Browsing Category

ସ୍ୱାସ୍ଥ୍ୟ

ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରାଯିବାର ଲକ୍ଷ୍ୟ ରହିଛି: ମନ୍ତ୍ରୀ

କେନ୍ଦ୍ର ଓ ରାଜ୍ୟରେ ଡବଲ ଇଂଜିନ ସରକାର ଚାଳିଛି। ଏହାକୁ ସୁଯୋଗରେ ନେଇ ସମଗ୍ର ଓଡିଶାର ସାମଗ୍ରୀକ ବିକାଶକୁ ପ୍ରାଧାନ୍ୟତା ଦିଆଯାଉଛି। ଦେଶର ଏକ ନମ୍ବର ରାଜ୍ୟ ଭାବେ ପରିଣତ କରିବା ବର୍ତ୍ତମାନ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ରହିଛି। କୋରାପୁଟ/ଭୁବନେଶ୍ୱର ୦୧-୦୩-୨୦୨୫ (ପିପିଏସ ) :

୩ ବର୍ଷ ମଧ୍ୟରେ ପ୍ରତି ଜିଲ୍ଲାରେ ‘କ୍ୟାନ୍‌ସର ଡେ କେୟାର ସେଣ୍ଟର’: ଜେପି ନଡ୍ଡା

ତୃଣମୂଳସ୍ତରରୁ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରାଯିବ। ଚଳିତ ବର୍ଷ ଦେଶରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ୨୦୦ ‘କ୍ୟାନ୍‌ସର ଡେ କେୟାର ସେଣ୍ଟର’ ସ୍ଥାପିତ ହେବ। ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରତି ଜିଲ୍ଲାରେ ‘କ୍ୟାନ୍‌ସର ଡେ କେୟାର ସେଣ୍ଟର’ ସ୍ଥାପନ ପୁରୀ/ଭୁବନେଶ୍ୱର

ବାସୁଦେବପୁରରେ ସଶସ୍ତ୍ର ଡକାୟତି

ମହିଳାଙ୍କୁ ଭୁଜାଲିରେ ହାଣି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ ବାସୁଦେବପୁର/ଭୁବନେଶ୍ୱର ୨୭-୦୨-୨୦୨୫(ପିପିଏସ) : ଭଦ୍ରକ ଜ଼ିଲ୍ଲା ବାସୁଦେବପୁର ନାୟକାଣିଡିହିରେ ବିଳମ୍ବିତ ରାତିରେ ଘରେ ପଶି ସଶସ୍ତ୍ର ଡକାୟତି ହୋଇଥିବାର ଖବର ମିଳିଛି। ମହିଳାଙ୍କୁ ଭୁଜାଲିରେ ହାଣି

ଧୀରେଧୀରେ ସବୁ ବନ୍ଦ କରିଦେଲେ କି?

କାଡାଭରିକ୍‌, ଲିଭର୍‌ ପ୍ରତିରୋପଣ ବନ୍ଦ କଟକ ୨୭-୦୨-୨୦୨୫(ପିପିଏସ) : କଟକ ବଡ଼ଡାକ୍ତରଖାନାରେ ବନ୍ଦ ହୋଇଗଲାଣି କି ବ୍ୟବସ୍ଥା? କାଡାଭରିକ୍‌ ପ୍ରତିରୋପଣ ବ୍ୟବସ୍ଥା ସାଢ଼େ ୩ମାସରୁ ଅଧିକ ସମୟ ହେଲା ହୋଇପାରିନି। ସେହିପରି ଲିଭର୍‌ ପ୍ରତିରୋପଣ ବ୍ୟବସ୍ଥା ବି ଏକପ୍ରକାର ଠପ୍‌।

ମାଟିତଳେ ପୋତି ହୋଇଗଲେ ୩ ଶ୍ରମିକ

ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ବରସୁଆଁ ଦମାଳ ଖଣି ଅଞ୍ଚଳରେ ଅଘଟଣ ଘଟିଛି । ମାଟି ଅତଡା ଧସି ୩ ଶ୍ରମିକ ଗୁରୁତର ହୋଇଛନ୍ତି । ୩ ଶ୍ରମିକ ମାଟି ତଳେ ପୋତି ହୋଇଯାଇଥିଲେ ରାଉରକେଲା/ଭୁବନେଶ୍ୱର ୨୫-୦୨-୨୦୨୫ (ପିପିଏସ) : ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ବରସୁଆଁ ଦମାଳ ଖଣି ଅଞ୍ଚଳରେ

ରାଜ୍ୟ ଟିକା ଭଣ୍ଡାରକୁ ଆଇଏସ୍‌ଓ ସାର୍ଟିଫିକେଟ୍‌

ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଟିକାର ଗୁଣବତ୍ତା ସମ୍ପୂର୍ଣ୍ଣ ପରିଚାଳନା ପାଇଁ ରାଜ୍ୟ ଟିକା ଭଣ୍ଡାର ଦେଶର ପ୍ରଥମ ଟିକା ଭଣ୍ଡାର ଭାବେ ଆଇଏସଓ ୯୦୦୦୧-୨୦୧୫ ସାର୍ଟିଫିକେଟ୍‌ ପାଇଛି ଭୁବନେଶ୍ୱର ୨୫-୦୨-୨୦୨୫ (ପିପିଏସ) : ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଟିକାର

ମାଣିକପାଟଣାରେ ରକ୍ତାକ୍ତ ସଂଘର୍ଷ, ୭ ଗୁରୁତର

ଜାଗାବାଡ଼ି ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ ଆଳି ଥାନା ଅଧୀନସ୍ଥ ମାଣିକପାଟଣା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟି ଉଭୟ ପକ୍ଷର ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିକିତ୍ସା ପାଇଁ ଆଳି

ପୁଷ୍ଟିକର ଆହାର ହିଁ ଯକ୍ଷ୍ମା ବିରୋଧରେ ସବୁଠାରୁ ମଜବୁତ୍ ଅସ୍ତ୍ର ଅଟେ: ଧର୍ମେନ୍ଦ୍ର

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଜନଭାଗିଦାରୀରେ ହିଁ ଜିଲ୍ଲାରୁ ଟିବି ମୁକ୍ତ ଲକ୍ଷ୍ୟ ସାଧିତ ହୋଇପାରିବ। ଅନୁଗୁଳ ଠାରେ ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ “ନିକ୍ଷୟ ମିତ୍ର” କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ସେ

ଆଉ ଏକ ମହାମାରୀ ଆସିବା ଆଶଙ୍କା: ଚୀନ୍‌ରେ ନୂଆ କରୋନା ଭାଇରସ ଚିହ୍ନଟ

ନୂଆ ବାଦୁଡ଼ି କରୋନା ଭାଇରସ୍ ନେଇ ଏକ ଅପଡେଟ୍ ଆସିଛି। ଏହା ଚୀନ୍‌ରେ ଆବିଷ୍କୃତ ହୋଇଛି। ଚୀନ୍ ଗବେଷକଙ୍କ ଏକ ଦଳ ଏହି ଭାଇରସ୍‌ର ନାମ ଏଚକେୟୁ-୫-କୋଭ୍-୨ ରଖିଛନ୍ତି। ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁଯାୟୀ, ଏହି ନୂତନ କରୋନା ଭାଇରସ ସାର୍ସ-କୋଭ୍-୨ ପରି ମଣିଷରୁ ମଣିଷକୁ ବ୍ୟାପିବାକୁ

କମ୍ ପିଅ, କିନ୍ତୁ ଭଲ ପିଅ: ମାଣ୍ଡିଆରୁ ତିଆରି ହେବ ମଦ

ଓଡ଼ିଶାରେ ମାଣ୍ଡିଆରୁ ତିଆରି ହେବ ମଦ। ଏଥିପାଇଁ ଆଗ୍ରହୀ ମଦ ତିଆରି କମ୍ପାନୀକୁ ସବ୍‌ସିଡି ଯୋଗାଇଦେବେ ରାଜ୍ୟ ସରକାର। ୨୦୨୫-୨୬ ଅବକାରୀ ନୀତିକୁ ନେଇ ଆଜି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏଭଳି କିଛି ଯୋଜନା ହୋଇଛି। ଭୁବନେଶ୍ୱର ୨୧-୦୨-୨୦୨୫ (ପିପିଏସ ) : ଓଡ଼ିଶାରେ