Sign in
Sign in
Recover your password.
A password will be e-mailed to you.
Browsing Category
ସଂସ୍କୃତି ଓ ପରମ୍ପରା
୧୬ ରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ
ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି ନେଇ ଏଏସଆଇ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୬ ତାରିଖଠାରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଏନେଇ ଆସନ୍ତା ଦୁଇଦିନ ଭିତରେ ବୈଠକ ବସିବ ବୋଲି ସୂଚନା ମିଳିଛି। ମରାମତି କରିବା ପାଇଁ ଦିନକୁ ୫ଘଣ୍ଟାର ସମୟ ଆବଶ୍ୟକ।
ପୁରୀ/ଭୁବନେଶ୍ୱର!-->!-->!-->…
ଧନୁଯାତ୍ରା ଦେଖିବେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା-୨୦୨୫ ଦେଖିବେ। ଏହା ପୁଣି ଦୀର୍ଘ ବର୍ଷର ବ୍ୟବଧାନ ପରେ। ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ଦେଖିବା ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଘୋଷଣା କରିଛନ୍ତି।
ବରଗଡ଼/ଭୁବନେଶ୍ୱର ୦୮-୧୨-୨୦୨୪(ପିପିଏସ) : ମୁଖ୍ୟମନ୍ତ୍ରୀ ବିଶ୍ବ!-->!-->!-->…
ଉଦ୍ଘାଟନ ହେବ କୋଣାର୍କ ଇକୋ ରିଟ୍ରିଟ
ବେଳାଭୂମିରେ ପଞ୍ଚତାରକା ହୋଟେଲ ଓ ବାରର ମଜା ନେବେ ପର୍ଯ୍ୟଟକ
କୋଣାର୍କ/ଭୁବନେଶ୍ୱର ୦୮-୧୨-୨୦୨୪(ପିପିଏସ) : ଡିସେମ୍ବର ୧୩ରୁ ଆରମ୍ଭ ହେବ କୋଣାର୍କ ଇକୋ ରିଟ୍ରିଟ। ଏବେଠୁ ରାମଚଣ୍ଡୀ ମୁହାଣ ଇକୋ ରିଟ୍ରିଟ ନିକଟରେ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି। ସମୁଦ୍ର ବେଳାଭୂମି ଚଳଚଞ୍ଚଳ ହୋଇଉଠିଛି।!-->!-->!-->…
ଜନ୍ମମାଟିରେ ମହିଳାଙ୍କ ସହ ନାଚିଲେ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଭାବପ୍ରବଣ ହୋଇ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ନିଜ ଜନ୍ମସ୍ଥାନ ଉପରବେଡା ଗ୍ରାମ ପରିଦର୍ଶନ କରିବା ସମୟରେ ମହିଳାଙ୍କ ସହ ନାଚିଛନ୍ତି। ମହିଳାଙ୍କ ପାରମ୍ପରିକ ସାନ୍ତାଳୀ ନୃତ୍ୟ ଦେଖି ସେ ନିଜକୁ ରୋକି ପାରି ନ ଥିଲେ
ବାରିପଦା/ଭୁବନେଶ୍ୱର!-->!-->!-->…
କୋଣାର୍କ ଉତ୍ସବର ୪ର୍ଥ ସନ୍ଧ୍ୟା……
କୋଣାର୍କ ଉତ୍ସବର ୪ର୍ଥ ସନ୍ଧ୍ୟା......
କୁଚିପୁଡ଼ି ଓ ଓଡିଶୀ ନୃତ୍ୟରେ ବିମୋହିତ ବିଦେଶୀ ଓ ଦେଶୀୟ ପର୍ଯ୍ୟଟକ ।
କୋଣାର୍କ୦୪-୧୨-୨୦୨୪(ପିପିଏସ ) : ୩୫ତମ କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟା। ଏହି ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ହାଇଦ୍ରାବାଦରୁ ଆସିଥିବା ଦୀପିକା ରେଡ୍ଡୀ ଓ ସାଥୀ!-->!-->!-->!-->!-->…
ବରଗଡ଼ ଧନୁଯାତ୍ରା
ଏଥର ମଞ୍ଚ ଦୁଲୁକାଇବେ ଭୁବନେଶ୍ୱର ପ୍ରଧାନ
ବରଗଡ଼/ଭୁବନେଶ୍ୱର ୦୧-୧୨-୨୦୨୪ (ପିପିଏସ ) : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ନୂଆ କଂସ ମିଳିଛି। ଏଥର ଭୁବନେଶ୍ବର ପ୍ରଧାନ କଂସ ଭୂମିକାରେ ଅବତୀର୍ଣ୍ଣ ହେବେ। ଧନୁଯାତ୍ରା ସମୟରେ ବରଗଡ଼ ସହରରେ ରାଜ୍!-->!-->!-->…
ବାଲିଯାତ୍ରାକୁ ଆନ୍ତର୍ଜାତିକ ମାନ୍ୟତା ପାଇଁ ପ୍ରୟାସ
ଏଥର ବାଲିଯାତ୍ରା ଖର୍ଚ୍ଚ ପାଖାପାଖି ୧୦କୋଟି, ଆୟ ୧୧ କୋଟି
କଟକର ଐତିହାସିକ ବାଲିଯାତ୍ରାକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ନୂଆ ଯୋଜନା ଆରମ୍ଭ ହୋଇଛି।
ଏଣିକି ବର୍ଷ ତମାମ ଦେଶର ବିଭିନ୍ନ ସ୍ଥାନରେ ଆୟୋଜନ ହେଉଥିବା ବଡ଼ ବଡ଼ ମେଳା ମହୋତ୍ସବରେ!-->!-->!-->!-->!-->!-->!-->…
୫ ଘଣ୍ଟା ବନ୍ଦ ଏବେ ଶ୍ରୀମନ୍ଦିର
ଶ୍ରୀଜିଉଙ୍କ ବନକଲାଗି ନୀତି ଲାଗି ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୫ରୁ ରାତି ୧୦ଟା ପର୍ଯ୍ୟନ୍ତ ୫ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ସଂପନ୍ନ ହେବା ପରେ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ।
ପୁରୀ/ଭୁବନେଶ୍ୱର ୨୭-୧୧-୨୦୨୪ (ପିପିଏସ) : ଆଜି!-->!-->!-->…
ରାଜ୍ୟ ଅଭିଲେଖାଗାରରେ ସଂସ୍କୃତି ଚର୍ଚ୍ଚା
ଡ. ମହତାବ ଥିଲେ ରାଷ୍ଟ୍ରନେତା
ଭୁବନେଶ୍ୱର ୨୭-୧୧-୨୦୨୪ (ପିପିଏସ) : ଭୁବନେଶ୍ୱର ସ୍ଥିତ ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ଆଜି ୮୦ତମ ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ "ଓଡ଼ିଆ ଅସ୍ମିତାର ଅନ୍ୟତମ ବିନ୍ଧାଣି ଡ଼ଃ ହରେକୃଷ୍ଣ ମହତାବ"!-->!-->!-->…
ଆସନ୍ତାକାଲି ଶ୍ରୀମନ୍ଦିରରେ ପଇତାଲାଗି ନୀତି: ୪ ଘଣ୍ଟା ଜଗାଦର୍ଶନ ବନ୍ଦ
ଆସନ୍ତାକାଲି ଶ୍ରୀମନ୍ଦିରରେ ପଇତାଲାଗି ନୀତି ଅନୁଷ୍ଠିତ ହେଉଥିବା ହେତୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ। ଶ୍ରୀଜିଉଙ୍କ ପଇତାଲାଗି ନୀତି ଲାଗି ପାଇଁ ସନ୍ଧ୍ୟା ୫ରୁ ରାତି ୯ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
!-->!-->!-->!-->!-->…