Sign in
Sign in
Recover your password.
A password will be e-mailed to you.
Browsing Category
ସ୍ୱାସ୍ଥ୍ୟ
ରାସ୍ତାକଡ଼ରୁ ଗୁରୁତର ଅବସ୍ଥାରେ ନବଜାତ ଶିଶୁକନ୍ୟା ଉଦ୍ଧାର
ପ୍ରବଳ ଶୀତରେ ରାସ୍ତାକଡ଼ରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟାI କେହି ଶିଶୁକନ୍ୟାକୁ ଜନ୍ମ କରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ତୁଲୁଣ୍ଡୁପାଲି ଗାଁ ନିକଟ ରାସ୍ତାକଡ଼ରେ ଶିଶୁକନ୍ୟାକୁ ମାଟିରେ ପୋତି ଚାଲି ଯାଇଥିଲେI
ବିନିକା/ଭୁବନେଶ୍ୱର ୧୪-୧୨-୨୦୨୪(ପିପିଏସ) :!-->!-->!-->…
ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି ମହଙ୍ଗା ପଡ଼ିଲା
ବିଦାହେଲେ ଅଙ୍ଗନବାଡି କର୍ମୀ
କୁଆରମୁଣ୍ଡା/ଭୁବନେଶ୍ୱର ୧୩-୧୨-୨୦୨୪(ପିପିଏସ ) : ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି ମହଙ୍ଗା ପଡ଼ିଛି। ସତ୍ୟ ଜଣାପଡ଼ିବା ପରେ ଅଙ୍ଗନବାଡ଼ି କର୍ମୀ ଚାକିରିରୁ ବିଦା ହୋଇଛନ୍ତି। ଏଭଳି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଲକ୍ର ଏକ!-->!-->!-->…
ଏସସିବିରେ ଚାକିରି କରାଇଦେବା ନାଁରେ ୧୦ ଲକ୍ଷ ଲୁଟ୍
କଟକ,୦୯-୧୨-୨୦୨୪(ପିପିଏସ) : କଟକ ଏସସିବିରେ ବିଭିନ୍ନ ଏଜେନ୍ସିରେ ଚାକିରି କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ୨୦ରୁ ୨୫ ଜଣ ଆଶାୟୀ ପ୍ରାର୍ଥୀଙ୍କଠାରୁ ୧୦ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ନକଲି ନିଯୁକ୍ତି ପତ୍ର ଦେବା ଅଭିଯୋଗରେ ଏକ ନକଲି କନସଲଟାନ୍ସିର ଦୁଇ!-->!-->!-->…
ପୁରୀ ବିଚ୍ ମାରାଥନ୍: ଭାଗନେଲେ ୫ଶହ କ୍ରୀଡ଼ାବିତ୍
ଭୁବନେଶ୍ବର ସାଇକ୍ଲିଂ ଆଣ୍ଡ୍ ଆଡ୍ଭେଞ୍ଚର୍ କ୍ଲବ୍ (ବିସିଏସି) ପକ୍ଷରୁ ଆୟୋଜିତ ‘ପୁରୀ ବିଚ୍ ମାରାଥନ୍’ ଚତୁର୍ଥ ସଂସ୍କରଣରେ କ୍ରୀଡ଼ାବିତ୍ଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ରାଜ୍ୟ, ଦେଶ ଓ ଦେଶ ବାହାରୁ ୫ଶହ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିବା
!-->!-->!-->…
ଭଦ୍ରକରେ ଖୁବ ଶୀଘ୍ର ମେଡିକାଲ କଲେଜ:ସ୍ୱାସ୍ଥ୍ୟ ମନ୍ତ୍ରୀ
୫୦୦୦ ଡାକ୍ତର ଓ ୩୦୦୦ ପାରା ମେଡିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦେବେ ସରକାର
ଭଦ୍ରକ/ଭୁବନେଶ୍ୱର ୦୯-୧୨-୨୦୨୪(ପିପିଏସ) : ଭଦ୍ରକ ଜିଲ୍ଲାରେ ଖୁବ ଶୀଘ୍ର ମେଡିକାଲ କଲେଜ ଖୋଲିବ ବୋଲି ଆଜି ଗୃହରେ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ।ମୁଖ୍ୟମନ୍ତ୍ରୀ ମୋହନ ଚରଣ!-->!-->!-->…
ନିର୍ମାଣାଧୀନ ଡ୍ରେନ୍ରେ ଚାପି ହୋଇଗଲେ ୩ ଶ୍ରମିକ: ଜଣେ ମୃତ, ୨ ଗୁରୁତର
ରାଜ୍ୟରେ ମୁକୁଳା ଡ୍ରେନ୍ ଓ ନିର୍ମାଣାଧୀନ ଡ୍ରେନ୍ ଯୋଗୁଁ ଅନେକଙ୍କ ଜୀବନ ଯାଉଛି। ପ୍ରତିକାର ପାଇଁ ସରକାର ଓ ପ୍ରଶାସନର ତତ୍ପରତା ପ୍ରକାଶ ପାଉନାହିଁ। ବାରମ୍ବାର ଅଘଟଣ ଘଟୁଥିଲେ ମଧ୍ୟ ପ୍ରଶାସନର ନିଦ ଖୋଲୁନାହିଁ।
କଟକ,୦୮-୧୨-୨୦୨୪(ପିପିଏସ) : ଐତିହାସିକ କଟକ ସହରର ବିନାନାସୀ!-->!-->!-->…
ଜିଲ୍ଲାସ୍ତରୀୟ ୧୦୦ ଦିନ ବ୍ୟାପୀ ଯକ୍ଷ୍ମା ନିରାକରଣ ଅଭିଯାନର ଶୁଭାରମ୍ଭ
କଟକ ୦୭-୧୨-୨୦୨୪(ପିପିଏସ) :କଟକ ଜିଲ୍ଲାକୁ ଯକ୍ଷ୍ମାମୁକ୍ତ କରିବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଜିଲ୍ଲାସ୍ତରୀୟ ଶହେ ଦିନିଆ ସଘନ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । କଟକ ସାଂସଦ ଭର୍ତ୍ତୃହରି ମହତାବ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ କଟକ!-->!-->!-->…
ନିମ୍ନମାନ ଛତୁଆ ପ୍ରସଙ୍ଗ: ୧୨୫ ଏସଏଚଜି ଗ୍ରୁପକୁ କାରଣ ଦର୍ଶାଅ ନୋଟିସ
ନିମ୍ନମାନର ଛତୁଆ ପ୍ରସଙ୍ଗ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ବିଧାୟକ କଳିକେଶ ନାରାୟଣ ସିଂ ଦେଓ ପ୍ରଶ୍ନ କରିଛନ୍ତି। ଆଉ ଏହାର ଉତ୍ତରରେ ପ୍ରଭାତୀ ପରିଡ଼ା କହିଛନ୍ତି, ନିମ୍ନମାନର ଛତୁଆ ଯୋଗାଣ କରୁଥିବା ଗ୍ରୁପଗୁଡ଼ିକୁ ନୋଟିସ ଜାରି!-->…
ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀରେ ରାଷ୍ଟ୍ରପତି: ‘ଅଧିକ ଗବେଷଣା ପ୍ରାଚୀନ ଆୟୁର୍ବେଦ ପ୍ରତି ଆସ୍ଥା…
ରୋଗୀମାନେ ଚିକିତ୍ସକଙ୍କୁ ଭଗବାନଙ୍କ ପ୍ରତୀକ ମାନନ୍ତି। ତେଣୁ ଚିକିତ୍ସକମାନେ ସେବା ଓ ସମ୍ବେଦନଶୀଳତାକୁ ପାଥେୟ କରି କାର୍ଯ୍ୟ କରିବା ଉଚିତ। ଚିକିତ୍ସକଙ୍କ ଚିକିତ୍ସା ରୋଗ ଉପଶମ କରେ ସତ, କିନ୍ତୁ ତାଙ୍କ ଉତ୍ତମ ବ୍ୟବହାର ଓ ମଧୁର ବଚନରେ ରୋଗୀ ଅନେକାଂଶରେ
ପୁରୀ/ଭୁବନେଶ୍ୱର ୦୫-୧୨-୨୦୨୪!-->!-->!-->…
କଟକରେ ମଶାଙ୍କ ବ୍ୟାପକ ବଂଶବୃଦ୍ଧି ପାଇଁ ବିଜେପି ଯୁବ ମୋର୍ଚ୍ଚାର କମିଶନରଙ୍କୁ ସ୍ମାରକପତ୍ର
କଟକ,୦୪-୧୨-୨୦୨୪(ପିପିଏସ ) : କଟକ ସହରରେ ଏବେ ମଶାଙ୍କ ଉପଦ୍ରବ ଏତେ ମାତ୍ରରେ ବଢିଯାଇଛି ଯେ ଆପଣ ସଖାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମଶାଙ୍କ ଠାରୁ ନିସ୍ତାର ପାଇବେ ନାହଁ ଦିନ ଦ୍ବୀପହରେ ବିନା ମସାରୀ ଟାଙ୍ଗି ଲୋକେ ଘରେ ମଧ୍ୟ ସୋଇପାରୁନାହାନ୍ତି । ଆପଣ ରାଜ ରାସ୍ତାରେ ସନ୍ଧ୍ୟା ବେଳେ କୌଣସି!-->…