Sign in
Sign in
Recover your password.
A password will be e-mailed to you.
Browsing Category
ସଂସ୍କୃତି ଓ ପରମ୍ପରା
ବିଶ୍ୱଶାନ୍ତି ମହାଯଜ୍ଞ ଓ ପୂଜ୍ୟପୂଜା ସମ୍ମାନ
କଟକ/୧୩-୧୧-୨୦୨୪(ପିପିଏସ) : କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ମୁଗଗହିର ଗ୍ରାମରେ ଇଷ୍ଟଦେବୀ ଶ୍ରୀଶ୍ରୀ ଦକ୍ଷିଣକାଳୀଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି । ପ୍ରଥମ ଦିନ ଅଙ୍କୁରାରୋପଣ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଏକ ପୂଜ୍ୟପୂଜାର ଆୟୋଜନ କରାଯାଇଥିଲା ।!-->!-->!-->…
‘ହରେକୃଷ୍ଣ ମହତାବ ଚିତ୍ରକଳା ଶିବିର’ ଉଦ୍ଯାପିତ
ଭୁବନେଶ୍ୱର ୧୩-୧୧-୨୦୨୪(ପିପିଏସ) : ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଜନନାୟକ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ଆସନ୍ତା ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ମହତାବଙ୍କ!-->…
ସଅଳ ବନ୍ଧାହେବ ନୀଳଚକ୍ର ବାନା
ଆଜି ଅପରାହ୍ନ ସାଢ଼େ ୩ଟାରୁ ୪ଟା ମଧ୍ୟରେ ପତିତପାବନ ବାନା ବନ୍ଧା ହେବ। ଚୁନରା ସେବକମାନଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି। ଅପରାହ୍ନ ସମୟରେ କମ୍ ଗହଳି ମଧ୍ୟରେ ଧ୍ୱଜା ବନ୍ଧା ହେବା ଲକ୍ଷ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
ପୁରୀ/ଭୁବନେଶ୍ୱର!-->!-->!-->…
ମହାକୁମ୍ଭ ମେଳା ପାଇଁ ବଢ଼ିଲା ହୋଟେଲ ଦର
ସରକାରଙ୍କ ଆଦେଶକୁ ଅଣଦେଖା
କୁମ୍ଭମେଳାରେ ବୁଡ଼ ପକାଇଲେ ପାପ ଧୋଇଯାଏ। ଏଥି ପାଇଁ ଲୋକେ ହଜାର ହଜାର କିଲୋମିଟର ଦୂର ଅତିକ୍ରମ କରି କୁମ୍ଭମେଳାରେ ଯୋଗ ଦେଇଥାନ୍ତି। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆସନ୍ତା ଜାନୁଆରି ମାସରେ ମହାକୁମ୍ଭ ମେଳାର ଆୟୋଜନ ହେବ। ଭିଡକୁ ଦୃଷ୍ଟିରେ ରଖି ହୋଟେଲ!-->!-->!-->!-->!-->…
୩୦୦୦ ଶିଖ ତୀର୍ଥଯାତ୍ରୀଙ୍କୁ ଭିସା ଦେଲା ପାକିସ୍ତାନ
ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିସନ ଭାରତର ୩ ହଜାରରୁ ଅଧିକ ଶିଖ୍ ତୀର୍ଥଯାତ୍ରୀଙ୍କୁ ଭିସା ପ୍ରଦାନ କରିଛନ୍ତି। ପାକିସ୍ତାନ ହାଇକମିଶନ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି ଏ ନେଇ ସୂଚନା ଦେଇଛନ୍ତି ।
ନୂଆଦିଲ୍ଲୀ/ଭୁବନେଶ୍ୱର ୧୦-୧୧-୨୦୨୪(ପିପିଏସ ) : ନୂଆଦିଲ୍ଲୀରେ!-->!-->!-->…
ଅଁଳା ନବମୀ ଲାଗି ସାକ୍ଷୀଗୋପାଳ ମନ୍ଦିର ଓ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼
ଆଜି ହେଉଛି ପବିତ୍ର ଅଁଳା ନବମୀ । ଏଥିଲାଗି ଚଳଚଞ୍ଚଳ ସାକ୍ଷୀଗୋପାଳ ମନ୍ଦିର। ରାଧାପାଦ ଦର୍ଶନ ପାଇଁ ସେଠାରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଏଠାରେ ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀରାଧା ।
ଭୁବନେଶ୍ୱର ୧୦-୧୧-୨୦୨୪(ପିପିଏସ ) : ଆଜି ହେଉଛି ପବିତ୍ର ଅଁଳା ନବମୀ ।!-->!-->!-->…
ଛଟ୍ ପୂଜା: କୁଆଖାଇ ନଦୀରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ଶ୍ରଦ୍ଧାଳୁ
ଭୁବନେଶ୍ବରର କୂଆଖାଇ ନଦୀପଠାରେ ବ୍ରତାଧାରୀମାନେ ଆଜି ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ହଜାର ହଜାର ବ୍ରତଧାରୀ ମହିଳା ଅସ୍ତଗାମୀ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି। ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ସେମାନେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ!-->…
ଉପର ପଡିଆରେ ବାଲିଯାତ୍ରା ପାଇଁ ଅନୁମତି
ବାଲିଯାତ୍ରାରେ ରାସ୍ତାକଡ଼ରେ ବ୍ୟବସାୟକୁ ସମ୍ପୂର୍ଣ ନିଷେଧ କଲେ ହାଇକୋର୍ଟ
ଐତିହାସିକ ବାଲିଯାତ୍ରା ପାଇଁ କଟକ ଜିଲ୍ଲା ପ୍ରଶାସନ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆସନ୍ତା ନଭେମ୍ବର ୧୫ରୁ ମହାନଦୀପଠାରେ ବାଲିଯାତ୍ରା ଆରମ୍ଭ ହେବ। ଏହି ଯାତ୍ରା ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ!-->!-->!-->…
କଟକ ସାଂସଦଙ୍କ ବାଙ୍କୀ ଗସ୍ତ, ମା’ଚର୍ଚ୍ଚିକାଙ୍କ ମନ୍ଦିର ପରିଦର୍ଶନ
ଭୁବନେଶ୍ୱର ୦୬-୧୧-୨୦୨୪(ପିପିଏସ) :କଳାପଥର (ବାଙ୍କୀ)/ଭୁବନେଶ୍ୱର ୦୬-୧୧-୨୦୨୪(ପିପିଏସ) : କଟକ ସାଂସଦ ଭର୍ତ୍ତୃହରି ମହତାବ ବାଙ୍କୀର ଇଷ୍ଟଦେବୀ ମା’ଚର୍ଚ୍ଚିକାଙ୍କ ଦର୍ଶନ କରିଥିଲେ। ମା’ଚର୍ଚ୍ଚିକାଙ୍କ ପୀଠର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ୧୧କୋଟି ଟଙ୍କାର ଅନୁକମ୍ପା!-->…
ହ୍ୟୁଷ୍ଟନ୍ରେ ଆୟୋଜନ ହେବନି ଅଦିନିଆ ରଥଯାତ୍ରା, ବାତିଲ କଲା ଇସ୍କନ୍
ମହାପ୍ରଭୁଙ୍କ ଭକ୍ତଙ୍କ ପାଇ ଭଲ ଖବର ଆସିଛି। କୋଟିକୋଟି ଓଡ଼ିଆ ଯାହା ଦାବି କରୁଥିଲେ, ତାହା ହିଁ ହୋଇଛି। ଇସ୍କନ୍ର ପ୍ରତକ୍ଷ୍ୟ ତତ୍ବାବଧାନରେ ଆମେରିକୀୟ ସହର ହ୍ୟୁଷ୍ଟନ୍ରେ ଆୟୋଜନ ହେବାକୁ ଥିବା ରଥଯାତ୍ରା ବାତିଲ ହୋଇଛି।
ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ଜଗନ୍ନାଥପ୍ରେମୀଙ୍କ!-->!-->!-->…