Sign in
Sign in
Recover your password.
A password will be e-mailed to you.
Browsing Category
ସାହିତ୍ୟ
ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ: ସ୍ବତନ୍ତ୍ର ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚିତ
ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ
ନୂଆଦିଲ୍ଲୀ/ଭୁବନେଶ୍ୱର ୨୧-୧୧-୨୦୨୪ (ପିପିଏସ) :!-->!-->!-->…
‘ହରେକୃଷ୍ଣ ମହତାବ ଚିତ୍ରକଳା ଶିବିର’ ଉଦ୍ଯାପିତ
ଭୁବନେଶ୍ୱର ୧୩-୧୧-୨୦୨୪(ପିପିଏସ) : ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଜନନାୟକ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ଆସନ୍ତା ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ମହତାବଙ୍କ!-->…
ଜୀବନ ସୃଜନଶୀଳତାର ପ୍ରଥମ ପାହାଚ “ଗପ”
ଆରମ୍ଭ ହୋଇଛି "ଆସ ପଢ଼ିବା ଗପ ବହି" ନାମରେ ଏକ ଅଭିଯାନ
କଟକ,୦୩-୧୦-୨୦୨୪ (ପିପିଏସ) : ବୁଢ଼ୀ ଅସୁରୁଣୀ ଗପ କିଏ କହି ପାରିବ? ଅଧିକାଂଶ ପିଲା କହିବେ ଆମେ ଜାଣିନୁ।ଆପଣ ଏହା ପରୀକ୍ଷା କରି ଦେଖି ପାରନ୍ତି । ଅଧିକାଂଶ ଘରେ ଆଉ ବୟସ୍କ ସଦସ୍ୟଙ୍କ ପାଖରେ ନାତି ନାତୁଣୀ ନାହାନ୍ତି। ଘରେ!-->!-->!-->…
ପରଲୋକରେ ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି
ପ୍ରଖ୍ୟାତ କବି, ନାଟ୍ୟକାର, ଗୀତିକାର, ସଂଳାପକାର, ଅଭିନେତା ତଥା ଓଡ଼ିଶା ସାହିତ୍ୟ ଏକାଡେ଼ମୀର ପୂର୍ବତନ ସଭାପତି ହରିହର ମିଶ୍ରଙ୍କର ପରଲୋକ ହୋଇଯାଇଛି।
ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା।
ପୁରୀ/ଭୁବନେଶ୍ୱର,୨୩-୦୯-୨୦୨୪(ପିପିଏସ ): ପ୍ରଖ୍ୟାତ କବି, ନାଟ୍ୟକାର,!-->!-->!-->!-->!-->!-->!-->…
“କୋଠ ମାଇପର ସନ୍ତାନ “
(ପୁରାତନ ରାଜୁଡ଼ା ଅମଳରେ ଆଜିଭଳି କୌଣସି ସ୍ୱତନ୍ତ୍ର ବେଶ୍ୟାଳୟ ନଥିଲା l ଫଳରେ ସମ୍ଭ୍ରାନ୍ତ ଶ୍ରେଣୀର ଉତ୍ସୃଙ୍ଖଳ ପୁରୁଷ ମାନେ ନିଜର ଯୌନକ୍ଷୁଧା ମେଣ୍ଟାଇବା ପାଇଁ ନଗର ବଧୂ ପ୍ରଥା ପ୍ରଚଳନ କରୁଥିଲେ l ସେଇ ପ୍ରଥା ଯେତେବେଳେ ଗ୍ରାମାଞ୍ଚଳକୁ ବ୍ୟାପିଲା, ସେତେବେଳେ ନିପଟ ମଫସଲି ଭାଷାରେ ନଗର!-->…