Browsing Category

ସଂସ୍କୃତି ଓ ପରମ୍ପରା

ପାଳନ ହେଉନି ଏନ୍‌ଜିଟିଙ୍କ ନିର୍ଦ୍ଦେଶନାମା

ବର୍ଜ୍ୟବସ୍ତୁରେ ପୋତା ହେଉଛି ବାଲିଯାତ୍ରା ପଡ଼ିଆ ଓ ନଦୀଶଯ୍ୟା ମହାନଦୀ ଓ କାଠଯୋଡି ନଦୀ ଶଯ୍ୟା ସୁରକ୍ଷା ପାଇଁ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି)ଙ୍କ ନିର୍ଦ୍ଦେଶର ଖୋଲା ଉଲ୍ଲଂଘନ ହେଉଛି। ନଦୀଶଯ୍ୟା ଓ ବାଲିଯାତ୍ରା ପଡ଼ିଆରେ କୁଢ଼କୁଢ଼ କଂକ୍ରିଟ୍‌ ଆବର୍ଜନା ଗଦାଇ

କମୁଛି ମାଟି ଦୀପର ଚାହିଦା:ଚିନ୍ତାରେ କୁମ୍ଭାର ପରିବାର

ଝରିଗାଁ/ଭୁବନେଶ୍ୱର ୨୮-୧୦-୨୦୨୪ (ପିପିଏସ) : ଦିନ ଥିଲା ମାଟି ସାମଗ୍ରୀ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଥିଲେ କୁମ୍ଭାର ସମ୍ପ୍ରଦାୟର ଲୋକେ।କିନ୍ତୁ ସଂପ୍ରତି ପ୍ଲାଷ୍ଟିକ, ଷ୍ଟିଲ, ଭଳି ଘରୋଇ ଉପକରଣ ମିଳିବା ପରେ ମାଟି ସାମଗ୍ରୀର ଚାହିଦା ଆଶାତୀତ ଭାବେ କମି ଯାଇଛି। କେବଳ

ମଠମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର

ମଠମନ୍ଦିରଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣ ସହ ପରିଚଳନା ସମସ୍ୟା ସମାଧାନ ପାଇଁ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର। ଦେବାଳୟ ପ୍ରକଳ୍ପ ସମ୍ଭାବ୍ୟ ନାଁରେ ଏକ ନୂଆ ଯୋଜନା ଆଣୁଛନ୍ତି ସରକାର। ଏନେଇ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଭୁବନେଶ୍ୱର

ବାଲ୍ୟ ବିବାହ ରୋକିବା ପ୍ରସଙ୍ଗରେ ବୈଠକ

ସମ୍ବଲପୁର/ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : ସମ୍ବଲପୁରର ଧନୁପାଲି ସ୍ଥିତ ଆଦର୍ଶ ଅନୁଷ୍ଠାନର କାର୍ଯ୍ୟାଳୟ ଠାରେ ବାଲ୍ୟ ବିବାହ ରୋକିବା ପ୍ରସଙ୍ଗରେ ଗୁରୁତ୍ୱପୁର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଶ୍ରମ ଅଧିକାରୀ ଶତୃଜିତ ସାହୁ, ଜିଲା ସମାଜ ମଙ୍ଗଳ ଅଧିକାରୀ, ବରିଷ୍ଠ

ଏକାମ୍ରକ୍ଷେତ୍ରକୁ ଅଣଦେଖା: ହବିଷିଆଳିଙ୍କ ପାଇଁ ନାହିଁ ସୁବିଧା

ଭୁବନେଶ୍ୱର, ୧୯-୧୦-୨୦୨୪(ପିପିଏସ ) : କାର୍ତ୍ତିକ ମାସ ଆରମ୍ଭ ପରେ ଏକାମ୍ରକ୍ଷେତ୍ରକୁ ହବିଷ୍ୟାଳି ଆସୁଛନ୍ତି। ବିନ୍ଦୁସାଗର ନିକଟରେ ଥିବା ଧର୍ମଶାଳାରେ ରହି ସେମାନେ ହବିଷ ପାଳନ କରନ୍ତି। ରାଜ୍ୟ ସରକାର ଶ୍ରୀକ୍ଷେତ୍ରର ୪ଟି ସ୍ଥାନରେ ୨,୫୦୦ ହବିଷ୍ୟାଳିଙ୍କ ପାଇଁ ରହିବା ବ୍ୟବସ୍ଥା

ଦୁର୍ଗାପୂଜା ପାଇଁ ନିର୍ମିତ ତୋରଣ ଭୁଶୁଡ଼ିଲା

ଚାପି ହୋଇଗଲା କାର୍‌-ବାଇକ୍‌ ରାସ୍ତାକଡ଼ରେ ମଣ୍ଡପ ଓ ତୋରଣଗୁଡ଼ିକ ଅସଜଡ଼ା ହୋଇଥିବା ଦେଖିବାକୁ ମିଳୁଛି। ପୂର୍ବରୁ ପୂଜା ମଣ୍ଡପ ସ୍ଥଳ ଓ ଏହାର ଆଖପାଖ ଯେମିତି ସଫାସୁଥୁରା ଥିଲା, ସେମିତି ନାହିଁ। ତୋରଣ ଓ ମଣ୍ଡପଗୁଡ଼ିକରୁ ବାଉଁଶ ଓ ଅନ୍ୟାନ୍ୟ ସାମଗ୍ରୀ ଖୋଲିବା ପାଇଁ

ହବିଷ୍ୟାଳି ମା’ମାନଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯିବ: ମୁଖ୍ୟମନ୍ତ୍ରୀ

ହବିଷିଆଳି ଯୋଜନା ଯଦି ହେଉଛି, ସବୁ ହବିଷିଆଳିଙ୍କ ପାଇଁ ହେଉ। କିନ୍ତୁ ଅଧା ରହିବେ, ଆଉ ଅଧା କାହିଁକି ରହିବେନି? ଏ ପାତରଅନ୍ତର ନ ହେଉ। ହବିଷିଆଳି ଶିବିରରେ ପହଞ୍ଚି ରହିବାକୁ ଜାଗା ନ ପାଇ ଦହଗଞ୍ଜ ହେବା ପରେ ଜିଲ୍ଲାରୁ ଆସିଥିବା ହବିଷିଆଳିମାନେ ଏଭଳି ଅଭିଯୋଗ କରିଛନ୍ତି।

ଶ୍ରୀମନ୍ଦିର ବରିଷ୍ଠ ସେବାୟତଙ୍କୁ ଭୁଜାଲିରେ ଆକ୍ରମଣ

ପୁରୀ/ଭୁବନେଶ୍ୱର ୧୮-୧୦-୨୦୨୪(ପିପିଏସ) : କୋଟିକୋଟି ଜନତାଙ୍କ ଆରାଧ୍ୟ ଦେବତା ତଥା ଆସ୍ଥା ଓ ବିଶ୍ବାସର ପ୍ରବିତ୍ର ତୀର୍ଥସ୍ଥଳୀ ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ପୁଣି ଅଭାବନୀୟ ଘଟଣା ଘଟିଛି। ସନ୍ଧ୍ୟାରେ ମହାପ୍ରଭୁଙ୍କର ଜଣେ ସେବାୟତଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଶ୍ରୀମନ୍ଦିର

ଶୁଦ୍ଧ ଦେଶୀ ଗାଈ ଘିଅରେ ମହାପ୍ରସାଦର ପ୍ରସ୍ତୁତି ହେବ !

ସୁଆର ସେବାୟତ ସଂଘ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ପୁରୀ/ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ବ୍ୟବସ୍ଥାକୁ ଅଧିକ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଛି। ଭକ୍ତଙ୍କ ପାଇଁ ଚାରିଦ୍ବାର

ବୈଶ୍ୟ ତିଲି ଜାତୀୟ ସମିତିର ବାର୍ଷିକ ଉତ୍ସବ ପାଳିତ

କଟକ,୧୬-୧୦-୨୦୨୪(ପିପିଏସ) : ଦୁର୍ଗାପୂଜା ଅବସରରେ ବୈଶ୍ୟ ତିଲି ଜାତୀୟ ସମିତିର ୯୭ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳ କେଶରୀ ଶ୍ରୀଯୁକ୍ତ ନୀଳମଣି ସାହୁ ଯୋଗ ଦେଇଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ସଭାପତି ଶ୍ରୀଯୁକ୍ତ