୩,୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।
ନୂଆଦିଲ୍ଲୀ/ଭୁବନେଶ୍ୱର ୦୮-୧୧-୨୦୨୪ (ପିପିଏସ) : ଗ୍ଲୋବାଲ ୱାର୍ମିଂର ପ୍ରଭାବ ଦେଶରେ!-->!-->!-->…
୪୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର
ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ବିଶ୍ବଜିତ ଭୂୟାଁଙ୍କୁ ଆଜି ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଧରିଛି। ଏହି ଘଟଣାରେ ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ମଧ୍ୟସ୍ଥତା କରିଥିଲେ।
!-->!-->!-->…
ଓଏଚ୍ଆରସିରେ ପହଁଚିଲା ଆମ୍ବଟାକୁଆ ମାମଲା
ଆମ୍ବଟାକୁଆ ଜାଉ ଖାଇ ଦୁଇଜଣଙ୍କ ମୃତ୍ୟୁ ଘଟଣାରେ ଓଡିଶା ମାନବାଧିକାର କମିସନ ଅବଗତ ହୋଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ, ସ୍ବାସ୍ଥ୍ୟ ବିଭାଗ ସଚିବ ଏବଂ କନ୍ଧମାଳ ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରିଛନ୍ତି।
ଭୁବନେଶ୍ୱର ୦୭-୧୧-୨୦୨୪ (ପିପିଏସ ) :!-->!-->!-->!-->!-->…
ଅମାନିଆ ଚାଳକଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ନିୟନ୍ତ୍ରଣରେ ନରହି ଚଳାଚଳ କରୁଥିବାରୁ ବିଗତ ଦିନରେ ଅନେକ ସ୍ଥାନରେ ମୋ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କିଛି ଲଗାମ ବିନୀନ ଚାଳକଙ୍କ ଯୋଗୁଁ ସାଧାରଣ ଜନତାଙ୍କର କ୍ଷତି ହୋଇଛି। ଗତ ୨ ତାରିଖ ଦିନ ମୋ ବସ୍ ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲା।
ଭୁବନେଶ୍ବର: ସହରାଞ୍ଚଳରେ ପରିବହନ!-->!-->!-->!-->!-->…
ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ ତାଳଚେର ମେଡିକାଲ କଲେଜ
୧୦୦ ସିଟ୍ରେ ପାଠପଢ଼ା ପାଇଁ ଆବେଦନ କରାଯିବ
ଅନୁଗୁଳ/ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ଅନିଶ୍ଚିତତା ଘେରରେ ରହିଥିବା ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ଡାକ୍ତରଖାନା କାର୍ଯ୍ୟକ୍ଷମ ହେବା ନେଇ ପୁଣି ଆଶା ସଂଚାର ହୋଇଛି। ଏହି ମେଡିକାଲ କଲେଜ ପରିଚାଳନା ନେଇ!-->!-->!-->…