Browsing Category

ଶିକ୍ଷା

ମହଙ୍ଗା ପଡିଲା ରାଗିଂ

ଯାନ୍ତ୍ରିକ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବଡ଼ ପଦକ୍ଷେପ : ବ‌ହିଷ୍କାର ପରେ ୫ ଛାତ୍ର ଗିରଫ କେନ୍ଦୁଝର/ଭୁବନେଶ୍ୱର ୦୬-୧୧-୨୦୨୪(ପିପିଏସ) : କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ (ଜିସିଇ)ରେ ଛାତ୍ରଙ୍କୁ ରାଗିଂ କରିବା ଅଭିଯୁକ୍ତ ଛାତ୍ରଙ୍କୁ ମହଙ୍ଗା ପଡିଛି। ଏହି ଘଟଣାରେ

ପ୍ରଜାତନ୍ତ୍ରର ପ୍ରଭାବ, ଚର୍ଚ୍ଚିକା ପ୍ରାଥମିକ ବିଦ୍ୟାଳରେ ମଧ୍ୟାହ୍ନଭୋଜନ କେଳେଙ୍କାରୀ, ତଦନ୍ତ କଲେ ଦୁଇ ଅଧିକାରୀ…

ଗୋପ/ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ଗୋପ ବ୍ଲକ ଷୋଳପୁର ଚର୍ଚ୍ଚିକା ସରକାରୀ ନୋଡାଲ ବିଦ୍ୟାଳୟର ମଧ୍ୟାହ୍ନ୍ନ ଭୋଜନ କେଳେଙ୍କାରୀ ସମ୍ପର୍କିତ ଖବର ଗତକାଲି ପ୍ରକାଶ ପାଇବା ପରେ ଆଜି ଦୁଇ ଅଧିକାରୀ ବିଦ୍ୟାଳୟରେ ପହଁଚି  ତଦନ୍ତ କରିଛନ୍ତି। ସୂଚନା ଅନୁସାରେ ଗୋପ ବ୍ଲକ ଶିକ୍ଷାଧିକାରୀଙ୍କ

ଜିଲ୍ଲା ସ୍ତରୀୟ  ଶିଶୁ ମହୋତ୍ସବ ‘ସୁରଭି ୨୦୨୪’ ଅନୁଷ୍ଠିତ

ବାରିପଦା/ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ପାଠପଢା ସହିତ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କର ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ଆରମ୍ଭ ହୋଇଥିବା ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି"ର ଉଦ୍ଘାଟନ ଉତ୍ସବ   ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ 

କଟକ ଏସସିବିରେ ରାଗିଂ ଅଭିଯୋଗ, ତଦନ୍ତ ଆରମ୍ଭ

କଟକ,୦୪-୧୧-୨୦୨୪ (ପିପିଏସ) : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ (ଏସସିବି ମେଡ଼ିକାଲ କଲେଜ)ରେ ରାଗିଂ ଅଭିଯୋଗ ହୋଇଛି। ଏମବିବିଏସ ପ୍ରଥମ ବର୍ଷ ଛାତ୍ର ତାଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଏସସିବି ମେଡ଼ିକାଲ କଲେଜର ଶେଷ ବର୍ଷ ଛାତ୍ରଙ୍କ ନାମରେ ସେ

ସବୁ ସମସ୍ୟାର ସମାଧାନର ଚାବିକାଠି ଶିକ୍ଷାରେ ଅନ୍ତର୍ନିହିତ ଅଛି: କେନ୍ଦ୍ରମନ୍ତ୍ରୀ

ସ୍କୁଲ ଶିକ୍ଷା ପାଇଁ ଯୋଜନା କରିବା ସହ ପିଲାମାନଙ୍କ ଜ୍ଞାନର ବିକାଶ, ବ୍ୟକ୍ତିତ୍ୱ, ଚରିତ୍ର ଗଠନର ଦାୟିତ୍ୱ ନେବା ପାଇଁ ପଡିବ। ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ୨୦୪୭ ସୁଦ୍ଧା ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ।

ଜବରଦଖଲରେ ୟୁଜିଆଇଇର ୨ ଏକର ଜମି: ଦୁଇବର୍ଷ ହେଲା ଚାଲିଛି ମିକ୍ସର ପ୍ଲାଣ୍ଟ

ରାଉରକେଲାରେ ଯିଏ ଯେଉଁଠି ସୁଯୋଗ ପାଇଲା, ସେଠାକାର ଜମି ଜବରଦଖଲକୁ ନେଇ ଘର ତିଆରାକଲା। ବସ୍ତିଠାରୁ ଆରମ୍ଭକରି ଅନ୍ୟ ସମସ୍ତ ପ୍ରମୁଖ ଅଞ୍ଚଳରେ ଏଭଳି ଜବରଦଖଲ ନିତିଦିନିଆ ହେଲାଣି। -ସବୁ ଜାଣି ପ୍ରଶାସନ ଚୁପ୍‌ ରାଉରକେଲା: ସ୍ମାର୍ଟସିଟିରେ ଜମି ଜବରଦଖଲ ନୂଆ ନୁହେଁ। ଯିଏ ଯେଉଁଠି

କାମରେ ଆସୁନି ଅଙ୍ଗନବାଡି କେନ୍ଦ୍ର, ଗଛ ମୂଳରେ ଚାଲିଛି ପାଠପଢ଼ା

ସିମୁଳିଆ/ଭୁବନେଶ୍ୱର ୦୩-୧୧-୨୦୨୪(ପିପିଏସ ) : ସମନ୍ବିତ ଶିଶୁ ବିକାଶ ଯୋଜନାରେ ପ୍ରତି ଅଙ୍ଗନବାଡି କେନ୍ଦ୍ର ପାଇଁ ସ୍ଥାୟୀ ପକ୍କା ଗୃହ ଯୋଗାଇ ଦିଆ ଯାଇଛି । ହେଲେ ପ୍ରଶାସନିକ ଆନ୍ତରିକତା ଅଭାବ ଯୋଗୁଁ ଗୃହ ନିର୍ମାଣ କାର୍ଯ୍ୟ ସମ୍ପାଦନ ହୋଇ ଯାଇଥିଲେ ବି ନିର୍ମିତ ଗୃହ କାମରେ ଆସୁନି ।

ପ୍ରଧାନଶିକ୍ଷୟିତ୍ରୀ ସ୍କୁଲରେ ଛାତ୍ରଙ୍କୁ ଘାସ କଟାଇବା ଘଟଣା

ଥାନାରେ ଏତଲା ସହ ଜିଲାପାଳଙ୍କ ନିକଟରେ ଅଭିଯୋଗ ଜିଲା ଶିକ୍ଷା ଅଧିକାରୀଙ୍କ ତଦନ୍ତ ନିର୍ଦେଶ କଟକ, ୦୨-୧୧-୨୦୨୪(ପିପିଏସ) : ଛାତ୍ରଛାତ୍ରୀଙ୍କୁ ପାଠପଢାଇବା ପରିବେର୍ତ୍ତ ସେମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଯଦି କୌଣସି ଛାତ୍ରଛାତ୍ରୀ ଏହାକୁ ବିରୋଧ କରୁଛନ୍ତି

୩ରୁ ଦଶମଶ୍ରେଣୀ ପରୀକ୍ଷା ଫର୍ମପୂରଣ

କଟକ,୦୨-୧୧-୨୦୨୪(ପିପିଏସ) : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୫ ମାଟ୍ରିକ ପରୀକ୍ଷା ନିମନ୍ତେ ଫର୍ମପୂରଣ ନଭେମ୍ବର ୩ରୁ ଅନୁଷ୍ଠିତ ହେବ। ରେଗୁଲାର ଓ ଏକ୍ସ-ରେଗୁଲାର ବିଦ୍ୟାର୍ଥୀମାନେ ନଭେମ୍ବର ୩ରୁ ୧୮ ତାରିଖ ରାତି ୧୧.୪୫ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଯୋଗେ

ବିପଦସଂକୂଳ ଅବସ୍ଥାରେ ମାଲକାନଗିରି ଜିଲ୍ଲାର ଶତାଧିକ ବିଦ୍ୟାଳୟ ଗୃହ

ମାଲକାନଗିରି ଜିଲ୍ଲାର ସାତୋଟି ବ୍ଲକରେ ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା। କେଉଁଠି ବିଦ୍ୟାଳୟ ଅଛି ତ  ଛାତ୍ରଛାତ୍ରୀ ନାହାନ୍ତି ତ ଆଉ କେଉଁଠି ଭଙ୍ଗା ଦଦରା କୋଠାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ଅଧିକାଂଶ ସ୍କୁଲରେ ପ୍ରଥମରୁ ପଞ୍ଚମ ଯାଏଁ ଥିବା ବେଳେ ମାତ୍ର ରହିଛନ୍ତି ଜଣେ ମାତ୍ର