Sign in
Sign in
Recover your password.
A password will be e-mailed to you.
Browsing Category
ସ୍ୱାସ୍ଥ୍ୟ
ଭୁବନେଶ୍ବର ଏମ୍ସରେ: ନିଯୁକ୍ତି ଜାଲିଆତି
ନିଯୁକ୍ତି ଜାଲିଆତି ହୋଇଥିବା ଅଭିଯୋଗ ପରେ ଭୁବନେଶ୍ବର ଏମ୍ସରେ ସିବିଆଇ ଟିମ୍ ପହଞ୍ଚି ଖୋଳତାଡ୍ ଆରମ୍ଭ କରିଛନ୍ତି। ୫ ଜଣଙ୍କ ନିଯୁକ୍ତି କ୍ଷେତ୍ରରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି
ଭୁବନେଶ୍ୱର ୧୯-୦୨-୨୦୨୫(ପିପିଏସ ) : ନିଯୁକ୍ତି ଜାଲିଆତି ହୋଇଥିବା ଅଭିଯୋଗ ପରେ ଭୁବନେଶ୍ବର!-->!-->!-->…
ରହସ୍ୟମୟ ପରିସ୍ଥିତିରେ ନାବାଳକ ଜୀବନ୍ତ ଦଗ୍ଧ
କଟକରେ ରହସ୍ୟମୟ ପରିସ୍ଥିତିରେ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ, ବୁଧବାର ଭୋର ପ୍ରାୟ ୪ଟା ସମୟରେ ଜଣେ ନାବାଳକ ରହସ୍ୟମୟ ପରିସ୍ଥିତିରେ ପୋଡ଼ି ହୋଇଯାଇଛନ୍ତି। ନିଜ ଦେହରେ ଡିଜେଲ୍ ଢାଳି ନିଆଁ ଲଗାଇଥିବା କୁହାଯାଉଛି
କଟକ ୧୯-୦୨-୨୦୨୫(ପିପିଏସ ) :!-->!-->!-->…
ବଦଳିବ ଶିକ୍ଷା ଭିତ୍ତିଭୂମି! ରାଜ୍ୟରେ ୪୫,୦୦୦ ଶିଶୁବାଟିକା ଖୋଲାଯିବ
ଭୁବନେଶ୍ୱର ୧୭-୦୨-୨୦୨୫(ପିପିଏସ) : ଶିକ୍ଷା ହେଉଛି ସମାଜର ଦର୍ପଣ। ଶିକ୍ଷା ମାଧ୍ୟମରେ ହିଁ ସମାଜରେ ପରିବର୍ତ୍ତନ ଆଣି ହେବ। ଶିକ୍ଷା ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୫-୨୬ରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ!-->…
ନିରାମୟ-ନିଦାନକୁ ଗୁରୁତ୍ବ
ଓଡ଼ିଶା ବଜେଟ ୨୦୨୫-୨୬: ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ
ଭୁବନେଶ୍ୱର ୧୭-୦୨-୨୦୨୫(ପିପିଏସ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୋମବାର ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟରେ ସ୍ବାସ୍ଥ୍ୟସେବାକୁ ବିଶେଷ ଗୁରୁତ୍ବ ପ୍ରଦାନ କରାଯାଇଛି।!-->!-->!-->…
ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ
ବାସୁଦେବପୁର ପୌରପାଳିକାର ରାଧାବଲ୍ଲଭପୁର ଗ୍ରାମରେ ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଉକ୍ତ ଗ୍ରାମର କାହ୍ନୁ ବେହେରାଙ୍କ ପୁଅ ରାଜେନ୍ଦ୍ର(୧୭) ଓ ସତ୍ୟବାନ ବେହେରାଙ୍କ ପୁଅ ଜ୍ୟୋତିର୍ମୟ(୧୪) ।
ବାସୁଦେବପୁର/ଭୁବନେଶ୍ୱର ୧୬-୦୨-୨୦୨୫-(ପିପିଏସ) : ଭଦ୍ରକ!-->!-->!-->…
ବାପାଙ୍କ ଟାଙ୍ଗିଆ ଚୋଟରେ ପୁଅ ଗୁରୁତର
ବାପା ରାଜେନ୍ଦ୍ର ଲୋଇ(୫୦) ଓ ପୁଅ ମନୋଜ ଲୋଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ତୀବ୍ର ରୂପ ନେଇଥିଲା। ଉତକ୍ଷିପ୍ତ ହୋଇ ବାପା ରାଜେନ୍ଦ୍ର ଲୋଇ ପୁଅ ମନୋଜଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଫଳରେ ପୁଅ ଗୁରୁତର ହୋଇଥିଲା।
ରେଢ଼ାଖୋଲ/ଭୁବନେଶ୍ୱର ୧୬-୦୨-୨୦୨୫-(ପିପିଏସ) : ସମ୍ବଲପୁର!-->!-->!-->…
ପୂର୍ବ ଭାରତର ପ୍ରଥମ ଅସ୍ଥି ବ୍ୟାଙ୍କରେ ଅଚଳାବସ୍ଥା
କିଣାଯାଇ ପାରୁନି ସାଢ଼େ ୮ଲକ୍ଷ ଟଙ୍କାର ଫ୍ରିଜ୍
କଟକ ୧୫-୦୨-୨୦୨୫(ପିପିଏସ ) : ପୂର୍ବ ଭାରତର ପ୍ରଥମ ଅସ୍ଥି ବ୍ୟାଙ୍କ ପ୍ରତିଷ୍ଠା କରି ରାଜ୍ୟ ଚିକିତ୍ସା ବିଜ୍ଞାନରେ ନୂଆ ଇତିହାସ ସୃଷ୍ଟି କରିଛି ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ। ଅସ୍ଥିଶଲ୍ୟ ବିଭାଗ!-->!-->!-->…
୧୦ମାସର ବକେୟା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍, ସୂଚନା ଦେଲେ ସରକାର
ରାଜ୍ୟ ସରକାର ସିଆରପି, ବ୍ୟାଙ୍କମିତ୍ର, ଏମ୍ବିକେ ଓ ପ୍ରାଣୀମିତ୍ରଙ୍କୁ ପାଇଁ ବଡ଼ ଖବର ଦେଇଛନ୍ତି। ମୋହନ ସରକାର ଏମାନଙ୍କୁ ବକେୟା ପାଉଣା ଦେବେ। କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ୧୦ମାସର ବକେୟା ପାଇବେ। ଏହା ଦ୍ବାରା ରାଜ୍ୟର ୬୨ ହଜାରରୁ ଊର୍ଦ୍ଧ୍ବ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ।
!-->!-->…
ଏମ୍ସ ଭୁବନେଶ୍ୱରରେ ଭାରତରେ ପ୍ରଥମ ଏଚ୍ପିବି ରେଡିଓଲୋଜି ପାଠ୍ୟକ୍ରମ
ଭାରତର ପ୍ରଥମ ହେପାଟୋ-ପାନକ୍ରିଏଟୋ-ବିଲିଆରି (ଏଚପିବି) ରେଡିଓଲୋଜି ପାଠ୍ୟକ୍ରମକୁ ସଫଳତାର ସହିତ ଆୟୋଜନ କରି ଏମ୍ସ ଭୁବନେଶ୍ୱର ଚିକିତ୍ସା ବିଜ୍ଞାନ, ଶିକ୍ଷା ଏବଂ ତାଲିମ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି।
ଭୁବନେଶ୍ୱର ୧୪-୦୨-୨୦୨୫(ପିପିଏସ ) : ଭାରତର ପ୍ରଥମ!-->!-->!-->…
କନ୍ଧମାଳରେ ଲଜ୍ଜା: ସପ୍ତମ ଶ୍ରେଣୀର ଛାତ୍ରୀ ଗର୍ଭବତୀ
ଶିକ୍ଷା ଦୀକ୍ଷାର ଅଭାବ ନା ଅମାନୁଷିକତା
କନ୍ଧମାଳ ଜିଲ୍ଲାରେ ନାବାଳିକା ଗର୍ଭବତୀ ହେବା ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଶିକ୍ଷା କ୍ଷେତ୍ରରେ ଏହି ଅଞ୍ଚଳ ପଛୁଆ ଥିବାରୁ ଖରାପ ବ୍ୟକ୍ତିଙ୍କର ଜାଲରେ ଫସିଯାଇ କମ୍ ବୟସର ଝିଅମାନେ ଏହି ଅଭାବନୀୟ ପରିସ୍ଥିତିର ସାମ୍ନା!-->!-->!-->…