Browsing Category

ସଂସ୍କୃତି ଓ ପରମ୍ପରା

ବ୍ରିଟ୍‌ କଲୋନି ମହିଳାଙ୍କ ନେତୃତ୍ବରେ ମା’ଙ୍କ ପୂଜାର୍ଚ୍ଚନା

ରାଜଧାନୀରରେ ମା’ ଦୁର୍ଗାଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରାୟ ସମସ୍ତ ପୂଜା କମିଟି ପୁରୁଷମାନଙ୍କ ଦାୟିତ୍ବରେ। ହେଲେ ବଡ଼ବଡ଼ ବ୍ରିଟ୍‌ କଲୋନିର କିଛି ମହିଳା ଏକାଠି ହୋଇ ମା’ ଦୁର୍ଗାଙ୍କ ପୂଜା କରୁଛନ୍ତି। ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) :

 ଶସ୍ତ୍ର ପୂଜନ କାର୍ଯ୍ୟକ୍ରମରେ ଯୋଗଦେଲେ ଶତାଧିକ ସାଧୁସନ୍ଥ, ମହିଳା

ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) : ଜଗତଜନନୀ ମା’ ଦୁର୍ଗାଙ୍କର ପବିତ୍ର ଷଷ୍ଠୀ ଉତ୍ସବ ପାଳନ ରାଜଧାନୀ ଭୁବନେଶ୍ୱରସ୍ଥିତ ରାମମନ୍ଦିର ଠାରେ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ରକ୍ଷା ମଞ୍ଚ ତରଫରୁ ଅୟୋଜିତ ଏହି କାର୍ଯ୍ୟକ୍ରମରେ ଏକ ବିଶାଳ ସନାତନ ସଂସ୍କୃତି

ପାର୍ବଣରେ ସୁରକ୍ଷା ଚିନ୍ତା, ସବୁଠି କଡ଼ା ଯାଞ୍ଚ

ରାଉରକେଲା/ଭୁବନେଶ୍ୱର, ୦୭-୧୦-୨୦୨୪ (ପିପିଏସ) : ପାର୍ବଣରେ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ରାଉରକେଲା ପୁଲିସ, ଅବକାରୀ ପୁଲିସ ତତ୍ପର ହୋଇଉଠିଛି। ରାଉରକେଲା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ, ଯାଞ୍ଚ କରାଯାଉଛି। ଗାଡ଼ି ଯାଞ୍ଚକୁ କଡ଼ା କରାଯାଇଥିବାବେଳେ ଚୋରି,

ମଣ୍ଡପରେ ପୂଜା ପାଇବେ ମହାବୀର

ନୂଆପଲ୍ଲୀର ଶ୍ରୀଶ୍ରୀ ମହାବୀର ପୂଜା କମିଟି ପକ୍ଷରୁ ଦଶହରାରେ ମା’ ଦୂର୍ଗାଙ୍କ ବଦଳରେ ପୂଜା ପାଆନ୍ତି ସଙ୍କଟମୋଚନ ମହାବୀର। ୧୫ବର୍ଷରେ ପହଞ୍ଚିଥିବା ଏହି ପୂଜା ପାଇଁ ଏଥର ୧୦ଲକ୍ଷ ଟଙ୍କାର ବ୍ୟୟବରାଦ ରହିଛି ଭସାଣିରେ କେବଳ ପାରମ୍ପରିକ ବାଦ୍ୟ ଭୁବନେଶ୍ୱର, ୦୭-୧୦-୨୦୨୪ (ପିପିଏସ)

ପାରିବାରିକ ପର୍ବରୁ ସାମାଜିକ ମହୋତ୍ସବ

କଟକରେ ଦୁର୍ଗାପୂଜା ଓ ସୁନାଚାନ୍ଦି ମେଢ଼ କଟକ,୦୬-୧୦-୨୦୨୪ (ପିପିଏସ) : ଓଡ଼ିଶାରେ ଦଶହରାରେ ମୃଣ୍ମୟୀ ପୂଜାର ପରମ୍ପରା ଖୁବ୍‌ ଲୋକପ୍ରିୟ। କିନ୍ତୁ ଏହା ସ୍ବକୀୟ ଉତ୍କଳୀୟ ପରମ୍ପରା ନୁହେଁ। ରାଜ୍ୟର ପ୍ରାଚୀନ ସହର କଟକର ବଙ୍ଗୀୟ ଅଧିବାସୀ ଏହାର ମୂଳଦୂଆ ପକାଇଥିଲେ ବୋଲି କୁହାଯାଏ।

ଡିସେମ୍ବର ୧୫ରୁ କୋଣାର୍କ ଇକୋ ରିଟ୍ରିଟ୍‌

ପୁରୀ/ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ଡିସେମ୍ବର ୧୫ରୁ କୋଣାର୍କ ମେରାଇନ ରୋଡ୍‌ ସଂଲଗ୍ନ ବେଳାଭୂମିରେ ଆରମ୍ଭ ହେବ ଇକୋ ରିଟ୍ରିଟ୍‌। ବିଳାସପୂର୍ଣ୍ଣ ଟେଣ୍ଟରେ ତାରକା ହୋଟେଲର ଅନୁଭବ ନେବେ ପର୍ଯ୍ୟଟକ। ଜଳକ୍ରୀଡ଼ା, ବିଚ୍‌ ସ୍ପୋର୍ଟସ ତଥା ବେଳାଭୂମି କ୍ରୀଡ଼ା, ଇନ୍‌ଡୋର ଗେମ୍‌ ଏବଂ

ରାବଣପୋଡ଼ି ମହୋତ୍ସବ ପାଇଁ ଉପଯୁକ୍ତ ବ୍ୟବସ୍ଥା କର : ହାଇକୋର୍ଟ 

କଟକ,୦୬-୧୦-୨୦୨୪ (ପିପିଏସ) : ଧାର୍ମିକ ଉତ୍ସବଗୁଡ଼ିକ କିପରି ବିନା ବାଧାବିଘ୍ନରେ ପାଳନ ହେବ, ତାହା ଦେଖିବା କର୍ତ୍ତୃପକ୍ଷଙ୍କ ଦାୟିତ୍ବ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ବିଜୟା ଦଶମୀ ତିଥିରେ ଆୟୋଜିତ ହେବାକୁ ଥିବା ରାବଣପୋଡ଼ି ମହୋତ୍ସବ ପାଇଁ ଗଡ଼ଗଡ଼ିଆ ଘାଟ ନିକଟରେ ଚିହ୍ନିତ

ପଦ୍ମାବତୀ ପ୍ୟାଲେସ୍‌ରେ ଶୋଭା ପାଇବେ ମା’

ପାର୍ବଣରେ ମହାମାୟୀ ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ଧରାବତାରଣ କରିବେ ମା’ ଦୁର୍ଗା। ମା’ଙ୍କ ପୁଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଭିନ୍ନ ଭିନ୍ନ ଡିଜାଇନର ତୋରଣ ସାଙ୍ଗକୁ ଆଖିଝଲସା ସାଜସଜ୍ଜାରେ ଲାଗିପଡ଼ିଛନ୍ତି ଆୟୋଜକ। କଟକ ରୋଡ ବ୍ୟବସାୟୀ ସଂଘର ପୂଜା ଏଥର ୪୪ବର୍ଷରେ

ନିଲାମ ହେଲା ମହାପ୍ରଭୁଙ୍କ ଅର୍ପଣ ଚାଉଳ

ଅର୍ପଣ ଚାଉଳକୁ ୨କୋଟି ୮୬ ଲକ୍ଷ ଟଙ୍କାରେ ବିକ୍ରି କରିଛି ଶ୍ରୀମନ୍ଦିର ପ୍ରଶାସନ ପୁରୀ/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ମହାପ୍ରଭୁଙ୍କ ଅର୍ପଣ ଚାଉଳ ନିଲାମ ହୋଇଛି। ମୋଟ ୧୦ହଜାର ୩୨୨ କ୍ବିଣ୍ଟାଲ ଅର୍ପଣ ଚାଉଳକୁ ୨କୋଟି ୮୬ ଲକ୍ଷ ଟଙ୍କାରେ ବିକ୍ରି କରିଛି ଶ୍ରୀମନ୍ଦିର ପ୍ରଶାସନ।

ଦୁର୍ଗାପୂଜାରେ ଡିଜେର ଶଦ୍ଦ ୬୫ ଡିସେବଲ୍‌ ମଧ୍ୟରେ ସୀମିତ ରହିବ: ହାଇକୋର୍ଟ

ଭୁବନେଶ୍ବର/କଟକ,୦୩-୧୦-୨୦୨୪ (ପିପିଏସ) : ଶାରଦୀୟ ନବରାତ୍ରୀ ଆଜି ଠାରୁ ଆରମ୍ଭ ହୋଇଯାଇଛି। ଦେବୀ ମନ୍ଦିରଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି। ମା’ଙ୍କ ପୂଜାର୍ଚ୍ଚନା ପାଇଁ ମନ୍ଦିରଗୁଡ଼ିକରେ ସ୍ବତନ୍ତ୍ର ଆୟୋଜନ ପ୍ରସ୍ତୁତ ହୋଇଛି। ମଣ୍ଡପରେ ଦୁର୍ଗାପୂଜାର ଆୟୋଜନ ପାଇଁ ବିଭିନ୍ନ ଅନୁଷ୍ଠାନ