Browsing Category

ସାହିତ୍ୟ

ଦିଲ୍ଲୀରେ ରାଜଭାଷା ସମୀକ୍ଷା

ନୂଆଦିଲ୍ଲୀରେ ବିଭିନ୍ନ କେନ୍ଦ୍ରୀୟ ବିଭାଗର ରାଜଭାଷା ନିରୀକ୍ଷଣ କାର୍ଯ୍ୟକ୍ରମ ଅବସରରେ ସଂସଦୀୟ ରାଜଭାଷା କମିଟିର ଉପାଧ୍ଯକ୍ଷ ଶ୍ରୀ ଭର୍ତ୍ତୃହରି ମହତାବ ଏବଂ ଅନ୍ୟ ସଦସ୍ୟମାନେ

ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଉଦ୍‌ଯାପିତ

‘ଜଗତୀକରଣ ସାରସ୍ବତ ଜଗତକୁ ଛୋଟ କରିପାରିବ ନାହିଁ’ ଅନେକ କହୁଛନ୍ତି ବହି ବିପଦରେ ପଡ଼ିଛି। ହେଲେ ବହି ବିପଦରେ ପଡ଼ିନାହିଁ। ଡିଜିଟାଲ ଦୁନିଆ କେବେ ବି ବହିର ସ୍ଥାନ ନେଇ ପାରିବ ନାହିଁ। ବଜାରବାଦ ବିଶ୍ବକୁ ଛୋଟ କରି ଦେଇ ପାରେ ଭୁବନେଶ୍ୱର: ଅନେକ କହୁଛନ୍ତି ବହି ବିପଦରେ ପଡ଼ିଛି।

ପୁସ୍ତକମେଳାରୁ ଓହରିଲେ ୭ ପ୍ରକାଶକ

ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶା ସରକାର ରାଜ୍ୟ ପୁସ୍ତକ ମହୋତ୍ସବ ଆୟୋଜନ କରୁଛନ୍ତି। ଡିସେମ୍ବର ୬ରୁ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ୧୨ ଦିନ ଧରି ପୁସ୍ତକ ମହୋତ୍ସବ ଅନୁଷ୍ଠିତ ହେବ। ଭୁବନେଶ୍ୱର ୦୧-୧୨-୨୦୨୪ (ପିପିଏସ ) : ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶା ସରକାର ରାଜ୍ୟ ପୁସ୍ତକ

ରାଜ୍ୟ ଅଭିଲେଖାଗାରରେ ସଂସ୍କୃତି ଚର୍ଚ୍ଚା

ଡ. ମହତାବ ଥିଲେ ରାଷ୍ଟ୍ରନେତା ଭୁବନେଶ୍ୱର ୨୭-୧୧-୨୦୨୪ (ପିପିଏସ) : ଭୁବନେଶ୍ୱର ସ୍ଥିତ ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ଆଜି ୮୦ତମ ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ "ଓଡ଼ିଆ ଅସ୍ମିତାର ଅନ୍ୟତମ ବିନ୍ଧାଣି ଡ଼ଃ ହରେକୃଷ୍ଣ ମହତାବ"

ରାଷ୍ଟ୍ରବାଦୀ ନେତା ଥିଲେ ଡକ୍ଟର ମହତାବ: ରାଷ୍ଟ୍ରପତି

ରାଷ୍ଟ୍ରବାଦୀ ନେତା ଥିଲେ ଡକ୍ଟର ମହତାବ: ରାଷ୍ଟ୍ରପତି ନୂଆଦିଲ୍ଲୀ/ଭୁବନେଶ୍ୱର ୨୨-୧୧-୨୦୨୪ (ପିପିଏସ) : ରାଷ୍ଟ୍ରବାଦୀ ନେତା ଥିଲେ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ। ଦେଶକୁ ଏକଜୁଟ୍ କରିବା ପାଇଁ ତାଙ୍କର ଅବଦାନ ଥିଲା ଅତୁଳନୀୟ। ଡକ୍ଟର ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ

ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର ୨୧-୧୧-୨୦୨୪ (ପିପିଏସ) : ଆଜି ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ । ଏହି ଅବସରରେ ଭୁବନେଶ୍ୱର ସ୍ଥିତ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଥିବା ଡ଼ଃ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ

ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ: ସ୍ବତନ୍ତ୍ର ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚିତ

ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ନୂଆଦିଲ୍ଲୀ/ଭୁବନେଶ୍ୱର ୨୧-୧୧-୨୦୨୪ (ପିପିଏସ) :

‘ହରେକୃଷ୍ଣ ମହତାବ ଚିତ୍ରକଳା ଶିବିର’ ଉଦ୍‌ଯାପିତ

ଭୁବନେଶ୍ୱର ୧୩-୧୧-୨୦୨୪(ପିପିଏସ) : ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଜନନାୟକ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ଆସନ୍ତା ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ମହତାବଙ୍କ

ଜୀବନ ସୃଜନଶୀଳତାର ପ୍ରଥମ ପାହାଚ “ଗପ”

ଆରମ୍ଭ ହୋଇଛି "ଆସ ପଢ଼ିବା ଗପ ବହି" ନାମରେ ଏକ ଅଭିଯାନ କଟକ,୦୩-୧୦-୨୦୨୪ (ପିପିଏସ) : ବୁଢ଼ୀ ଅସୁରୁଣୀ ଗପ କିଏ କହି ପାରିବ? ଅଧିକାଂଶ ପିଲା କହିବେ ଆମେ ଜାଣିନୁ।ଆପଣ ଏହା ପରୀକ୍ଷା କରି ଦେଖି ପାରନ୍ତି । ଅଧିକାଂଶ ଘରେ ଆଉ ବୟସ୍କ ସଦସ୍ୟଙ୍କ ପାଖରେ ନାତି ନାତୁଣୀ ନାହାନ୍ତି। ଘରେ

ପରଲୋକରେ ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି

ପ୍ରଖ୍ୟାତ କବି, ନାଟ୍ୟକାର, ଗୀତିକାର, ସଂଳାପକାର, ଅଭିନେତା ତଥା ଓଡ଼ିଶା ସାହିତ୍ୟ ଏକାଡେ଼ମୀର ପୂର୍ବତନ ସଭାପତି ହରିହର ମିଶ୍ରଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ପୁରୀ/ଭୁବନେଶ୍ୱର,୨୩-୦୯-୨୦୨୪(ପିପିଏସ ): ପ୍ରଖ୍ୟାତ କବି, ନାଟ୍ୟକାର,