Sign in
Sign in
Recover your password.
A password will be e-mailed to you.
Browsing Category
ସଂସ୍କୃତି ଓ ପରମ୍ପରା
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ସମଲେଶ୍ବରୀ
ପାର୍ବଣରେ ମହାମାୟୀ
ସମ୍ବଲପୁର/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ। ଓଡ଼ିଆମାନଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ପରେ ସମ୍ଭବତଃ ମା’ ସମଲେଇ ବା ସମଲେଶ୍ବରୀ ଓଡ଼ିଶାର ଏକମାତ୍ର ଅଧିଷ୍ଠାତ୍ରୀ ଦେବୀ ଯିଏ ସମଗ୍ର ପଶ୍ଚିମ!-->!-->!-->!-->!-->…
ବଣ୍ଡା କାହାକୁ ଡାକିବେ ମା’?
କଥା ସେ କାଳର
ପ୍ରଭୁ ଶ୍ରୀରାମଙ୍କ ପାଦ ପଡ଼ିଥିବା ପାହାଡ଼ ଶ୍ରୀହୀନ
ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ତ୍ରେତେୟା ଯୁଗରୁ ଆଜି ପର୍ଯ୍ୟନ୍ତ ଦଣ୍ଡକାରଣ୍ୟର ପ୍ରାସଙ୍ଗିକତା ରହିଛି। ବିଶାଳ ଦଣ୍ଡକାରଣ୍ୟର କିଛି ଅଂଶକୁ ବର୍ତ୍ତମାନ ମାଲକାନଗିରି ବୋଲି କୁହାଯାଉଛି।!-->!-->!-->!-->!-->…
କଟକ ଗ୍ରାମାଂଚଳ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ
କଟକ, ୨୬.୦୯.୨୦୨୪(ପିପିଏସ) : ଚଳିତ ବର୍ଷ କଟକ ଜିଲ୍ଳାରେ ଶାରଦୀୟ ଦୁର୍ଗାପୂଜା ଓ ଭସାଣୀ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ନିମନ୍ତେ ଆଜି କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ!-->…
ବାରବାଟୀ ଗଡ଼ର କୁଳଦେବୀ ମା’ ଗଡ଼ଚଣ୍ଡୀ
ପାର୍ବଣରେ ମହାମାୟୀ
କଟକ,୨୫-୦୯-୨୦୨୪(ପିପିଏସ): (ବିଜୟ କୁମାର ପଣ୍ଡା)ବାରବାଟୀ ଗଡ଼ର କୁଳଦେବୀ ହେତୁ ସେ ମା’ ଗଡ଼ଚଣ୍ଡୀ ଭାବେ ପରିଚିତ। ଓଡ଼ିଶାରେ ରାଜତନ୍ତ୍ର ଶାସନରେ କଟକ ରାଜଧାନୀ ଥିଲା। ବାରବାଟୀ ଦୁର୍ଗରେ ରାଜ ପରିବାରଙ୍କ ସମେତ ରାଜ କର୍ମଚାରୀ ଓ ସେମାନଙ୍କ ପରିବାର ରହୁଥିଲେ।!-->!-->!-->!-->!-->…
କମିସନରେଟ୍ ପୁଲିସର ଦୁର୍ଗାପୂଜା ପ୍ରସ୍ତୁତି ବୈଠକ
ଏଥର ପାର୍ବଣରେ ବାଜିବନି ଡିଜେ
ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ) : ଚଳିତ ବର୍ଷ ରାଜଧାନୀ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମାହିତ କରିବାକୁ ଆଜି କମିସନେରଟ୍ ପୁଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି କମିସନରେଟ୍ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏହି!-->!-->!-->!-->!-->…
ସତ୍ୟନଗର ଦୁର୍ଗାପୂଜା କମିଟି:ଏଥର ଗଙ୍ଗାମାତା ଭବନ ତୋରଣ
ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): ପ୍ରତିବର୍ଷ ନିଆରା ତଥା ଆକର୍ଷଣୀୟ ତୋରଣ ପାଇଁ ଚର୍ଚ୍ଚାରେ ରହୁଥିବା ସତ୍ୟନଗର ଦୁର୍ଗାପୂଜା କମିଟି ପକ୍ଷରୁ ଚଳିତ ବର୍ଷ ମଧ୍ୟ ପରଂପରା ବଜାୟ ରଖିବାଲାଗି ସବୁ ଆୟୋଜନ କରାଯାଇଛି। ଏଥର ଶୋଭା ପାଇବ ଗଙ୍ଗାମାତାଙ୍କ ଭବନ। ଚଳିତ ବର୍ଷ ତୋରଣର ଉଚ୍ଚତା ରହିଛି!-->…
ପାର୍ବଣରେ ରାଜଧାନୀବାସୀଙ୍କୁ ନୂଆ ଦୃଶ୍ୟ ଭେଟି:ଦୁବାଇ ମିରାକଲ୍ ଗାର୍ଡେନ୍
ଭୁବନେଶ୍ୱର,୨୩-୦୯-୨୦୨୪(ପିପିଏସ ): ଡମଣା ଗୋପୀନାଥଜିଉ ଦୁର୍ଗାପୂଜା କମିଟି ୧୩ ବର୍ଷରେ ପଦାର୍ପଣ କରିଛି। ପ୍ରତିଥର ଭଳି ଏଥର ମଧ୍ୟ ଦୁର୍ଗାପୂଜା କମିଟି ରାଜଧାନୀବାସୀଙ୍କୁ ନୂଆ ଦୃଶ୍ୟ ଭେଟିଦେବ। ଏଥର ଦୁବାଇ ମିରାକଲ୍ ଗାର୍ଡେନ୍ରେ ବିରାଜିବେ ମା’ ଦୁର୍ଗା। ଫାଇବର୍, ଘାସ ଗାଲିଚା,!-->…
ଆମେ ତିରୁପତି ମନ୍ଦିରକୁ କେବେ ଘିଅ ଦେଇନୁ
ନୂଆଦିଲ୍ଲୀ/ଭୁବନେଶ୍ୱର, ୨୧-୦୯-୨୦୨୪ (ପିପିଏସ): ଆନ୍ଧ୍ରର ତିରୁପତି ଜିଲ୍ଲାର ତିରୁମାଲା ମନ୍ଦିରରେ ଦିଆଯାଇଥିବା ପ୍ରସାଦରେ ପଶୁ ଚର୍ବିର ବ୍ୟବହାରକୁ ନେଇ ଅମୁଲ ଶୁକ୍ରବାର ଦିନ ସ୍ପଷ୍ଟୀକରଣ ଦେଇଛି। ଅମୁଲ କହିଛି ଯେ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି)କୁ ସେ କେବେ ବି ଘିଅ!-->…
ନୂଆଁଖାଇ ଦେଶରେ ନୂଆ ପରିଚୟ ତିଆରି କରିଛି: ଧର୍ମେନ୍ଦ୍ର
ନୂଆଦିଲ୍ଲୀ/ଭୁବନେଶ୍ୱର ୨୧-୦୯-୨୦୨୪ (ପିପିଏସ): ଗଣପର୍ବ “ନୂଆଁଖାଇ” ସାରା ଦେଶରେ ଓଡ଼ିଶାର ନୂଆ ପରିଚୟ ତିଆରି କରିଛି। ଗାଁରୁ ସହର, ରାଜ୍ୟରୁ ଦେଶ ତଥା ବିଦେଶରେ ମଧ୍ୟ ଓଡ଼ିଆମାନେ ଉତ୍ସାହ ଉଦ୍ଦୀପନାରେ ଏହି ପର୍ବ ସହ ଯୋଡିହେବା ଖୁସିର ବିଷୟ ବୋଲି ଶନିବାର ନୂଆଦିଲ୍ଲୀ ଠାରେ ‘ଜୁହାର୍!-->…