Sign in
Sign in
Recover your password.
A password will be e-mailed to you.
Browsing Category
ସଂସ୍କୃତି ଓ ପରମ୍ପରା
ସମବେତ ପ୍ରାର୍ଥନାର ନୂତନ ଧାରା ସୃଷ୍ଟି କରିବ ଗଣେଶ ମହୋତ୍ସବ:ଭର୍ତ୍ତୃହରି ମହାତାବ
କଟକ/୦୯-୦୯-୨୦୨୪(ପିପିଏସ): ଆମ ସମାଜରେ ଉତ୍ସବର ସର୍ବଦା ଆବଶ୍ୟକତା ରହିଛି। ଉତ୍ସବ ଉତ୍ସାହ ଯୋଗାଇବା ସହ ନିଜ ସାମର୍ଥ୍ୟଙ୍କୁ ଆବିଷ୍କାର କରିଥାଏ ଓ ଏକାଠି ହେବାର ସୁଯୋଗ ସୃଷ୍ଟି କରେ କଟକ-ଭୁବନେଶ୍ବର ଦୈତନଗରୀ ଗଣେଶ ପୂଜା କମିଟି ପକ୍ଷରୁ ଉପର ବାଲିଯାତ୍ରା ପଡ଼ିଆରେ ଆୟୋଜିତ ୩୧ତମ ଗଣେଶ!-->…
ଡିଜେ-ମୁକ୍ତ ରୋଷଣୀ, ନିଶା-ମୁକ୍ତ ଭାସାଣୀ ଓ ପଲିଥିନ-ମୁକ୍ତ ପୂଜାର ଆହ୍ୱାନ
ଅକ୍ଟୋବର ୯ ମହାଷଷ୍ଠୀରୁ ଦୁର୍ଗାପୂଜା ଆରମ୍ଭ ୧୪ରେ ଭାସାଣୀ
କଟକ ମହାନଗର ଶାନ୍ତି କମିଟିର ପ୍ରସ୍ତୁତି ମହାସଭାରେ ନିଷ୍ପତ୍ତି
କଟକ,୦୯-୦୯-୨୦୨୪(ପିପିଏସ) : ଅକ୍ଟୋବର ୯ ମହାଷଷ୍ଠୀରୁ ଦୁର୍ଗାପୂଜା ଆରମ୍ଭ ହୋଇ ୧୪ରେ ଭାସାଣୀ ଉତ୍ସବ ଅନୁଷ୍ଠିତ ହେବ ଏବଂ ନିଶା-ମୁକ୍ତ ଭାସାଣୀ,!-->!-->!-->!-->!-->!-->!-->…
ଗଣେଶ ବିସର୍ଜନ ବେଳେ ଚାଲିଗଲା ଜୀବନ
ବଡଭାଇ ମୃତ , ସାନଭାଇ ଗୁରୁତର
ସୋର/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କୁଳିଗାଁରେ ଠାକୁର ଭସାଣି ବେଳେ ଘଟିଲା ଅଘଟଣl ବଡ଼ ଭାଇର ମୃତ୍ୟୁ ହୋଇଯାଇଥିବା ବେଳେ ସାନଭାଇ ଗୁରୁତର ଅବସ୍ଥାରେ ପ୍ରଥମେ ଖନ୍ତାପଡ଼ା ପରେ ବାଲେଶ୍ୱର ସ୍ଥାନାନ୍ତରl ବାବା!-->!-->!-->!-->!-->…
ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା : ମା’ ସମଲେଶ୍ୱରୀଙ୍କ ସମେତ ବିଭିନ୍ନ ମନ୍ଦିରରେ ଲାଗି ହେଲା ନବାନ୍ନ
ସମ୍ବଲପୁର/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ଆଜି ଉତ୍ସବ ମୁଖର ହୋଇ ପଡ଼ିଛି ପଶ୍ଚିମ ଓଡ଼ିଶା । ଦୁଲୁକୁଛି ମନ୍ଦିର ପରିସର । ପୂର୍ବ ନିର୍ଦ୍ଧାରିତ ସମୟରେ ସମ୍ବଲପୁରର ମା’ ସମଲେଶ୍ୱରୀ ଓ ବଲାଙ୍ଗିରର ମାଆ ପାଟଣେଶ୍ୱରୀଙ୍କ ସମେତ ବିଭିନ୍ନ ମନ୍ଦିର ନିକଟରେ ଲାଗି ହୋଇଛି ନବାନ୍ନ ।
ପ୍ରଥମ!-->!-->!-->…
ଗଣେଶ ପୂଜା ବିସର୍ଜନ ପାଇଁ ଆସିଲା ଗାଇଡଲାଇନ୍
ଭୁବନେଶ୍ୱର,୦୭-୦୯-୨୦୨୪(ପିପିଏସ) : ଭୁବନେଶ୍ୱରରେ ଗଣେଶ ପୂଜା ବିସର୍ଜନ ପାଇଁ ବିଏମସି ଗାଇଡଲାଇନ୍ ଜାରି କରିଛି। ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି ହୋଇଛି । ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ ଦୁଇଟି ଜାଗା ଚି଼ହ୍ନଟ କରାଯାଇଛି। ତାହା ହେଲା ଟଙ୍କପାଣି!-->…
ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିଲା ଛୁଟି
ସମ୍ବଲପୁର/ଭୁବନେଶ୍ୱର,୦୭-୦୯-୨୦୨୪(ପିପିଏସ) : କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲ୍ଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ମୁକେଶ କୁମାର ଭାମୁ।
ଏସପି ସୂଚନା ଦେଇ କହିଛନ୍ତି, ଆସନ୍ତାକାଲି!-->!-->!-->…
ରତ୍ନଭଣ୍ଡାର ପାଇଁ ତିଆରି ହେବ ହାଇସିକ୍ୟୁରିଟି ଭଲ୍ଟ
ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ଧନ ସମ୍ପତ୍ତିର ସୁରକ୍ଷା ଏକ ବଡ଼ ପ୍ରସଙ୍ଗ ହୋଇରହିଥିବା ବେଳେ ତାହାର ସ୍ଥାୟୀ ସମାଧାନ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ରତ୍ନଭଣ୍ଡାରର ଅଳଙ୍କାରଗୁଡ଼ିକର ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ଏକ!-->!-->!-->…
ଏଥର ଐତିହାସିକ ବାଲିଯାତ୍ରା ଜାରି ରହିବ ୮ ଦିନ
ଐତିହାସିକ ବାଲିଯାତ୍ରା ପାଇଁ କଟକ ଜିଲ୍ଲା ପ୍ରଶାସନ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆସନ୍ତା ନଭେମ୍ବର ୧୫ରୁ ମହାନଦୀପଠାରେ ବାଲିଯାତ୍ରା ଆରମ୍ଭ ହେବ। ଏହି ଯାତ୍ରା ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ।
କଟକ/୦୫-୦୯-୨୦୨୪(ପିପିଏସ ): ଐତିହାସିକ ବାଲିଯାତ୍ରା ପାଇଁ କଟକ!-->!-->!-->…
ଦୁର୍ଗାପୂଜାରେ ମଦମୁକ୍ତ ଭସାଣି, ଡିଜେମୁକ୍ତ ରୋଷଣି
କଟକ/୦୩-୦୯-୨୦୨୪(ପିପିଏସ ): ଚଳିତ ଦୁର୍ଗାପୂଜା ପାଇଁ ରାଜଧାନୀ ଭୁବନେଶ୍ଵର ଏବଂ କଟକରେ କମିଶନରେଟ ପୁଲିସ ପକ୍ଷରୁ ଏବେଠାରୁ ପଦକ୍ଷେପ ଆରମ୍ଭ ହୋଇଛି। ଦୁର୍ଗାପୂଜା ଅବସରରେ ମଦମୁକ୍ତ ଭସାଣି ଏବଂ ଡିଜେମୁକ୍ତ ରୋଷଣିକୁ ଗୁରୁତ୍ଵ ଦେଇଛି କମିଶନରେଟ ପୁଲିସ। ଦୁର୍ଗାପୂଜା ଭସାଣିରେ!-->!-->!-->…
ମା’ ସମଲେଇଙ୍କ ମନ୍ଦିରରେ ନୂଆ ଧାନ ପହଞ୍ଚିବ
ବଲବସପୁର ଗ୍ରାମର ସୁବାସ ବେହେରା ନୂତନ ଧାନ ନେଇ ମନ୍ଦିର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ
ସମ୍ବଲପୁର/ଭୁବନେଶ୍ୱର ୦୩-୦୯-୨୪(ପିପିଏସ ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଉ!-->!-->!-->!-->!-->…