Browsing Category

ସଂସ୍କୃତି ଓ ପରମ୍ପରା

ମହାଷ୍ଟମୀରେ ମାଛ ଓ ଉଷୁନା ଚାଉଳ ଖେଚୁଡ଼ି

ପାର୍ବଣରେ ମହାମାୟୀ ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ପମ୍ପାଲୋ ପଞ୍ଚାୟତ କୁଳନ୍ତିରାଶାସନସ୍ଥିତ ମା’ସଂକଟ ତାରିଣୀ ପୀଠରେ ବିଧିବିଧାନ ଅନୁସାରେ ଷୋଳ ପୂଜା ଚାଲିଛି। ସକାଳୁ ରାତି ପର୍ଯ୍ୟନ୍ତ ମା’ଙ୍କ ପୀଠରେ ଲାଗିରହିଛି ଆଧ୍ୟାତ୍ମିକ ପରିବେଶ। ସକାଳେ ବାଳ ଭୋଗ, ମଧ୍ୟାହ୍ନ ଓ

ପାର୍ବଣରେ ମହାମାୟୀ

ନବରଙ୍ଗପୁରବାସୀଙ୍କ ସୁରକ୍ଷାକବଚ ମା’ଭଣ୍ଡାରଘରଣୀ ନବରଙ୍ଗପୁର/ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ନବରଙ୍ଗପୁରବାସୀଙ୍କ ଇଷ୍ଟଦେବୀ ମା’ ଭଣ୍ଡାରଘରଣୀ। ଏ ମାଟିର ସନ୍ତାନଙ୍କୁ ଯୁଗ ଯୁଗ ଧରି ନିଜ ଅଭୟ ପଣତ ତଳେ ସୁରକ୍ଷିତ ରଖି ଆସିଛନ୍ତି। କେବଳ ନବରଙ୍ଗପୁର ସହର ନୁହେଁ, ସାରା

ପାଞ୍ଚଟି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା

ନୂଆଦିଲ୍ଲୀ/ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) :  କେନ୍ଦ୍ର କ୍ୟାବିନେଟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଗୁରୁବାର ପାଞ୍ଚଟି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଛନ୍ତି। ମରାଠୀ, ବଙ୍ଗାଳୀ, ପାଲି, ପ୍ରାକୃତ ଏବଂ ଆସାମୀ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ କରିବାକୁ

ଗାନ୍ଧୀଜୀଙ୍କ ପ୍ରକୃତ ଲକ୍ଷ୍ୟ ମୋଦୀଜୀ ପୂରଣ କରିଛନ୍ତି: ମୁଖ୍ୟମନ୍ତ୍ରୀ

କଟକ/ଫୁଲନଖରା,୦୩-୧୦-୨୦୨୪ (ପିପିଏସ) : ଗାନ୍ଧିଜୀଙ୍କ ପାଖରେ ମନୁଷ୍ୟତ୍ୱ ଓ ଦିବ୍ୟତ୍ୱ ଏକାକାର ହୋଇଯାଇଥିଲା। ଗାନ୍ଧିଜୀ ହେଉଛନ୍ତି ସମଗ୍ର ମାନବ ଜାତିର ସଂପଦ। ସମଗ୍ର ବିଶ୍ୱର ଆଦର୍ଶ। ତାଙ୍କ ଜୀବନ ଥିଲା ସତ୍ୟ ସହ ନିରନ୍ତର ପରୀକ୍ଷା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଜିଲ୍ଲା

ନିଲମ୍ବିତ ହେଲେ ପାଳିଆ ସେବକ

ଭୁବନେଶ୍ୱର ୦୧-୧୦-୨୦୨୪ (ପିପିଏସ) : ଶ୍ରୀମନ୍ଦିର ରୋଷରେ ଲୁହା କଡ଼େଇ ବ୍ୟବହାର ନେଇ ଆକ୍ସନ । ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଶ୍ରୀମନ୍ଦିର ତଥା ରୋଷଘରେ ପ୍ରବେଶ ନିଷିଦ୍ଧ କରାଯାଇଛି । ଜଣେ

ଏଥର ଝାରପଡ଼ା ଦୁର୍ଗାପୂଜାରେ ‘ଇମ୍ପେରିଆଲ୍‌ ପ୍ୟାଲେସ୍‌’

୮୫ ଫୁଟ ଉଚ୍ଚତା ଓ ୧୫୦ ଫୁଟ ଚଉଡ଼ାର ଏହି ଭବ୍ୟ ତୋରଣ ନିର୍ମାଣ କରାଯାଉଛି ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ଚଳିତ ବର୍ଷ ଚତୁର୍ଦ୍ଦଶ ବର୍ଷରେ ପଦାର୍ପଣ କରୁଛି ଝାରପଡ଼ା ଦୁର୍ଗାପୂଜା ସମିତି। ତେଣୁ ଏଥର ମଧ୍ୟ ପୂଜା ସମିତି ପକ୍ଷରୁ ନିଜସ୍ବ ପରିକଳ୍ପନାରେ ‘ଇମ୍ପେରିଆଲ୍‌ ପ୍ୟାଲେସ୍‌’

ଅକ୍ଟୋବର ୨ରେ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ସମାରୋହ

ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ,ମନ୍ତ୍ରୀ ଓ ବିଶିଷ୍ଟ ଅତିଥିଙ୍କୁ ନିମନ୍ତ୍ରଣ ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ଆସନ୍ତା ଅକ୍ଟୋବର ୨ତାରିଖରେ ଭୁବନେଶ୍ୱର ଶହୀଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନଠାରେ ରାଜ୍ୟସ୍ତରୀୟ ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ସମାରୋହ ପାଳନକରାଯିବ

ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପ୍ରତିଯୋଗିତା

ମାଣିଆବନ୍ଧ ପୁରସ୍କୃତ,ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପ୍ରତିଯୋଗିତାରେ ପୁରସ୍କୃତ ହୋଇଛି ଓଡ଼ିଶାର ମାଣିଆବନ୍ଧ ଗାଁ। ବୟନଶିଳ୍ପୀ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଟକ ଜିଲ୍ଲାର ମାଣିଆବନ୍ଧ ଗାଁକୁ

ଶ୍ରୀମନ୍ଦିର ରୋଷଘର ଘିଅ ସହ ଯାଞ୍ଚ ହେବ ଅବଢ଼ାର ମାନ

ସୁପକାର ସେବକଙ୍କ ମତ ଅମୁଣିଆ ଯାଞ୍ଚ ଠିକ୍ । ମହାପ୍ରସାଦ ମାନ ପରୀକ୍ଷଣକୁ ଦର୍ଶାଇଲେ ଶାସ୍ତ୍ର ବିରୋଧୀ । ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ଶ୍ରୀମନ୍ଦିରରେ ମହାପ୍ରସାଦର ହେବ ମାନ ଯାଞ୍ଚ । ରୋଷ ଘରକୁ ଯାଉଥିବା ସାମଗ୍ରୀ ହେଉ କି ସେଠୁ ବାହାରୁଥିବା ଅବଢ଼ା, ସବୁର ହେବ ମାନ ପରୀକ୍ଷଣ।

ଏଥର ମା’ଙ୍କ ପାଇଁ ୧୦୦ କୋଟିର ଅଳଙ୍କାର

ଏଥର କଟକ ଦଶହରାରେ ପୂଜାମଣ୍ଡପଗୁଡ଼ିକରେ ପାଖାପାଖି ୧୦୦ କୋଟି ଟଙ୍କାର ରୁପା ଓ ସୁନା ଅଳଙ୍କାରରେ ସଜେଇ ହେବେ ମା’। ବିଭିନ୍ନ କାରଣରୁ ଏଥର ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି। କଟକ,୨୭-୦୯-୨୦୨୪(ପିପିଏସ) : ଏଥର କଟକ ଦଶହରାରେ