Browsing Category

ସ୍ୱାସ୍ଥ୍ୟ

ଆନ୍ଦୋଳନ ଜାରିରଖିବେ ନର୍ସ

ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): ରାଜ୍ୟ ସରକାରଙ୍କ ସହିତ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆଲୋଚନା ବିଫଳ ହୋଇଛି। ନର୍ସିଂ କର୍ମଚାରୀମାନେ ଆସନ୍ତାକାଲି (୨୦୨୪ ସେପ୍ଟେମ୍ବର ୨୬) ଯାଏଁ ଜରୁରୀକାଳୀନ ସେବାରେ ନିୟୋଜିତ ହେବାକୁ ସ୍ଥିର କରିଛନ୍ତି। ଏହା ପରେ ସେପ୍ଟେମ୍ବର ୨୭ ତାରିଖ ଠାରୁ

ବଢ଼ୁଛି ଭିଟାମିନ-ଇ କ୍ୟାପସୁଲ୍‌ ଚାହିଦା

ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : ବର୍ତ୍ତମାନ ସମୟରେ କ୍ୟାରିୟର ଚିନ୍ତା ସହିତ ଯୁବପିଢ଼ିଙ୍କ ଆଉ ଏକ ବଡ଼ ମୁଣ୍ଡବ୍ୟଥାର କାରଣ ପାଲଟିଛି କେଶ ଝଡ଼ିବା ଓ ଚର୍ମଜନିତ ସମସ୍ୟା। ପ୍ରତ୍ୟେକ ଦିନ ସାଙ୍ଗସାଥୀ ମେଳରେ ହେଉ ଅଥବା ସୋସିଆଲ ମିଡିଆରେ, ଏହା ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି।

ଶୁଆର ୨ଘଣ୍ଟାର ଅସ୍ତ୍ରୋପଚାର

୨୧ବର୍ଷ ଶୁଆର ହେଲା ସଫଳ ଟ୍ୟୁମର ଅସ୍ତ୍ରୋପଚାର। ମାଲିକ ବିଶ୍ବକର୍ମା ଶୁଆ ବେକରେ ଗଣ୍ଠି ଭଳି ଥିବା ଅନୁଭବ କରି ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ନେବା ପରେ ହୋଇଥିଲା ଅସ୍ତ୍ରୋପଚାର। ନୂଆଦିଲ୍ଲୀ/ଭୁବନେଶ୍ୱର ୧୯-୦୯-୨୦୨୪(ପିପିଏସ): ମଧ୍ୟପ୍ରଦେଶର ସତନା ଜିଲ୍ଲାରୁ ଏକ

ବିପଦରେ ଗନ୍ଧମାର୍ଦନର ଔଷଧୀୟ ଗଛ

ବରଗଡ଼ ଏବଂ ବଲାଙ୍ଗୀର ମଧ୍ୟସ୍ଥଳରେ ରହିଛି ଔଷଧୀୟ ଗଛର ପାହାଡ଼ ଗନ୍ଧମାର୍ଦନ। ଏହା କେବଳ ପଶ୍ଚିମ ଓଡ଼ିଶା ନୁହେଁ ସମଗ୍ର ଦେଶ ପାଇଁ ବଡ଼ ଅବଦାନ। ସ୍ଥାନୀୟ ବୈଦ୍ୟମାନଙ୍କ ଅନୁସାରେ ଏଠାରେ ସମୁଦାୟ ୨ ହଜାରରୁ ଅଧିକ ପ୍ରଜାତିର ଗଛ ମଧ୍ୟରୁ ୩୦୦ ପ୍ରଜାତିର ବ୍ୟବହାରଯୋଗ୍ୟ ଔଷଧୀୟ ଗଛ

ମଙ୍କିପକ୍ସ ପାଇଁ ଗାଇଡଲାଇନ ଜାରି

ମଙ୍କିପକ୍ସ ପାଇଁ ଗାଇଡଲାଇନ ଜାରି କରାଯାଇଛି । ସବୁ ଜିଲ୍ଲା ପାଇଁ ଏହି ଗାଇଡଲାଇନ ଜାରି ହୋଇଛି । ବିମାନ ବନ୍ଦର,ପୋର୍ଟ କର୍ତ୍ତୃପକ୍ଷଙ୍କ ପାଇଁ ମଧ୍ୟ ଗାଇଡଲାଇନ ଜାରି କରାଯାଇଛି। ଭୁବନେଶ୍ବର,୧୯-୦୯-୨୦୨୪(ପିପିଏସ) : ମଙ୍କିପକ୍ସ ପାଇଁ ଗାଇଡଲାଇନ ଜାରି କରାଯାଇଛି । ସବୁ

ଝାଡ଼ାବାନ୍ତିରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚେପଟିଆମ୍ବା ଗ୍ରାମରେ ଝାଡ଼ାବାନ୍ତି ଜନିତ ମୃତ୍ୟୁ ଚିନ୍ତା ବଢ଼ାଉଛି। ଏହି ଗାଁରେ ଶନିବାର ରାତିରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ପୂର୍ବରୁ ଏହି ଗାଁରେ ୩ ଜଣ ମହିଳା ଓ ଜଣେ ପୁରୁଷ ଜୀବନ ହାରିଛନ୍ତି। ନବରଙ୍ଗପୁର/ଭୁବନେଶ୍ୱର,

ଭରାନଈ ପାର ହୋଇ ଚିକତ୍ସା ପାଇଁ ଗଲେ ଡାକ୍ତର

ମାଲକାନଗିରି/ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ) : ଜିଲ୍ଲାର ମାଥିଲି ବ୍ଲକରେ ଏବେ ଝାଡାବାନ୍ତି ବ୍ୟାପିଛି। ଜିଲ୍ଲାରେ ବନ୍ୟା ପରେ ସଂକ୍ରାମକ ରୋଗର ଶିକାର ହେଉଛନ୍ତି ଲୋକେ।ଗତ ଏକ ସପ୍ତାହ ମଧ୍ୟରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ବିଭିନ୍ନ

ଡେଙ୍ଗୁ ଭୟରେ ସକାଳୁ ଫାଙ୍କା ପଡୁଛି ପାର୍କ

ଭୁବନେଶ୍ୱର/ ୧୦-୦୯-୨୦୨୪ (ପିପିଏସ): ସକାଳୁ ସକାଳୁ ନିଦ ଭାଙ୍ଗିଲାମାତ୍ରେ ନିତ୍ୟକର୍ମ ସାରି ପ୍ରାତଃଭ୍ରମଣରେ ଯାଉଥିବା ଅଧାରୁ ଅଧିକ ଭୁବନେଶ୍ବରିଆ ଏବେ ଡେଙ୍ଗୁମଶା ଭୟରେ ସକାଳ ୮ଟା ପରେ ଘରୁ ବାହାରୁଛନ୍ତି। ବିଶେଷ କରି ବୃଦ୍ଧ ଓ ମହିଳାମାନେ ରାଜଧାନୀର ବିଭିନ୍ନ ପାର୍କକୁ ଯିବା ସମୟ

ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁ ବଢୁଛି ମଙ୍କିପକ୍ସ ସଂକ୍ରମଣ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ): ଭାରତ ସରକାର ନିଶ୍ଚିତ କରିଛନ୍ତି ଯେ ଦେଶରେ ମଙ୍କିପକ୍ସର ଏକ ନୂଆ ମାମଲା ଚିହ୍ନଟ ହୋଇଛି। କିନ୍ତୁ, ଏହା ମଧ୍ୟ କୁହାଯାଇଛି ଯେ ଏହା ଏକ ପୃଥକ ମାମଲା।  ତେବେ ଏହି ଭୁତାଣୁର ଷ୍ଟ୍ରେନ୍ ବିଶ୍ବସ୍ବାସ୍ଥ୍ୟ ସଂଗଠନ ବିଶ୍ବସ୍ତରରେ ଜନସ୍ୱାସ୍ଥ୍ୟ

ନନ୍ଦନବିହାର ଅବହେଳିତ କାହିଁକି ?

ଭୁବନେଶ୍ୱର/୧୦-୦୯-୨୦୨୪(ପିପିଏସ): ବର୍ଷା ଜଳ ଯନ୍ତ୍ରଣାରୁ ଆଜି ପର୍ଯ୍ୟନ୍ତ ମୁକୁଳିପାରି ନାହାନ୍ତି। ଏଣେ ଅସ୍ତବ୍ୟସ୍ତ କଲାଣି ଅଳିଆ ଯନ୍ତ୍ରଣା। ଦିନେ କି ସପ୍ତାହେ ନୁହେଁ, ବର୍ଷ ବର୍ଷ ଧରି ଅଳିଆ ଆବର୍ଜନା ଦୁର୍ଗନ୍ଧରେ ଘାଣ୍ଟି ହେଉଛନ୍ତି। ପ୍ରଶାସନକୁ ଯେତେ ନିବେଦନ କଲେ ମଧ୍ୟ କେହି